Browsing Category

ସ୍ପେସାଲ

U19 ବିଶ୍ୱକପ ଫାଇନାଲରେ Turning Point ଥିଲା ଏହି ୱିକେଟ: ଭାରତ ହାତରୁ ଛଡ଼ାଇନେଲା ଟ୍ରଫି

ଓଡ଼ିଶା ଭାସ୍କର: ୯ ମାସ ଭିତରେ ଅଷ୍ଟ୍ରେଲିଆ ୩ଟି ବଡ଼ ଆଇସିସି ଇଭେଣ୍ଟରେ ଭାରତକୁ ପରାସ୍ତ କରିଛି । ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଏବଂ ଦିନିକିଆ ବିଶ୍ୱକପ-୨୦୨୩ରେ ସିନିୟର ଭାରତୀୟ ଟିମକୁ ମାତ୍ ଦେଇ ଚମ୍ପିଆନ୍ ହେବା ପରେ…

(Video) What an Idea Sir Jee! ଏଥର ଆଉ ଦୁର୍ଘଟଣା ହବନି… ଦେଖନ୍ତୁ ଦୁର୍ଘଟଣା ରୋକିବାକୁ ଟ୍ରକ ଡ୍ରାଇଭରଙ୍କ ନିଞ୍ଜା ଟେକନିକ

ନୂଆଦିଲ୍ଲୀ: ରାସ୍ତାରେ ଗାଡ଼ି ଚଳାଇବା ବେଳେ ଅନେକ କଥା ଉପରେ ଧ୍ୟାନ ଦେବା ଆବଶ୍ୟକ । କାରଣ ଅନେକ ସମୟରେ ନିଜର ଭୁଲ ନଥାଇ ମଧ୍ୟ ବିଭିନ୍ନ କ୍ଷତି ସହିବାକୁ ପଡ଼ିଥାଏ । ତେବେ ଭାରୀ ଯାନଗୁଡ଼ିକୁ ଦୁର୍ଘଟଣାରୁ ରୋକିବା ପାଇଁ…

(Video) ମାତିଛନ୍ତି ଚିକେନ ଲୁଟେରା… ସୁନା ଗହଣା ଛାଡ଼ି ୧ ଲକ୍ଷ କେଜି ଚିକେନ୍ ଲୁଟିନେଲେ ଦୁର୍ବୃତ୍ତ: ଚର୍ଚ୍ଚାରେ ମାମଲା

ଓଡ଼ିଶା ଭାସ୍କର: ସୁନା ରୂପା ଟଙ୍କା ପଇସା ବା କୌଣସି ଦାମୀ ଜିନିଷ ଚୋରି ହେବା ସାଧାରଣ କଥା । କିନ୍ତୁ ଏସବୁକୁ ଛାଡ଼ି ଏବେ ଚୋରଙ୍କ ନଜର ରହିଛି ଚିକେନ୍ ଉପରେ । ସୁନାଗହଣା ଇତ୍ୟାଦି ଛାଡ଼ି ଚିକେନ୍ ଚୋରି କରିନେଇଥିବା ଏକ…

ଓଡ଼ିଶାର ରହସ୍ୟମୟୀ ଗଛ: ଥରେ ଛୁଇଁଦେଲେ ୩-୪ ଦିନ ମଧ୍ୟରେ ମୃତ୍ୟୁ ଘଟିଥାଏ, ଆଜି ବି ଭୟଭୀତ ସ୍ଥାନୀୟ ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ବିଜ୍ଞାନ ବହୁ ଅଗ୍ରଗତି କରିଥିଲେ ମଧ୍ୟ ଏବେ ବି ଅନେକ ସ୍ଥାନରେ ଲୋକମାନେ ଭୂତପ୍ରେତ ଉପରେ ବିଶ୍ୱାସ କରୁଥିବା ଦେଖାଯାଏ । ତେବେ ଓଡ଼ିଶାରେ ଏଭଳି ଏକ ରହସ୍ୟମୟୀ ଗଛ ରହିଛି ।…

ଜଳକୁ ଠିକ୍ ଭାବେ ପିଇବା ଶିଖନ୍ତୁ: ନଚେତ୍ କିଡନୀ ସମସ୍ୟା, ପେଟରୋଗ ଓ ଏସିଡିଟି ହୋଇପାରେ, ଆୟୁର୍ବେଦର ନିୟମ ମାନନ୍ତୁ

