Browsing Category
ରାଜନୀତି
‘ଆପ୍’କୁ ପ୍ରଶଂସା କଲେ ସିଦ୍ଧୁ, ଟ୍ୱିଟ୍ ପରେ ତେଜିଲା କଂଗ୍ରେସରେ ବିବାଦ
ନୂଆଦିଲ୍ଲୀ: ଅଗାମୀ ବିଧାନସଭା ନିର୍ବାଚନ ପୂବର୍ରୁ ପଞ୍ଜାବରେ ରାଜନ÷ତିକ ଉତ୍ତେଜନା ଦେଖାଦେଇଛି । କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ଏକ ଟ୍ୱିଟକୁ ନେଇ ପଞ୍ଜାବ କଂଗ୍ରେସ ଦଳ ମଧ୍ୟରେ ଅନ୍ତଃ ବିବାଦ ଦେଖାଦେଇଛି ।…
‘ପୁଅର ମୁଣ୍ଡ ଛୁଇଁ ରାଣ ଖାଇ କୁହ ବିଜେପିକୁ ଭୋଟ୍ ଦେଇଥିଲି, ତୁରନ୍ତ ବିଜୁଳି ସଂଯୋଗ କରି ଦେବି’, ବିଧାୟକଙ୍କ ଭିଡିଓ ଭାଇରାଲ
ଭୁବନେଶ୍ଵର : ପୁଅର ରାଣ ଖାଇ କୁହ, ବିଜେପିକୁ ଭୋଟ୍ ଦେଇଥିଲ। ଏବେ ବିଜୁଳି ସଂଯୋଗ କରି ଦେବି। କିନ୍ତୁ ତୁମେମାନେ ତ ବିଜେପିକୁ ଭୋଟ୍ ଦେଇନ। ଏଥିପାଇଁ ତୁମକୁ ବିଜୁଳି ମିଳିବ ନାହିଁ। ଗାଁ ଲୋକଙ୍କୁ ଏମିତି…
ରାଜ୍ୟ ମନ୍ତ୍ରିମଣ୍ଡଳରୁ ବିଦା ହେବେ ୪ ମନ୍ତ୍ରୀ! ଏବେଠାରୁ ଆରମ୍ଭ ହେଲାଣି ବ୍ଲୁ ପ୍ରିଣ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ପରେ ଏବେ ରାଜ୍ୟର ପାଳି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ ମନ୍ତ୍ରିମଣ୍ଡଳର କିଛି ପୁରୁଣା…
ମନ୍ତ୍ରୀ ପଦ ପରେ କ୍ୟାବିନେଟ୍ କମିଟିରେ ଅଶ୍ଵିନୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ମନସୁଖଙ୍କୁ ମିଳିଲା ଗୁରୁ ଦାୟିତ୍ଵ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ସଂପ୍ରସାରଣ ପରେ କ୍ୟାବିନେଟ୍ କମିଟିରେ ହୋଇଛି ବଡ ଧରଣର ଅଦଳବଦଳ। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀଙ୍କୁ ଏବେ ଅଲଗା ଅଲଗା କ୍ୟାବିନେଟ୍…
ସୀମା ଟପିଲା ଡ୍ରାଗନ୍, ଲଦାଖରେ ପଶିଲା ଚୀନ୍ର ପିଏଲ୍ଏ ସେନା, ଦଲାଇଲାମାଙ୍କ ଜନ୍ମଦିନ ପାଳନକୁ ବିରୋଧ କରି ଫେରିଗଲେ..
ଲଦାଖ, (ଓଡ଼ିଶା ଭାସ୍କର): ଚୀନ୍ ସେନାର ଦାଦାଗିରି ପୁଣି ଥରେ ସାମ୍ନାକୁ ଆସିଛି । ସୀମା ଅତିକ୍ରମ କରି ଭାରତର ଲଦାଖ ସ୍ଥିତ ଦେମଚୁକ୍ରେ ପଶିଥିଲେ ଚୀନ୍ ସୈନିକ । ସେମାନଙ୍କ ସହ କେତେକ ଚୀନ୍ ଲୋକ ମଧ୍ୟ ଥିଲେ ।…
ପୋଲିସ ଉପରକୁ ଆଙ୍ଗୁଳି ଉଠାଇଲେ ମାୟାବତୀ ଓ ଅଖିଳେଶ
ନୂଆଦିଲ୍ଳୀ: ଉତ୍ତର ପ୍ରଦେଶରୁ ଦୁଇ ଅଲକାଏଦା ଆତଙ୍କବାଦୀ ଗିରଫ ହୋଇଥିବା ବେଳେ ଏବେ ଏହାକୁ ନେଇ ରାଜନୈତିକ ରୁଟି ସେକା ଚାଲିଛି । ରାଜ୍ୟର ଦୁଇ ଦୁଇ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ପୋଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକଟ…
ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମି ଅଧିବେଶନ, ରହିବ ୧୯ଟି କାର୍ଯ୍ୟ ଦିବସ
ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୯ରୁ ଆରମ୍ଭ ହେବ ସଂସଦର ମୌସୁମି ଅଧିବେଶନ। ଏ ନେଇ ପ୍ରସ୍ତୁତିର ସମୀକ୍ଷା କଲେ ଲୋକସଭାର ବାଚସ୍ପତି ଓମ ବିର୍ଲା। ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ମୌସୁମି…
ବନ୍ଧଡିହ ସରପଞ୍ଚଙ୍କୁ ଟିକେ ନିଶା ଲୋଡ଼ା… ଖୋଲାଖୋଲି ପିଉଛନ୍ତି, ଭିଡିଓ ଭାଇରାଲ୍
ଯାଜପୁର(ଓଡ଼ିଶା ଭାସ୍କର): ପଞ୍ଚାୟତିରାଜର ସବୁଠୁ ବଳିଷ୍ଠ ପଦବୀ ହେଉଛି ସରପଞ୍ଚ । ଜଣେ ଦକ୍ଷ ସରପଞ୍ଚ ଚାହିଲେ ତାଙ୍କ ପଞ୍ଚାୟତକୁ ବେଶ୍ ସମୃଦ୍ଧ ଆଉ ସୁନ୍ଦର କରି ଗଢ଼ି ତୋଳିପାରିବେ । କିନ୍ତୁ ନିଜେ ସରପଞ୍ଚ ଯଦି ନିଶାରେ…
ଇସ୍ତଫା ଦେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ!
ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଇସ୍ତଫା ଦେବେ! ଏକଥା ଶୁଣିବା ପରେ ଯେ କେହି ଚକିତ ହେବା ସ୍ୱାଭାବିକ । ତେବେ କଥାଟି ହେଉଛି ସତ । ଖୁବଶୀଘ୍ର ଭୂପେଶ ନିଜ ପଦରୁ ଇସ୍ତଫା ଦେବେ । ସେ ଛତିଶଗଡ଼ର ତୃତୀୟ…
ଜଳ ଜୀବନ ମିଶନ: ଓଡ଼ିଶାକୁ ୩,୩୨୩ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ, ଆର୍ଥିକ ଆବଣ୍ଟନ ପରିମାଣ ଚାରିଗୁଣା ବୃଦ୍ଧି
ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ଦେଶର ପ୍ରତ୍ୟେକ ପରିବାରକୁ ଟ୍ୟାପ ଜରିଆରେ ସ୍ୱଚ୍ଛ ଜଳ ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଙ୍କଳ୍ପ ଅନୁରୂପ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ଜୀବନ ମିଶନରେ ଓଡ଼ିଶାକୁ…