Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

(Video) Crack a Smile… ପ୍ରଥମ ମ୍ୟାଚ୍ ପୂର୍ବରୁ ଦ୍ରାବିଡଙ୍କ ସ୍ପେଶାଲ ମେସେଜ୍: ଇମୋସନାଲ ହୋଇଗଲେ ଗମ୍ଭୀର

ନୂଆଦିଲ୍ଲୀ: ଆଜି ନୂଆ କୋଚ୍ ଏବଂ ନୂଆ ଅଧିନାୟକଙ୍କ ସହ ପ୍ରଥମ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ କୋଚ୍ କ୍ୟାରିୟରର ଶୁଭାରମ୍ଭ କରିବେ ଗୌତମ ଗମ୍ଭୀର । ତେବେ ଏହାପୂର୍ବରୁ ଗୌତମ…

ଭାରତ-ଶ୍ରୀଲଙ୍କା ମଧ୍ୟରେ ଆଜି ଖେଳାଯିବ ପ୍ରଥମ ଟି-୨୦; ମ୍ୟାଚ୍ ପୂର୍ବରୁ ଆହତ ହେଲେ ମହମ୍ମଦ ସିରାଜ

ମୁମ୍ୱାଇ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଆଜି ଅର୍ଥାତ୍ ଜୁଲାଇ ୨୭, ଶନିବାରଠାରୁ ଆରମ୍ଭ ହେବ। ଶ୍ରୀଲଙ୍କା ଗସ୍ତରେ ଟି-୨୦ ଓ ଦିନିକିଆ ସିରିଜ୍ ଖେଳିବାକୁ ଟିମ୍ ଇଣ୍ଡିଆ ଉପସ୍ଥିତ…

ODIରେ କେବେ ଆଉଟ୍ ହୋଇନାହାଁନ୍ତି ୩ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍, ଜାଣନ୍ତୁ ସେମାନେ କିଏ ?

ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଅନେକ ଧୂଆଁଧାର ବ୍ୟାଟ୍ସମ୍ୟାନଙ୍କ ରେକର୍ଡ଼ ରହିଛି । ସେମାନେ ନିଜ ରନ୍ ଏବଂ ଶତକ ପାଇଁ ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଏମାନଙ୍କ ମଧ୍ୟରୁ ଏପରି କିଛି ଭାଗ୍ୟବାନ ବ୍ୟାଟ୍ସମ୍ୟାନ…

ଶ୍ରୀଲଙ୍କା ସିରିଜ୍ ପୂର୍ବରୁ ବାଗେଶ୍ୱର ଧାମ ଗଲେ କୁଲଦୀପ ଯାଦବ; ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଠାରୁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ସ୍ପିନର କୁଲଦୀପ ଯାଦବ ଛୁଟିରେ ଯାଇଥିଲେ । ଏପରିକି ସେ ପ୍ୟାରିସର କିଛି ଫଟୋ ମଧ୍ୟ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି…

ICC ଚମ୍ପିଆନ୍ସ ଟ୍ରଫି ୨୦୨୫: ପାକିସ୍ତାନ ଯିବା ପାଇଁ ପ୍ରସ୍ତୁତ ଆଫଗାନିସ୍ତାନ ଟିମ୍, ଭାରତୀୟ ଟିମକୁ ନେଇ ଦେଖାଦେଇଛି ଅନିଶ୍ଚିତତା

ନୂଆଦିଲ୍ଲୀ: ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫କୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି । ଚଳିତ ବର୍ଷ ଆଇସିସି ଚମ୍ପିଆନ୍ସ ଟ୍ରଫିର ଆୟୋଜକ ଦେଶ ହେଉଛି ପାକିସ୍ତାନ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ତାରିଖ ବି ଘୋଷଣା କରାଯାଇଛି ।…

ଟେଷ୍ଟ ମ୍ୟାଚର ଗୋଟିଏ ଦିନରେ ୬୦୦ ରନ! ଇଂଲଣ୍ଡର ଷ୍ଟାର ବ୍ୟାଟରଙ୍କ ବଡ ଦାବି, ବିଶ୍ୱ କ୍ରିକେଟରେ ଏବେ ଚର୍ଚ୍ଚା

