Browsing Category

ରାଜନୀତି

ସଚିନ ପାଇଲଟଙ୍କ ସହ ନୁହେଁ ତେନ୍ଦୁଲକରଙ୍କ ସହ କଥା ହୋଇଥିବେ… ବିଜେପିରେ ସାମିଲ ନେଇ ଏମିତି କହିଲେ କଂଗ୍ରେସ ନେତା

ଜୟପୁର : ରାଜସ୍ଥାନ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟରେ ସଚିନ ପାଇଲଟ୍ ପାର୍ଟି ଛାଡିବା ନେଇ କଳ୍ପନା ଜଳ୍ପନା ଜାରି ରହିଛି । କିନ୍ତୁ ସେ ଦଳ ଛାଡିବେ ନାହିଁ ବୋଲି କହିଛନ୍ତି ସଚିନ । ଶୁକ୍ରବାର ନିଜ ପିତାଙ୍କ…

ଜିତିନଙ୍କ ପରେ ଏବେ କଂଗ୍ରେସରେ ବିଦ୍ରୋହ କରିବେ ପାଇଲଟ୍ ! ଅସନ୍ତୁଷ୍ଟ ବିଧାୟକଙ୍କୁ ନେଇ ଘରେ ଚାଲିଛି ବୈଠକ

ଜୟପୁର : କଂଗ୍ରେସର ଯୁବ ବ୍ରିଗେଡ ଧିରେ ଧିରେ ଅଲଗା ହେବାରେ ଲାଗିଛନ୍ତି । ପ୍ରଥମେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ପୁଣି ଜିତିନ ପ୍ରସାଦଙ୍କ ପରେ ଏବେ ସଚିନ ପାଇଲଟ କଂଗ୍ରେସ ଛାଡିବା ନେଇ ଖୁବ୍ ଚର୍ଚ୍ଚା । ଏହା ମଧ୍ୟରେ…

ଜମ୍ମୁ-କଶ୍ମୀରରେ ତେଜୁଛି ରାଜନୀତିକ ତାତି, ୬ ମାସ ପରେ ସରଗରମ ସ୍ଥିତି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପୁଣିଥରେ ରାଜନୀତିକ ତାତି ବଢ଼ିବାରେ ଲାଗିଛି । ପିପୁଲ୍ସ ଆଲାୟନ୍ସ ଅଫ୍ ଗୁପକାର ଡିକ୍ଲେରସନ୍ (ପିଏଜିଡି)ର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ଗତ ବୁଧବାର ମେଣ୍ଟର ନେତାଙ୍କୁ ନେଇ ଏକ ବୈଠକ…

ପଶ୍ଚିମବଙ୍ଗରେ ନିର୍ବାଚନ ଶେଷ ତଥାପି ଜାରି ରହିବ ଖେଲା, ମମତା ବାନାର୍ଜୀ ଆରମ୍ଭ କଲେ ‘ଖେଲା ହୋବେ’ ଯୋଜନା

କୋଲକାତା : ପଶ୍ଚିମବଙ୍ଗରେ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ‘ଖେଲା ହୋବେ’ ଏବେ ବି ଜାରି ରହିଛି । ପଶ୍ଚିମବଙ୍ଗରେ ଯେଉଁ ‘ଖେଲା ହୋବେ’ ନାରା ଦମରେ ଟିଏମସି ମାହୋଲ ସୃଷ୍ଟି କରିବାରେ ସଫଳ ହୋଇଥିଲା, ବର୍ତମାନ ମମତା…

ଆଜି ବିଜେପିରେ ଯୋଗ ଦେଇ ପାରନ୍ତି ବଡ ହସ୍ତୀ, ଏହି କଂଗ୍ରେସ ନେତାଙ୍କୁ ନେଇ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଆଭ୍ୟନ୍ତରୀଣ କନ୍ଦଳ ଦେଇ ଗତି କରୁଥିବା କଂଗ୍ରେସ ପାର୍ଟିକୁ ଲାଗିପାରେ ବଡ ଝଟକା । ବିଜେପି ସାଂସଦ ତଥା ମୁଖପାତ୍ର ଅନିଲ ବଲୁନି ବୁଧବାର ଟ୍ୱିଟ୍ କରି ଜାତୀୟ ରାଜନୀତିରେ ଚହଳ ପକାଇଛନ୍ତି…

ପେଟ୍ରୋଲ-ଡିଜେଲର ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କରିବ କଂଗ୍ରେସ, ଜାଣନ୍ତୁ କେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ୨ୟ ଲହର ସାରା ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦୀ ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରିବାରେ ଲାଗିଛନ୍ତି । ଦେଶର କେତେକ ଅଂଚଳରେ ପେଟ୍ରୋଲ ଓ…

ସାଂସଦ ନବନୀତଙ୍କୁ ବମ୍ବେ ହାଇକୋର୍ଟରୁ ଜୋରଦାର ଝଟକା, ଜାତି ପ୍ରମାଣପତ୍ର ଖାରଜ, ଲାଗିଲା ୨ ଲକ୍ଷ ଜରିମାନା

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅମରାବତୀରୁ ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣାଙ୍କୁ ବମ୍ବେ ହାଇକୋର୍ଟରୁ ଲାଗିଲା ଜୋରଦାର ଝଟକା । ଅଦାଲତ ନବନୀତଙ୍କ କାଷ୍ଟ ସାର୍ଟିଫିକେଟ୍ ବା ଜାତି ପ୍ରମାଣତ୍ର ଖାରଜ କରିଛନ୍ତି । ଏଥିସହ…

ବଦଳିଗଲା ସ୍ୱର, ଟିକା ଲଗାଇବେ ଅଖିଳେଶ ଯାଦବ, କହିଲେ- ଏହା ଭାରତ ସରକାରଙ୍କ ଭ୍ୟାକ୍ସିନ

ଲଖନଉ : ଏହା ବିଜେପି ଭ୍ୟାକ୍ସିନ । ତେଣୁ ମୁଁ ଟିକା ନେବି ନାହିଁ । କରୋନାର ପ୍ରଥମ ଲହର ସମୟରେ ଏହି ମନ୍ତବ୍ୟ ଦେଇଥିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ । ହେଲେ ଦ୍ୱିତୀୟ ଲହରରେ ତାଙ୍କ ସ୍ୱର ବଦଳି ଯାଇଛି ।…

ସୋନୁଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ହୁମା, ଜାଣନ୍ତୁ କ’ଣ କହିଲେ ସୋନୁ…

ମୁମ୍ବାଇ (ଓଡ଼ିଶା ଭାସ୍କର) : ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶି ସୋନୁ ସୁଦଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ଏହା ଶୁଣି ସୋନୁ ସୁଦ ନିଜେ ଲାଜେଇ ଯାଇଛନ୍ତି । ଏକ ସାକ୍ଷାତକାରରେ ସୋନୁ ସୁଦ କହିଛନ୍ତି,…