Browsing Category
ସ୍ପେସାଲ
ରାଶିଫଳ(ଗୁରୁବାର,୧୨ ମେ,୨୦୨୨)
ମେଷ - ଆଜି କର୍ମକ୍ଷେତ୍ରରେ ଅବ୍ୟବସ୍ଥା, ପାରିବାରିକ ଜୀବନକୁ ପ୍ରଭାବିତ କରିବ । ଅବଶ୍ୟ ବହୁଳାଂଶରେ ସୁଫଳ ପାଇପାରିବେ । ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସହ ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ…
୨୦୨୪ ଗ୍ରାଣ୍ଡ ଫିନାଲେ ପାଇଁ AAPର ବ୍ୟାଟିଂ ଆରମ୍ଭ: ଆପ୍ଲାଏ ହେବ ଦିଲ୍ଲୀ ଓ ପଞ୍ଜାବ ଫର୍ମୂଲା, ମୋଦୀ ପାୱାରକୁ କମଜୋର କରିବାରେ କେଜ୍ରି ସଫଳ…
ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଗ୍ରାଣ୍ଡ ଫିନାଲେ ପାଇଁ ଭାରତବର୍ଷର ସମସ୍ତ ରାଜନୈତିକ ଦଳମାନେ ଏବେଠାରୁ ଫିଲ୍ଡ ପ୍ରସ୍ତୁତିରେ ଲାଗିପଡ଼ିଲେଣି । ଏହା ମଧ୍ୟରେ ଦେଶର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ କସରତ…
ବହି ପଢ଼ିଲେ ଜେଲରୁ ଶୀଘ୍ର ମୁକ୍ତ ହେଉଛନ୍ତି କଏଦୀ, ଜାଣନ୍ତୁ କେଉଁ ଦେଶରେ ଅଛି ଏପରି ନିୟମ
ଜେଲରେ ଯେଉଁ ଅପରାଧୀ ବହି ପଢ଼ୁଛନ୍ତି ସେମାନଙ୍କୁ ଜେଲରୁ ମୁକ୍ତ କରାଯାଉଛି । ହୁଏତ ଆପଣ ଏହାକୁ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ । ହେଲେ ଏଭଳି ଏକ ଦେଶ ବୋଲଭିଆ, ଯେଉଁଠି କଏଦୀମାନେ ବହି ପଢ଼ିବା ଦ୍ୱାରା ସେମାନଙ୍କୁ ଜେଲରୁ…
ରାଶିଫଳ(ବୁଧବାର,୧୧ ମେ,୨୦୨୨)
ମେଷ : ଆଜି ମାନସିକ ଏକାଗ୍ରତାର ଅଭାବ ଅନୁଭବ କରିପାରନ୍ତି । ଶାରୀରିକ ରୂପରେ ଆଳସ୍ୟ ହୋଇପାରେ । ଧନର ନିବେଶ ସମ୍ଭାଳିକରି କରନ୍ତୁ, କମ ଲାଭର ଆଶଙ୍କା ଅଛି । ଆବଶ୍ୟକ କାଗଜପତ୍ରଙ୍କ ଉପରେ ଅଧିକ ଧ୍ୟାନ ଦେବେ ।…
ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ଅଳକା-ରାଧାରାଣୀ-କିଶୋର: BJD-BJP-Congress, କେଉଁ ଦଳର ପ୍ରାର୍ଥୀଙ୍କୁ ଆପଣ ଭୋଟଦେଇ ଜିତାଇବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ଚଳଚଞ୍ଚଳ ହୋଇ ଉଠିଛି । ଇତିମଧ୍ୟରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ସେମାନଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା…