ନୂଆଦିଲ୍ଲୀ: ଖରା, ବର୍ଷା, ଶୀତ ସବୁ ସିଜିନରେ ଜଳ ଆମ ପାଇଁ ନିହାତି ଆବଶ୍ୟକ । ଯଦିଓ ଲୋକମାନେ ଖରାଦିନେ ଅଧିକ ଜଳପାନ କରିଥାନ୍ତି ମାତ୍ର ଅନ୍ୟ ସମୟରେ ବି ଜଳର ଯଥେଷ୍ଟ ଆବଶ୍ୟକତା ରହିଥାଣ୍ଟ । ତେବେ ଅନେକ ସମୟରେ…

ଭୁବନେଶ୍ୱର ଲୋକସଭା ଆସନରେ କିଏ ବାଜିମାତ୍ କରିବ: ବିଜେଡି ନା ବିଜେପି, ଏଥର କାହାକୁ ବାଛିବେ ରାଜଧାନୀବାସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୧୯ ବିଧାନସଭା ନିର୍ବାଚନରେ ରାଜଧାନୀର ଉତ୍ତର, ମଧ୍ୟ ଓ ଏକାମ୍ର ତିନୋଟି ବିଧାନସଭା ଆସନକୁ ବିଜେଡି କବଜା କରିଥିଲା । ମାତ୍ର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ…

ଦୁଇ ବିଶ୍ୱକପର ପ୍ରକୃତ ହିରୋ କିଏ: ୨୦୦୭ T-20 ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜୟରେ କେଉଁ ଖେଳାଳିଙ୍କର ସର୍ବାଧିକ ଅବଦାନ ରହିଥିଲା

ନୂଆଦିଲ୍ଲୀ: ୧୯୭୫ ମସିହାଠାରୁ ବର୍ତ୍ତମାନ ସୁଦ୍ଧା ୧୩ଟି ଦିନିକିଆ ବିଶ୍ୱକପ ସମାପ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ଭାରତ କେବଳ ୨ଟି ବିଶ୍ୱକପ ଜିତିବାକୁ ସକ୍ଷମ ହୋଇଛି । ସେହିପରି ଟିମ୍ ଇଣ୍ଡିଆ ୨୦୦୭ରେ ଟି-୨୦ ବିଶ୍ୱକପ…

ଶୀଘ୍ର ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଇବାରୁ ବଢୁଛି କର୍କଟ ହେବାର ସମ୍ଭାବନା : ଷ୍ଟଡୀ

ବର୍ତ୍ତମାନ ଲୋକମାନଙ୍କର ବ୍ୟସ୍ତ ବହୁଳ ଜୀବନଶୈଳୀ କାରଣରୁ ସେମାନଙ୍କର ଶରୀର ଉପରେ ଗଭୀର ପ୍ରଭାବ ପକାଉଛି। ଯାହା ପ୍ରତି ଲୋକମାନେ ପ୍ରାୟତଃ ଧ୍ୟାନ ଦେଉ ନାହାନ୍ତି। ବିଶ୍ୱର ଅନେକ ଦେଶରେ ଲୋକଙ୍କ ଶୁକ୍ରାଣୁ ସଂଖ୍ୟା…

ସାମୁହିକ ଛୁଟିରେ ପ୍ରାଣୀ ଚିକିତ୍ସକ; କଷ୍ଟ ସହି ନ ପାରି ଆଖି ବୁଜୁଛନ୍ତି ଗୋମାତା, କିଏ ମୁଣ୍ଡାଇବ ଗୋହତ୍ୟା ଭଳି ପାପ?

ଭୁବନେଶ୍ଵର: ଆଜକୁ ୨୧ଦିନରୁ ଅଧିକ ହେବ ସାମୁହିକ ଛୁଟିରେ ଅଛନ୍ତି ପ୍ରାଣୀ ଚିକିତ୍ସକ। ସେପଟେ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି ହଜାର ହଜାର ପଶୁ-ପକ୍ଷୀ। ସବୁଠୁ ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜ୍ୟର…

ଦେଶରେ ମଧ୍ୟବିତ୍ତଙ୍କ ସଂଖ୍ୟା ୧୦୦ କୋଟି ଟପିବ: ବିଶ୍ୱରେ ବଢ଼ିବ ଭାରତର ଦବଦବା, ଅର୍ଥନୀତି କ୍ଷେତ୍ରରେ ଅଭିବୃଦ୍ଧି ଘଟିବ- ରିପୋର୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତ ଶିଳ୍ପ, ପ୍ରତିରକ୍ଷା, ମହାକାଶ, ବିଜ୍ଞାନ ଆଦି କ୍ଷେତ୍ରରେ ଆଗକୁ ବଢ଼ୁଛି । ଆର୍ଥିକ ବର୍ଷ ୨୦୨୪-୨୫ରେ ଭାରତର ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା କୋଷ…