ସକାଳୁ ଆଲାର୍ମ ବାଜିଲେ ଉଠୁଛନ୍ତି କି? ଏହି ଅଭ୍ୟାସ ହେଉଛି ‘ସାଇଲେଣ୍ଟ କିଲର’, ଜାଣନ୍ତୁ କାହିଁକି ଏଥିରୁ ଦୂରେଇ ରହିବା ଜରୁରୀ
City News ଦଇବ ଦାଉ: ଆଜି ହୋଇଥାନ୍ତା ବାହାଘର, ଘରୁ ଉଠିଲା ପୁଅର କୋକେଇ Odisha Bhaskar Bureau Jun 18, 2021 ଭଦ୍ରକ(ଓଡ଼ିଶା ଭାସ୍କର): ଘରର ଥିଲା ସେ ‘ମଣି’ । ଚନ୍ଦ୍ର ପରି ହସହସ ମୁହଁ । ମାତ୍ର ୨୮ବର୍ଷର ଭେଣ୍ଡାପୁଅ । ତା’ ବାହାଘର ପାଇଁ ଘରେ ଥିଲା ଖୁସିଖୁସିର ପରିିବେଶ। ଖାଲି ସେତିକି ନୁହେଁ, ପୁଅର ବିବାହ ପାଇଁ ଲଗ୍ନଧରା…