Browsing Category
Cricket
Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com
(Video) ଦକ୍ଷିଣ ଆଫ୍ରିକାର ୱିକେଟ ଯାଉ ନଥିଲା, କଳା ଯାଦୁ କଲେ କୋହଲି… ସଙ୍ଗେ ସଙ୍ଗେ ପଡ଼ିଲା ୱିକେଟ୍
ଓଡ଼ିଶା ଭାସ୍କର: ଭାରତୀୟ ବୋଲର ବୋଲିଂ କରି କରି ହାଲିଆ ହୋଇ ଯାଇଥିଲେ । ବିଲକୁଲ ବି ୱିକେଟ ପଡ଼ୁ ନଥିଲା । ହେଲେ ବିରାଟ ଏମିତି କିଛି କରି ଦେଲେ ଯାହାପର ବଲରେ ପଡ଼ିଗଲା ୱିକେଟ । ଏବେ ଖେଳ ପ୍ରେମି ମାନେ କହୁଛନ୍ତି…
କ୍ରିକେଟରରୁ ହେଲେ କନମ୍ୟାନ: ଋଷଭ ପନ୍ତଙ୍କୁ ୧.୬ କୋଟି ଟଙ୍କାର ଚୂନ ଲଗାଇଲେ ଏହି ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ: ଭାରତରେ କ୍ରିକେଟ ପାଇଁ ଲୋକମାନଙ୍କ ମଧ୍ୟରେ ଭିନ୍ନ ପ୍ରକାରର ପାଗଳାମି ଦେଖିବାକୁ ମିଳିଥାଏ । ଏପରିକି ଅନେକ କ୍ରିକେଟରଙ୍କୁ ଲୋକମାନେ ସେମାନଙ୍କର ଆଇଡଲ ବୋଲି ମାନିଥାନ୍ତି । କିନ୍ତୁ ଯଦି ଜଣେ କ୍ରିକେଟର…
(Video) କ୍ୟାରିୟର ବର୍ବାଦ କରିଦେବି… IPL ଷ୍ଟାର କ୍ରିକେଟରଙ୍କୁ ଗାର୍ଲଫ୍ରେଣ୍ଡ ଦେଲେ ଧମକ
ନୂଆଦିଲ୍ଲୀ: ପ୍ରେମର ପଶାପାଲିରେ ଫସି ଯାଇଛନ୍ତି ଆଇପିଏଲର ଜଣେ ଷ୍ଟାର କ୍ରିକେଟର । ଏକ୍ସ ଗର୍ଲଫ୍ରେଣ୍ଡ ସିଦାସଳଖ କ୍ୟାରିୟର ବର୍ବାଦ କରି ଦେବା ପାଇଁ ଦେଉଛି ଧମକ । ଏ ନେଇ ଷ୍ଟାର ପ୍ଲେୟର ଏବେ ଥାନାର ଦ୍ୱାରସ୍ଥ…
ସେଞ୍ଚୁରିୟନ ଗ୍ରାଉଣ୍ଡରେ ଦମଦାର Century କଲେ ରାହୁଲ: ୨୪୫ ରନରେ ଅଟକିଲା ଭାରତ
ନୂଆଦିଲ୍ଲୀ: ସେଞ୍ଚୁରିୟନ କ୍ରିକେଟ ଗ୍ରାଉଣ୍ଡରେ ପ୍ରଥମ ଟେଷ୍ଟରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଦକ୍ଷିଣ ଆଫ୍ରିକା । ପ୍ରଥମ ଦିନରେ ଖେଳ ସରିବା ସୁଦ୍ଧା ଭାରତ ୨୦୮ ରନ୍ କରିଥିବା ବେଳେ ଦ୍ୱିତୀୟ ଦିନରେ ୨୪୫ରେ ଶେଷ…
୧୫ କୋଟି ନୁହେଁ, ୧୧୫ କୋଟିରେ ହାର୍ଦ୍ଦିକଙ୍କୁ କିଣିଛି MI! IPL-2024 କୁ ନେଇ ବଡ଼ ଖୁଲାସା
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ଅକ୍ସନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଏକ ବଡ଼ ଟ୍ରେଡ ହୋଇଛି । ଗୁଜୁରାଟର ଅଧିନାୟକ(୨୦୨୨-୨୦୨୩) ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ଦଳରେ ସାମିଲ କରିଛି ମୁମ୍ବାଇ…
IPL-2024ରେ ଏହି ଦେଶର ଏଣ୍ଟ୍ରି ଉପରେ ବ୍ୟାନ୍! ଟୁର୍ଣ୍ଣାମେଣ୍ଟ ପୂର୍ବରୁ BCCI ନେଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଆଇପିଏଲ-୨୦୨୪କୁ ନେଇ ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ ବିଭିନ୍ନ ପ୍ରକାର ଆୟୋଜନରେ ଲାଗି ପଡ଼ିଛି ।…
(Video) ପ୍ରଥମ ଟେଷ୍ଟ ପୂର୍ବରୁ ରାହୁଲ ଦ୍ରାବଡଙ୍କ ନୂଆ ଅବତାର: ଦିୱାନା ହୋଇଗଲେ କ୍ରିକେଟ ଫ୍ୟାନ୍ସ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ସଂଘର୍ଷ କରୁଥିବାର ଦେଖାଯାଇଛି । ମାତ୍ର ୧୩୦ ରନରେ ଭାରତ ୬ ୱିକେଟ ହରାଇଥିବା ବେଳେ ବଡ଼ ସ୍କୋର କରିବା ଆଶା ମୁଳିବାରେ ଲାଗିଛି । ଏହି ମ୍ୟାଚରେ…
ପ୍ରଥମ ଟେଷ୍ଟରେ କାହିଁକି ଖେଳିଲେନି ରବିନ୍ଦ୍ର ଜାଡେଜା? ଅଧିନାୟକ ରୋହିତ କହିଲେ ପ୍ରକୃତ କଥା
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ । ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୂମା । ଏହି ମ୍ୟାଚରେ ଭାରତର ଯୁବ ଫାଷ୍ଟ…
ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ: ମାତ୍ର ୫ ରନ୍ କରି ଆଉଟ ହେଲେ ଅଧିନାୟକ ରୋହିତ ଶର୍ମା
ନୂଆଦିଲ୍ଲୀ: ଆଜି ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଛି। ଦୀର୍ଘ ୩୧ ବର୍ଷ ହେବ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ ଗୋଟିଏ ବି ହେଲେ ଟେଷ୍ଟ ସିରିଜ୍ ଜିତି ନ ଥିବା ବେଳେ…
ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ: ୩୧ ବର୍ଷର ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଆଜି ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଦୀର୍ଘ ୩୧ ବର୍ଷ ହେବ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ ଗୋଟିଏ ବି ହେଲେ ଟେଷ୍ଟ ସିରିଜ୍ ଜିତି ନ ଥିବା ବେଳେ…