Browsing Category

କ୍ରିକେଟ ବିଶ୍ୱକପ୍

The 2023 ICC Men’s Cricket World Cup will be the 13th edition of the Cricket World Cup, a quadrennial One Day International cricket tournament contested by men’s national teams and organized by the International Cricket Council.

U-19 ବିଶ୍ୱକପ: ଭାରତକୁ ବିଶ୍ୱକପ ଟାଇଟଲ ଜିତାଇଥିଲେ ଏହି ୫ ଜଣ ଅଧିନାୟକ

ଓଡ଼ିଶା ଭାସ୍କର: ଆଜି ଅଣ୍ଡର ୧୯ ବିଶ୍ୱକପ୍ ଫାଇନାଲ । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ଅଷ୍ଟ୍ରେଲିଆ । ଏଥିପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି । ଉଭୟ ଦଳ…

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ଖେଳିବେନି କୋହଲି; ଭାରତୀୟ ଦଳ ଉପରେ କ’ଣ ରହିବ ପ୍ରଭାବ?

ଓଡ଼ିଶା ଭାସ୍କର: ଜାନୁଆରୀ ୨୫ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ରେ ବିରାଟ କୋହଲି ଖେଳିବେ ନାହିଁ। ବିସିସିଆଇର ସୂଚନା ଅନୁଯାୟୀ ବିରାଟ ବ୍ୟକ୍ତିଗତ କାରଣରୁ…

U-19 WC; ବିଜୟ ସହ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ: ବାଂଲାଦେଶକୁ ଦେଲା ଚକମା

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଦମଦାର ଆରମ୍ଭ କରିଛି ଟିମ ଇଣ୍ଡିଆ । ବାଂଲାଦେଶକୁ ମାତ୍ ଦେଇ ଟୁର୍ଣ୍ଣାମେଣ୍ଟରେ ଭାରତ ଏହି ଦମଦାର ବିଜୟ ହାସଲ କରିଛି । ବିଶ୍ୱକପର ପ୍ରଥମ ମ୍ୟାଚରେ ପଡ଼ୋଶୀ ରାଷ୍ଟ୍ର…

ବିଶ୍ୱକପ୍‌ ପରାଜୟକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଲେ ରୋହିତ: ଆମେ ଯେଉଁଭଳି ଭାବରେ ବିଶ୍ୱକପ୍‌ ଖେଳିଥିଲୁ…

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ୨ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌। ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ରେସ୍‌ କନଫରେନ୍ସ କରିଛନ୍ତି। ଏହି…

‘ଶାମୀଙ୍କ ସ୍ୱିଙ୍ଗ’କୁ ଭୁଲିଗଲା ICC: ଗୋଟିଏ ମ୍ୟାଚରେ ବାଜି ମାରିନେଲେ ଟ୍ରାଭିସ ହେଡ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଭାରତକୁ ପରାସ୍ତ କରି ଚମ୍ପିଆନର ମୁକୁଟ ପିନ୍ଧିଛି ଅଷ୍ଟ୍ରେଲିଆ । ଟ୍ରାଭିସ ହେଡଙ୍କ ଶତକ ବଳରେ ଏହି ମ୍ୟାଚରେ ଭାରତକୁ ଚକମା ଦେବାରେ ସଫଳ ହୋଇଛି କମିନ୍ସ ସେନା । ୬ ୱିକେଟରେ ଫାଇନାଲ…

(Video) କାନ୍ଦନି ବାପା.. ଆମେ ପୁଣି ଜିତିବା: ରୋହିତଙ୍କ ବିଶ୍ୱକପ ଦୁଃଖ ବୁଝୁଛନ୍ତି ଝିଅ ସମାୟରା

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ର ଫାଇନାଲରେ ପରାସ୍ତ ହୋଇ ବିଶ୍ୱକପ ଟ୍ରଫି ହରାଇଛି ଟିମ ଇଣ୍ଡିଆ । ୧୯ ତାରିଖରେ ଏହି ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ପରାଜୟର ଦୁଃଖକୁ ଭୁଲି ପାରିନାହାନ୍ତି ଅଧିନାୟକ…

ମିଚେଲ ମାର୍ଶଙ୍କ ବିରୋଧରେ ମାମଲା ରୁଜୁ: ବିଶ୍ୱକପ୍ ଟ୍ରଫିକୁ ଅପମାନ କରିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ନାଁରେ ଥାନାରେ ଏତଲା। ବିଶ୍ୱକପ୍ ଟ୍ରଫିକୁ ପାଦ ତଳେ ରଖି ସେ ଭାରତୀୟଙ୍କୁ ଅସମ୍ମାନ କରିଥିବା ନେଇ ଦିଲ୍ଲୀ ଗେଟ୍ ପୋଲିସ ଷ୍ଟେସନରେ ମାର୍ଶଙ୍କ…

‘ସୁଧୁରି ଯାଅ ଭାଇ…’ ବିବାଦୀୟ ବୟାନକୁ ନେଇ ପାକିସ୍ତାନକୁ ଚେତାବନୀ ଦେଲେ ଶାମୀ

ନୂଆଦିଲ୍ଲୀ: ବିଶ୍ୱକପ ହାରିବାର ଦୁଃଖରୁ ବାହାରି ପାକିସ୍ତାନକୁ କାଉଣ୍ଟର ଆଟାକ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀ । ବିଶ୍ୱକପରେ ତାଙ୍କ ବୋଲିଂକୁ ନେଇ ହୋଇଥିବା ବିବାଦୀୟ ବୟାନ୍ ଉପରେ ସେ ଚେତାବନୀ…

ବିଶ୍ୱକପରେ ଟିମ୍ ଇଣ୍ଡିଆ ହାରି ମଧ୍ୟ ହିରୋ ପାଲଟିଛି; ପାକିସ୍ତାନ କ୍ରିକେଟର ୱାସିମ ଆକ୍ରମ

ନୂଆଦିଲ୍ଲୀ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇ ଟିମ୍ ଇଣ୍ଡିଆର ବିଶ୍ୱକପ ସ୍ୱପ୍ନ ଧୂଳିସାତ ହୋଇଯାଇଛି । ଯାହାକୁ ନେଇ ସାରା…

(Video) ‘ହସ ଭାଇ, ଏପରି ସବୁ …’ ଏପରି ଟିମ୍ ଇଣ୍ଡିଆକୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ୱାର୍ଲଡ କପ ଫାଇନାଲରେ ଭାରତୀୟ କ୍ରିକେଟ୍ ଦଳଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କ୍ରମାଗତ ୧୦ ଟି ମ୍ୟାଚ ଜିତି ଟିମ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଥିଲା ​​କିନ୍ତୁ…