ଓଡିଶା ଭାସ୍କର: ଇଂଲଣ୍ଡର ଷ୍ଟାର ବ୍ୟାଟର ଓଲି ପୋପ ବଡ ବୟାନ ଦେଇଛନ୍ତି । ପୋପ କହିଛନ୍ତି ଯେ, ତାଙ୍କ ଦଳ ଟେଷ୍ଟ ମ୍ୟାଚର ଗୋଟିଏ ଦିନରେ ୬୦୦ ରନ କରିବାକୁ ସକ୍ଷମ । ପୋପଙ୍କ ଏହି ବୟାନ ଏବେ ବିଶ୍ୱ କ୍ରିକେଟରେ ଚର୍ଚ୍ଚା…

ଟିମ ଇଣ୍ଡିଆର Playing-11ରେ ଖତରନାକ ଖେଳାଳି: ଶ୍ରୀଲଙ୍କା ବୋଲରଙ୍କ ପାଇଁ ସାଜିବେ ଟେନସନ୍

ନୂଆଦିଲ୍ଲୀ: ଜୁଲାଇ ୨୭ ତାରିଖରୁ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଖେଳିବ ଟିମ ଇଣ୍ଡିଆ । ମ୍ୟାଚରେ ବିଜୟ ସହିତ ଭାରତ ନୂଆ ଅଧିନାୟକ ଏବଂ ନୂଆ କୋଚଙ୍କୁ ଦଳରେ ସ୍ୱାଗତ କରିବାକୁ ଚାହିଁବ । ତେଣୁ ରୋହିତଙ୍କ ଅବସର ପରେ…

ବିଶ୍ୱ ରେକର୍ଡ ପଛରେ ରୋହିତ… ଶ୍ରୀଲଙ୍କା ବିପକ୍ଷ ସିରିଜରେ ଇତିହାସ ରଚିବେ ହିଟମ୍ୟାନ୍ ଶର୍ମା

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ । ଏହାପରେ ଅଗଷ୍ଟ ୨ ତାରିଖରୁ ଉଭୟ ଦଳ ମଧ୍ୟରେ ଦିନିକିଆ ସିରିଜ ଖେଳାଯିବ । ତେବେ ଟି-୨୦ ଫର୍ମାଟରୁ ବିଦାୟ ନେବା ପରେ…

୬ ବର୍ଷ ପରେ ଆଇପିଏଲକୁ ଫେରିବେ ଯୁବରାଜ ସିଂହ!, ଏବେଠୁ ଉତ୍ସାହିତ ହେଲେଣି ପ୍ରଶଂସକ

ମୁମ୍ୱାଇ: ଆଇପିଏଲ୍ ୨୦୨୫ ମେଗା ନିଲାମ ପୂର୍ବରୁ ଗୁଜରାଟ ଟାଇଟାନ୍ସର ମୁଖ୍ୟ ପ୍ରଶିକ୍ଷକ ଆଶିଷ ନେହେରା ଏବଂ କ୍ରିକେଟ୍ ନିର୍ଦ୍ଦେଶକ ବିକ୍ରମ ସୋଲାଙ୍କି ଫ୍ରାଞ୍ଚାଇଜି ଛାଡ଼ିପାରନ୍ତି। ଏବେ ଏକ ମିଡିଆ ରିପୋର୍ଟରୁ…

‘ଛକା ମାରିବା’ ଉପରେ ଲାଗିଲା ବ୍ୟାନ୍: ଏଣିକି Sixer ମାରିଲେ ବ୍ୟାଟ୍ସମ୍ୟାନ୍ ହେବେ ଆଉଟ୍, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଗଲି କ୍ରିକେଟରେ ଛକା ମାରିଲେ ବ୍ୟାଟ୍ସମ୍ୟାନ୍ ଆଉଟ ହେବା ଘଟଣା ଆପଣ ଶୁଣିଥିବେ । ଏଣିକି ଏହି ନିୟମ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଲାଗୁ ହେବ । ଇଂଲଣ୍ଡରେ ମଧ୍ୟ ଛକା ମାରିବା ଉପରେ ପ୍ରତିବନ୍ଧକ ଲଗାଇବା…