Browsing Category

ରାଜନୀତି

ସୀମା ଟପିଲା ଡ୍ରାଗନ୍, ଲଦାଖରେ ପଶିଲା ଚୀନ୍‌ର ପିଏଲ୍ଏ ସେନା, ଦଲାଇଲାମାଙ୍କ ଜନ୍ମଦିନ ପାଳନକୁ ବିରୋଧ କରି ଫେରିଗଲେ..

ଲଦାଖ, (ଓଡ଼ିଶା ଭାସ୍କର): ଚୀନ୍‌ ସେନାର ଦାଦାଗିରି ପୁଣି ଥରେ ସାମ୍ନାକୁ ଆସିଛି । ସୀମା ଅତିକ୍ରମ କରି ଭାରତର ଲଦାଖ ସ୍ଥିତ ଦେମଚୁକ୍‌ରେ ପଶିଥିଲେ ଚୀନ୍‌ ସୈନିକ । ସେମାନଙ୍କ ସହ କେତେକ ଚୀନ୍‌ ଲୋକ ମଧ୍ୟ ଥିଲେ ।…

ପୋଲିସ ଉପରକୁ ଆଙ୍ଗୁଳି ଉଠାଇଲେ ମାୟାବତୀ ଓ ଅଖିଳେଶ

ନୂଆଦିଲ୍ଳୀ: ଉତ୍ତର ପ୍ରଦେଶରୁ ଦୁଇ ଅଲକାଏଦା ଆତଙ୍କବାଦୀ ଗିରଫ ହୋଇଥିବା ବେଳେ ଏବେ ଏହାକୁ ନେଇ ରାଜନୈତିକ ରୁଟି ସେକା ଚାଲିଛି । ରାଜ୍ୟର ଦୁଇ ଦୁଇ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ପୋଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକଟ…

ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମି ଅଧିବେଶନ, ରହିବ ୧୯ଟି କାର୍ଯ୍ୟ  ଦିବସ

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୯ରୁ ଆରମ୍ଭ ହେବ ସଂସଦର ମୌସୁମି ଅଧିବେଶନ। ଏ ନେଇ ପ୍ରସ୍ତୁତିର ସମୀକ୍ଷା କଲେ ଲୋକସଭାର ବାଚସ୍ପତି ଓମ ବିର୍ଲା। ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ମୌସୁମି…

ବନ୍ଧଡିହ ସରପଞ୍ଚଙ୍କୁ ଟିକେ ନିଶା ଲୋଡ଼ା… ଖୋଲାଖୋଲି ପିଉଛନ୍ତି, ଭିଡିଓ ଭାଇରାଲ୍

ଯାଜପୁର(ଓଡ଼ିଶା ଭାସ୍କର): ପଞ୍ଚାୟତିରାଜର ସବୁଠୁ ବଳିଷ୍ଠ ପଦବୀ ହେଉଛି ସରପଞ୍ଚ । ଜଣେ ଦକ୍ଷ ସରପଞ୍ଚ ଚାହିଲେ ତାଙ୍କ ପଞ୍ଚାୟତକୁ ବେଶ୍ ସମୃଦ୍ଧ ଆଉ ସୁନ୍ଦର କରି ଗଢ଼ି ତୋଳିପାରିବେ । କିନ୍ତୁ ନିଜେ ସରପଞ୍ଚ ଯଦି ନିଶାରେ…

ଇସ୍ତଫା ଦେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ!

ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଇସ୍ତଫା ଦେବେ! ଏକଥା ଶୁଣିବା ପରେ ଯେ କେହି ଚକିତ ହେବା ସ୍ୱାଭାବିକ । ତେବେ କଥାଟି ହେଉଛି ସତ । ଖୁବଶୀଘ୍ର ଭୂପେଶ ନିଜ ପଦରୁ ଇସ୍ତଫା ଦେବେ । ସେ ଛତିଶଗଡ଼ର ତୃତୀୟ…

ଜଳ ଜୀବନ ମିଶନ: ଓଡ଼ିଶାକୁ ୩,୩୨୩ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ, ଆର୍ଥିକ ଆବଣ୍ଟନ ପରିମାଣ ଚାରିଗୁଣା ବୃଦ୍ଧି

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ଦେଶର ପ୍ରତ୍ୟେକ ପରିବାରକୁ ଟ୍ୟାପ ଜରିଆରେ ସ୍ୱଚ୍ଛ ଜଳ ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଙ୍କଳ୍ପ ଅନୁରୂପ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ଜୀବନ ମିଶନରେ ଓଡ଼ିଶାକୁ…

ବିହାରରେ ଆଉ ଏକ ମହାମେଣ୍ଟ!: ଚିରାଗଙ୍କୁ ଭେଟିଲେ ଏହି ଆରଜେଡି ନେତା

ପାଟନା : ବିହାର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଲୋକ ଜନଶକ୍ତି ପାର୍ଟିର ପୂର୍ବତନ ମୁଖ୍ୟ ଚିରାଗ ପାଶ୍ୱାନ ବର୍ତ୍ତମାନ ବିହାର ରାଜନୀତି ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ପୂର୍ବରୁ ରାଜ୍ୟରେ…

ଭାରତରେ ଅସ୍ଥିତ୍ଵ ବଞ୍ଚାଇବାକୁ ସଂଘର୍ଷ କରୁଛି, ଅଧ୍ୟକ୍ଷ ସ୍ଥିର କରି ପାରୁନି, ସେପଟେ ୟୁରୋପ ୟୁନିଟର ଚିଫ୍ ଚୟନ କଲା କଂଗ୍ରେସ

ନୂଆଦିଲ୍ଲୀ : କ୍ରମାଗତ ଦୁଇ ଲୋକସଭା ନିର୍ବାଚନ ଏବଂ ଗୋଟିଏ ପରେ ଗୋଟିଏ ଅନେକ ବିଧାନସଭା ନିର୍ବାଚନ  ହାରିବା ପରେ ଭାରତରେ ନିଜର ଅସ୍ଥିତ୍ଵ ବଞ୍ଚାଇବାକୁ ସଂଘର୍ଷ କରୁଛି କଂଗ୍ରେସ। ଯେଉଁ କିଛି ରାଜ୍ୟରେ ଦଳ ସରକାରରେ…

ରାଜ୍ୟ ବିଜେପିରେ ହେଭିୱେଟ୍ ନେତା ଥାଉଥାଉ ଅଶ୍ୱିନୀଙ୍କୁ ପାୱାରଫୁଲ୍ ବନାଇବାର କାରଣ କଣ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତେବେ…

ବିବାଦରେ ନିଶୀଥ ପ୍ରମାଣିକ, ଜନ୍ମସ୍ଥାନକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ବିବାଦରେ ମୋଦୀ କ୍ୟାବିନେଟର ସର୍ବକନିଷ୍ଠ ମନ୍ତ୍ରୀ। ୩୫ ବର୍ଷ ବୟସରେ ମନ୍ତ୍ରୀ ହୋଇ ଚର୍ଚ୍ଚାରେ ଥିବା ନିଶୀଥ ପ୍ରମାଣିକଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ଦେଖାଯାଇଛି। ଏକ ଫେସବୁକ୍‌ ପେଜରେ ଦାବି କରାଯାଇଛି…