fbpx
BJD SKY
BJD SKY
Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

କେବେ ହେବ ‘ହାଲ୍ଲା ବୋଲ୍’? ୮ ମ୍ୟାଚ ବିଜୟ ପରେ ବି ରାଜସ୍ଥାନକୁ ମିଳିଲାନି ପ୍ଲେ-ଅଫ୍ ଟିକେଟ… କାହିଁକି?

ନୂଆଦିଲ୍ଲୀ: ଆଇପିଏଲରେ ରାଜସ୍ଥାନ ରୋୟଲ୍ସ ଦମଦାର ପ୍ରଦର୍ଶନ ଜାରି ରଖିଛି । ନିଜର ନବମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୭ ୱିକେଟରେ ମାତ୍ ଦେଇଛି ସଞ୍ଜୁ ସେନା । ଏହି ବିଜୟ ସହ ଦଳ ଚଳିତ ସିଜନର ଅଷ୍ଟମ ବିଜୟରୁ ୧୬…

Champions Trophy-2025ରେ ଭାଗ ନେବନି ଟିମ ଇଣ୍ଡିଆ? ଟୁର୍ଣ୍ଣାମେଣ୍ଟ ପାଇଁ କିଏ ଭାଙ୍ଗିବ ନିଜ ଜିଦି?

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ ଆଇପିଏଲ ଫିଭର୍ ଦେଖିବାକୁ ମିଳିଛି । ଏହାପରେ ଆଇସିସିର ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ବିଶ୍ବର ୨୦ଟି ଦଳ । ଆଇପିଏଲ ଖେଳିବା ସହ ବିଶ୍ୱକପ ପାଇଁ ମଧ୍ୟ ପ୍ରସ୍ତୁତି ଜାରି…

IPLରେ ଆଜି ମୁମ୍ବାଇ-ଦିଲ୍ଲୀ ଟକ୍କର: ପ୍ରତିଶୋଧ ଲକ୍ଷ୍ୟରେ ରିଷଭ ପନ୍ତ, ଏମିତି ରହିପାରେ Playing-11

ନୂଆଦିଲ୍ଲୀ: ଆଜି ଆଇପିଏଲ ମହାଲଢେଇରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଆଇପିଏଲ ଟୁର୍ଣ୍ଣାମେଣ୍ଟର ଦୁଇ ବଡ଼ ଫିନିସରଙ୍କ ମଧ୍ୟରେ ଆଜି ହେବ କଡ଼ା ଟକ୍କର । ଏଥିପାଇଁ ଉଭୟ…

T-20 ବିଶ୍ୱକପ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସି ଖବର: ନୂଆ ଅତିଥିଙ୍କ ସହ ହେବ ଭେଟ

ନୂଆଦିଲ୍ଲୀ: ବର୍ତ୍ତମାନ ଆଇପିଏଲ ନୂଆ ରୋମାଞ୍ଚରେ ପହଞ୍ଚିଥିବା ବେଳେ ଆଗକୁ ଟି-୨୦ ବିଶ୍ୱକପ ରହିଛି । ତେବେ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଖୁସି ଖବର ମିଳିଛି । ତେବେ…

୪୨ ଛକା, ୫୨୩ ରନ୍… ଟି-୨୦ କ୍ରିକେଟରେ ବିଶ୍ୱ ରେକର୍ଡ କଲା ପଞ୍ଜାବ କିଙ୍ଗସ, କେଲକାତା ଉପରେ ଐତିହାସିକ ବିଜୟ

ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଶୁକ୍ରବାର(ଏପ୍ରିଲ ୨୬ ତାରିଖ) ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଯାଇଛି । ଗୋଟିଏ ମ୍ୟାଚରେ ଅନେକ ଗୁଡ଼ିଏ ବିଶ୍ୱରେକର୍ଡ ଧ୍ୱସ୍ତ କରିପାରିଛନ୍ତି ପଞ୍ଜାବ ଏବଂ କୋଲକାତା ଟିମ୍ ।…

ICC ପକ୍ଷରୁ ଘୋଷଣା: ଟି-୨୦ ବିଶ୍ୱକପ ୨୦୨୪ର ଆମ୍ବାସଡର ଭାବେ ନିଯୁକ୍ତି ପାଇଲେ ଯୁବରାଜ

ନୂଆଦିଲ୍ଲୀ: ଆସନ୍ତା ଜୁନ ମାସ ପହିଲାରୁ ୨୯ ତାରିଖ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଟି-୨୦ ବିଶ୍ୱକପ ଖେଳାଯିବ । ଏହା ମଧ୍ୟରେ ଟି-୨୦ ବିଶ୍ୱକପ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏକ ବଡ଼…

ଶିଖରଙ୍କ ପାଇଁ ଚିନ୍ତାରେ ପଞ୍ଜାବ: ସାମ୍ କରନଙ୍କ ନେତୃତ୍ୱରେ କୋଲକାତା ବିପକ୍ଷରେ ଲଢେଇ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ଆଜି ପଞ୍ଜାବ କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେବ କଡ଼ା ଟକ୍କର । କୋଲକାତାର ଇଡେନ ଗାର୍ଡେନ୍ସରେ ଏହି ମ୍ୟାଚ ଖେଳାଯିବାକୁ ଥିବା ବେଳେ ମ୍ୟାଚ ପୂର୍ବରୁ ପଞ୍ଜାବ କିଙ୍ଗସକୁ…

(Video) ରିଙ୍କୁ ସିଂହ ପାଇଲେ ‘ବଡ଼ ସଫଳତା’: କିଙ୍ଗ କୋହଲି ଦେଲେ ସ୍ପେଶାଲ ଗିଫ୍ଟ

ନୂଆଦିଲ୍ଲୀ: ଆଇପିଏଲରେ ମ୍ୟାଚ ଯେତିକି ରୋମାଞ୍ଚ ଥାଏ ପଡ଼ିଆ ବାହାରେ ଖେଳାଳିମାନଙ୍କର ମସ୍ତି ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାଏ । ପ୍ରାୟତଃ ଖେଳାଳି ପରସ୍ପର ଭିତରେ ମସ୍ତି କରୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ…

ଟି-୨୦ ବିଶ୍ୱକପ ଦଳରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ-ସିରାଜ: ଟିମ ଇଣ୍ଡିଆରେ ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଆଇପିଏଲ ରୋମାଞ୍ଚ ଭିତରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନକୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ଆଇସିସିର ଏହି ବଡ଼ ଇଭେଣ୍ଟ ପାଇଁ ଭାରତୀୟ ବୋର୍ହକୁ କିଛି କଠିନ ପଦକ୍ଷେପ ନେବାକୁ ପଡ଼ିପାରେ ।…

ଦମଦାର ରେକର୍ଡରେ ‘କଳଙ୍କ’ ଲଗାଇଦେଲେ ଋଷଭ: ମୋହିତଙ୍କ ନାଁରେ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ: କାଲି ଥିଲେ ଦଳର ସୁପରଷ୍ଟାର, କିନ୍ତୁ ଆଜି ମୁଣ୍ଡରେ ଲାଗିଛି କଳଙ୍କର ଚିହ୍ନ । ଗୁଜୁରାଟ ଟାଇଟନ୍ସର ସର୍ବଶ୍ରେଷ୍ଠ ବୋଲରଙ୍କୁ ଆଜି ବଦନାମ କରିଛି ଦିଲ୍ଲୀର ବ୍ୟାଟିଂ ଡିପାର୍ଟମେଣ୍ଟ । ଆଇପିଏଲ ଇତିହାସରେ…