Browsing Category
ସ୍ପେସାଲ
ଅଧିକ ଅଣ୍ଡା ଖାଉଥିଲେ ସାବଧାନ ! ଗ୍ରାସିପାରେ ଏହି ରୋଗ
ଅନେକ ଲୋକ ଅଛନ୍ତି ଯିଏ କି ଅଣ୍ଡା ଖାଇବାକୁ ଖୁବ୍ ପସନ୍ଦ କରନ୍ତି କିନ୍ତୁ ଆପଣ କଣ ଜାଣନ୍ତି କି, ଏହି ଅଣ୍ଡା ଆପଣଙ୍କ ପାଇଁ କେତେ ଭଲ ଆଉ କେତେ ମନ୍ଦ। ସବୁ ଖାଦ୍ୟରେ ପୋଷଣ ରହିଛି କିଛି ଆମକୁ ଏହି ସବୁ ଖାଦ୍ୟ ଖାଇବାର…
ସ୍ୱାମୀ-ସ୍ତ୍ରୀ ଗୋଟିଏ ଥାଳିରେ ଖାଇଲେ କ’ଣ ହେବ ପରିଣାମ ? ଜାଣନ୍ତୁ ଭୀଷ୍ମ ପିତାମହଙ୍କ ଉତ୍ତର
ସ୍ୱାମୀ-ସ୍ତ୍ରୀ ଗୋଟିଏ ଥାଳିରେ ଖାଇଲେ ପ୍ରେମ ବଢ଼ିଥାଏ ବୋଲି କୁହାଯାଏ । କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ଏହାର ଫଳାଫଳ କିଛି ଅଲଗା ରହିଛି । ମହାଭାରତ ଯୁଦ୍ଧ ପରେ ଯେବେ ଭୀଷ୍ମ ପିତାମହ ଶରଶର୍ଯ୍ୟା ଉପରେ ଶୋଇଥିଲେ…
୪୦ ବର୍ଷ ବୟସ ପରେ ବଢିଯାଏ ମହିଳାଙ୍କ ଓଜନ: ଜାଣନ୍ତୁ କାହିଁକି ?
ସାରା ଦୁନିଆରେ ଲୋକେ ଓଜନ ବଢିବା ସମସ୍ୟା ଦେଇ ଗତି କରୁଛନ୍ତି। ଜୀବନଶୈଳୀ, ଖାଦ୍ୟାଭ୍ୟାସ ଆଦି ଓଜନ ବୃଦ୍ଧିର ମୁଖ୍ୟ କାରଣ। ଓଜନ ବୃଦ୍ଧିର ଅନ୍ୟ କାରଣ ମଧ୍ୟ ରହିଛି। କିଛି ସ୍ୱାସ୍ଥ୍ୟ ସମସ୍ୟା ଏବଂ ବୟସ କାରଣରୁ ମଧ୍ୟ…
ବାହାଘରର ଏକ ବର୍ଷ ପର୍ଯ୍ୟନ୍ତ କାହିଁକି ସମସ୍ୟାରେ ରୁହନ୍ତି ନବଦମ୍ପତି ? ଜାଣନ୍ତୁ ପ୍ରକୃତ କାରଣ
ବିବାହ କରିବାର ନିଷ୍ପତ୍ତି କୌଣସି ବ୍ୟକ୍ତିଙ୍କ ପାଇଁ ସହଜ ନୁହେଁ । ଯେତେବେଳେ ପୁଅ ଏବଂ ଝିଅ ଏକ ନୂଆ ଜୀବନ ଆରମ୍ଭ କରନ୍ତି, ସେତେବେଳେ ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସିଥାଏ ଏବଂ ଏହି ଚ୍ୟାଲେଞ୍ଜଗୁଡ଼ିକ ଟେନସନର କାରଣ…
ଜରାୟୁ କର୍କଟ କ’ଣ ? ଜାଣନ୍ତୁ ଏହାର ପ୍ରାରମ୍ଭିକ ସଙ୍କେତ ଓ ଏଥିରୁ ବର୍ତ୍ତିବାର ଉପାୟ
ନୂଆଦିଲ୍ଲୀ: ସର୍ଭିକାଲ କ୍ୟାନ୍ସର ବିରୋଧରେ ଭାରତର ବୈଜ୍ଞାନିକଙ୍କୁ ଏକ ବଡ଼ ସଫଳତା ମିଳିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ବାୟୋଟେକ୍ନୋଲୋଜି ବିଭାଗ ପ୍ରଥମ ଥର ପାଇଁ ଜରାୟୁ କର୍କଟ ବିରୁଦ୍ଧରେ ଏକ ସ୍ୱଦେଶୀ…
