Browsing Category

ରାଜନୀତି

ମାସ୍କ ନପିନ୍ଧି ୧୦୦ ଡଲାର ତଣ୍ଡ ଗଣିଲେ ବ୍ରାଜିଲ୍‌ ରାଷ୍ଟ୍ରପତି, ମୋଟରସାଇକଲ ରାଲି ସମୟରେ ଭାଙ୍ଗିଥିଲେ କରୋନା ନିୟମ

ବ୍ରାସିଲିଆ : କରୋନା ବେଳେ ବ୍ରାଜିଲ ରାଷ୍ଟ୍ରପତି ଜେର ବୋଲ୍‌ ସୋନାରୋ ମୁହଁରେ ମାସ୍କ ନପିନ୍ଧି ସମର୍ଥକମାନଙ୍କ ସହ ମୋଟରସାଇକଲ ରାଲି କରିଥିବାରୁ ତାଙ୍କ ଉପରେ ୧୦୦ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୭୩୦୦ ଟଙ୍କାରୁ…

ପଞ୍ଜାବ କଂଗ୍ରେସରେ ବିଦ୍ରୋହ: ଦଳର ଅନେକ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଉପରେ ଖପ୍ପା, କିଛି ବି ଘଟିପାରେ ଆଗକୁ

ନୂଆଦିଲ୍ଲୀ: ରାଜସ୍ଥାନ ପରେ ପଞ୍ଜାବ କଂଗ୍ରେସରେ ଦେଖାଦେଇଛି ବିଦ୍ରୋହ । ଦଳର ଅଧିକାଂଶ ବିଧାୟକ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି । ଏହି ଅସନ୍ତୁଷ୍ଟ ବିଧାୟକ ମାନେ ଆଗକୁ କିଛି ବି…

ମହାରାଷ୍ଟ୍ର ମହାନାଟକ: ମହାବିକାଶ ଅଘାଡିରେ ଫାଟ ? କଂଗ୍ରେସ କହିଲା- ଦଳ ଏକାକୀ ଲଢିବ ବିଧାନସଭା ନିର୍ବାଚନ 

ମୁମ୍ବାଇ : ବିଗତ ଦିନରେ ଦେଶର ଅନେକ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ରହିଛି। କେଉଁଠି କିଏ ଦଳ ଛାଡୁଛି ତ ଆଉ କେଉଁଠି ପାର୍ଟି ଭିତରେ ବିରୋଧର ସ୍ଵର ଉଠୁଛି। ଆଉ କେଉଁଠି ମେଣ୍ଟ ସରକାରରେ ଅସନ୍ତୋଷର ନିଆଁ…

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଘୋଷଣା- ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ଲଢିବ ଆପ୍

ଅହମ୍ମଦାବାଦ : ଆସନ୍ତା ବର୍ଷ ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ସେମି ଫାଇନାଲ୍ ଦୃଷ୍ଟିରେ ଦେଖାଯାଉଛି। ରାଜନୈତିକ ପାର୍ଟି ମଧ୍ୟ ନିଜ ନିଜର ରଣନୀତି…

ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ନାଁରେ ବିବାଦ, ଜାଣନ୍ତୁ କଣ କହିଲେ ମହାସଚିବ…

ନୂଆଦିଲ୍ଲୀ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣକୁ ନେଇ ରାଜନୀତି ଚରମ ସୀମାରେ ପହଞ୍ଚିଛି । ବିରୋଧୀ ଦଳଗୁଡ଼ିକ ପକ୍ଷରୁ ମନ୍ଦିର ନିର୍ମାଣ ଦାୟିତ୍ୱରେ ରହିଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବିରୋଧରେ…

ଇସ୍ରାଏଲ୍‌ରେ ଶେଷ ହେଲା ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଶାସନ, ପ୍ରଧାନମନ୍ତ୍ରୀ ଭାବେ ମଙ୍ଗ ଧରିଲେ ନେଫ୍‌ତାଲି ବେନେଟ୍‌

ଜେରୁଜେଲମ୍‌,(ଓଡ଼ିଶା ଭାସ୍କର): ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ପଦରୁ ହଟିଛନ୍ତି ବେଞ୍ଜାମିନ୍‌ ନେତାନ୍ୟାହୁ। ନେଫ୍‌ତାଲି ବେନେଟ୍‌ ହୋଇଛନ୍ତି ଇସ୍ରାଏଲ୍‌ର ନୂତନ ପ୍ରଧାନମନ୍ତ୍ରୀ । ଫଳରେ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ…

ଖାଲି ଅଛି ୯ କ୍ୟାବିନେଟ୍ ପଦ, ପାଇଲଟ୍ ମାଗୁଛନ୍ତି ୬, ଅଙ୍କ ଛିଡ଼ୁ ନଥିବାରୁ ଆପ୍ଲାଏ ହେବ ନୂଆ ଫର୍ମୂଲା

ଜୟପୁର: ରାଜସ୍ଥାନ କଂଗ୍ରେସ ରାଜନୀତି ପୁଣି ଗୋଳିଆରେ ହେବାରେ ଲାଗିଛି । କିଛିଦିନ ପୂର୍ବରୁ କଂଗ୍ରେସ ନେତା ସଚିନ ପାଇଲଟ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ନ ଭେଟିବା ଉପରେ ଚର୍ଚ୍ଚା ହେଉଥିଲା । ଏବେ ପୁଣି ଏକ ନୂଆ ତଥ୍ୟ…

ସରିଲା ବସୁନ୍ଧରା ଯୁଗ! ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ବିଜେପି ପୋଷ୍ଟରରୁ ହେଲେ ଗାଏବ୍

ଜୟପୁର: ଦେଶରେ କରୋନା ସଂକ୍ରମଣ ଧୀରେଧୀରେ କମି ଆସୁଥିବା ବେଳେ ବିଭିନ୍ନ ରାଜ୍ୟରେ ରାଜନୀତି ସରଗରମ୍ ହେବାରେ ଲାଗିଲାଣି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ବର୍ତ୍ତମାନ…

ବିଧାୟକ ପଦରୁ ଇସ୍ତଫା ଦେଲେ ରାଜେନ୍ଦର, ଜାଣନ୍ତୁ କାହିଁକି…

ହାଇଦ୍ରାବାଦ: ତେଲେଙ୍ଗାନାର ହୁଜୁରାବାଦ ଆସନର ବିଧାୟକ ଇ. ରାଜେନ୍ଦର ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେନ୍ଦର ତେଲେଙ୍ଗାନା ରାଷ୍ଟ୍ର ସମିତିର ଜଣେ ବରିଷ୍ଠ ନେତା ଥିଲେ । କିଛିଦିନ…

ଗୋଟିଏ ପଟେ ଶରଦ-ପ୍ରଶାନ୍ତ, ଅନ୍ୟପଟେ ମୋଦି-ଉଦ୍ଧବ ସାକ୍ଷାତ: କ’ଣ ହୋଇପାରେ ଏହି ଆଲୋଚନାର ଭିତିରି ରହସ୍ୟ

ମୁମ୍ବାଇ: ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗତକାଲି ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଦୁହେଁ ଏକତ୍ର ୩ ଘଣ୍ଟା ଧରି ଆଲୋଚନା କରିଥିଲେ । ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…