Jio-Airtel-Vi-BSNL ର ଚିନ୍ତା ବଢ଼ାଇବ ଏହି କମ୍ପାନୀ ! ମାତ୍ର ୪୯ ଟଙ୍କାରେ ୧୮୦ ଦିନର ବୈଧତା ସହ ମିଳୁଛି ଅନେକ ସୁବିଧା
ନୂଆଦିଲ୍ଲୀ: Reliance Jio, Airtel, Vodafone Idea ଓ BSNL ନିଜ ଗ୍ରାହକଙ୍କ ପାଇଁ ସାନଦାର୍ ଯୋଜନା ଅଫର୍ କରୁଛି । ସେମାନଙ୍କ ପାଖରେ କମ୍ ଟଙ୍କାର ପ୍ଲାସ ସହ ମହଙ୍ଗା ପ୍ଲାନ୍ ବି ରହିଛି । ପ୍ଲାନକୁ ନେଇ ୪…
ଛୋଟଛୁଆଙ୍କୁ ଅଲଗା ନା ବାପା-ମା’ଙ୍କ ପାଖରେ ଶୁଆଇବା ଉଚିତ୍? ରିସର୍ଚ୍ଚରେ ହେଲା ଖୁଲାସା
ଛୋଟଛୁଆକୁ ଅଲଗା ଶୁଆଇବା ଠିକ୍ ନା ନିଜ ପାଖରେ ଶୁଆଇବା ଠିକ୍ ବୋଲି ସମସ୍ତ ପିତାମାତାଙ୍କ ମନରେ ପ୍ରଶ୍ନ ଉଠେ । ଆପଣଙ୍କର ଏହି ସମସ୍ୟା ଆଜି ଆମେ ଦୂର କରିବାକୁ ଯାଉଛୁ । ଏହି ଖବରକୁ ପଢ଼ି ଆପଣ ଜାଣିପାରିବେ କି,…
ରାଶିଫଳ(ମଙ୍ଗଳବାର,୧୦ ମେ,୨୦୨୨)
ମେଷ - ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ ସମ୍ମାନ ବୃଦ୍ଧି ହେବ, ବ୍ୟବସାୟରେ ଲାଭ ବୃଦ୍ଧି ହେବ, ବନ୍ଧୁପରିଜନଙ୍କର ସହଯୋଗ ମିଳିବ ଓ କର୍ମକ୍ଷେତ୍ରରେ ଅଭିବୃଦ୍ଧି ଷୃଷ୍ଟି ହେବ, ଅତିପରିଚିତ ବା ନିଜ ଲୋକଠାରୁ ଧୋକା…
ଭାରତରେ ରହିଛି ଏସିଆର ସବୁଠୁ ସ୍ୱଚ୍ଛ ଗାଁ, ଘରେ ଘରେ ରହିଛି ଶୌଚାଳୟ, ପ୍ଲାଷ୍ଟିକ ବି ବ୍ୟାନ୍
ବିଗତ କିଛି ବର୍ଷରୁ ଭାରତରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ଜଳ ହେଉ କିମ୍ବା ବାୟୁ, ସବୁଥିରେ ପ୍ରଦୂଷଣ ବଢ଼ି ବଢ଼ି ଚାଲିଛି ଯାହାକୁ ନେଇ ପରିବେଶବିତମାନେ ଅନେକ ସମୟରେ ଚିନ୍ତା ପ୍ରକାଶ କରିଛନ୍ତି । କିନ୍ତୁ ଏହା…
ଅଣ୍ଡାରେ ଲୁଚି ରହିଛି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ଅଜଣା ରହସ୍ୟ, ଅଣ୍ଡା ବିଷୟରେ ଜାଣନ୍ତୁ କିଛି ଅକୁହା କଥା
ଅଣ୍ଡା କହିଲେ ସାଧାରଣ ଭାବେ ଆମେ ଖାଇବା ଅଣ୍ଡାକୁ ବୁଝିଥାଏ । ତେବେ ଆପଣମାନେ ଜାଣନ୍ତି କି ଏହି ଅଣ୍ଡା ହେଉଛି ଆମ ବିଶ୍ୱ ବ୍ରହ୍ମାଣ୍ଡର ଏକ ସୂକ୍ଷ୍ମ ରୂପ । ଯଦି ଆପଣ ଇତିହାସର ପୃଷ୍ଠା ଓଲଟାଇବେ ତେବେ ଜାଣିପାରିବେ…