ଆପଣଙ୍କ ପାର୍ଟନର ଓଭର ଡୋମିନେଟିଭ୍ କି ? ଏହି ୩ଟି ଉପାୟରେ ଜାଣନ୍ତୁ ସ୍ୱଭାବ
ପ୍ରେମର ଅନୁଭବ ଯେକୌଣସି ଲୋକ ପାଇଁ ବହୁତ ଖାସ୍ ହୋଇଥାଏ । ପ୍ରେମ ସମ୍ପର୍କର ଆରମ୍ଭରେ ସବୁ ଦମ୍ପତିଙ୍କୁ ସବୁକିଛି ଠିକ୍ ଓ ଭଳ ଲାଗିଥାଏ । କିନ୍ତୁ ସମୟ ସହିତ ଦୁହିଁଙ୍କ ମଧ୍ୟରେ ଅନେକ ଜିନିଷ ବଦଳିଥାଏ । ବହୁବାର ପ୍ରେମ…
ବହୁତ ଭାଗ୍ୟବାନ ହୋଇଥାନ୍ତି ଏହି ତାରିଖରେ ଜନ୍ମ ହୋଇଥିବା ଲୋକେ: ଜାଣନ୍ତୁ କଣ କହୁଛି ଆପଣଙ୍କ ଜନ୍ମ ତାରିଖ
ଜ୍ୟୋତିଷ ଶାସ୍ତ୍ର ପରି ଅଙ୍କ ଶାସ୍ତ୍ର ଦ୍ୱାରା ଆମେ ବ୍ୟକ୍ତିଙ୍କ ଭାଗ୍ୟ ଭବିଷ୍ୟ ଏବଂ ସ୍ୱଭାବ ବିଷଷୟରେ ଅନେକ କଥା ଜାଣିପାରିଥାଉ । ତେବେ ଏହି ଅଙ୍କ ଶାସ୍ତ୍ରରେ ବ୍ୟକ୍ତିଙ୍କ ଜନ୍ମ ତାରିଖ ସହ ଯୋଡା ମୂଳାଙ୍କ ସଂଖ୍ୟା…
ପୁଷ୍ପା ଅନ୍ଦାଜରେ ଫେରୁଛନ୍ତି ଶ୍ରୀଗଣେଶ: ସାଉଥ ସୁପରଷ୍ଟାରଙ୍କ ହିଟ୍ ଷ୍ଟାଇଲରେ ନଜର ଆସିଲେ ପ୍ରଭୁ ଗଜାନନ
ନୂଆଦିଲ୍ଲୀ: ହିଟ ମୋଭି 'ପୁଷ୍ପା' ସ୍ୱାଗରେ ଧରାକୁ ଆସିଛନ୍ତି ବାବା ଶ୍ରୀଗଣେଶ । ସାଉଥ ସୁପରଷ୍ଟାରଙ୍କ ଲୁକରେ ଏଥର ପୂଜା ପାଇବେ ପ୍ରଭୁ ବିଘ୍ନ ବିନାଶକ । ଚଳିତବର୍ଷ ପୂଜାରେ ଗଣପତି ବାପ୍ପା ସାଉଥ ଫିଲ୍ମର ହିରୋ ହୋଇ…
ସମସ୍ତ ଶୁଭକାର୍ଯ୍ୟରେ ସର୍ବ ପ୍ରଥମେ ସିଦ୍ଧିବିନାୟକଙ୍କୁ କାହିଁକି କରାଯାଏ ଆବାହନ; ଜାଣନ୍ତୁ ଏହା ପଛର ପୌରାଣିକ କାହାଣୀ
ପରମ୍ପରା ଅନୁଯାୟୀ ଭଗବାନ ଗଣେଶଙ୍କ ପୂଜା ଘର କିମ୍ବା ବ୍ୟବସାୟ ସ୍ଥାନରେ କୌଣସି ପୂଜା ଆରମ୍ଭ କରିବା ପୂର୍ବରୁ କରାଯାଏ। ଜପ ଗାନ କରି ଭଗବାନ ଗଣେଶଙ୍କ ବିଷୟରେ ଚିନ୍ତା କରି ଆମେ ପ୍ରତ୍ୟେକ ଭଲ ଜିନିଷର ଆରମ୍ଭରେ ତାଙ୍କୁ…
୩୦୦ ବର୍ଷ ପରେ ଗଣେଶ ଚତୁର୍ଥୀରେ ଶୁଭ ଯୋଗ: ପିନ୍ଧନ୍ତୁ ନାହିଁ ଏହି ରଙ୍ଗର ପୋଷାକ
ଗଣେଶ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ପେଣ୍ଡାଲ ପ୍ରସ୍ତୁତ ହୋଇ ରହିଛି । ବେଳେ ବୁଧବାର ଦିନ ପୂଜାପାଠ, ଘର ଏବଂ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହେବ । ପଣ୍ଡିତ ପ୍ରଣବ ମିଶ୍ର କହିଛନ୍ତି ଯେ ଗଣେଶ…