Browsing Category
ଅଲିମ୍ପିକ୍
ବିଜୟରୁ ଅଲିମ୍ପିକ ଅଭିଯାନ ଆରମ୍ଭ କଲେ ସିନ୍ଧୁ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ବିଜୟରୁ ନିଜର ଟୋକିଓ ଅଲିମ୍ପିକ୍ ଅଭିଯାନ ଆରମ୍ଭ କରିଛନ୍ତି । ଗ୍ରୁପ-ଜେରେ ନିଜର ପ୍ରଥମ ମ୍ୟାଚରେ ସେ ଇସ୍ରାଏଲର ସେନିୟା ପୋଲିକାରପୋବାଙ୍କୁ ସହଜରେ ୨୧-୭,…
ମୀରାବାଇଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ହକିରେ ଭାରତର ଦମଦାର ବିଜୟ
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରଥମ ପଦକ ଭେଟି ଦେଇଛନ୍ତି ଭାରୋତ୍ତଳନକାରୀ ମୀରାବାଇ ଚାନୁ । ୪୯ କେଜି ବର୍ଗରେ ସେ ସଫଳତା ପାଇଛନ୍ତି । ସେପଟେ ହକିରେ ଭାରତ ନିଜର ଚମକ ଦେଖାଇଛି ।…
ଭାରତକୁ ପ୍ରଥମ ପଦକ ଦେଲେ ମୀରାବାଇ ଚାନୁ, ଟୋକିଓ ଅଲିମ୍ପିକରେ ଜିତିଲେ ରୌପ୍ୟ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରଥମ ପଦକ ମିଳିଛି । ଏହି ଗୌରବ ହାସଲ କରିଛନ୍ତି ଭାରୋତ୍ତଳନକାରୀ ମୀରାବାଇ ଚାନୁ । ସେ ୪୯ କେଜି ବର୍ଗରେ ଏହି ସଫଳତା ପାଇଥିବା ଜଣାପଡ଼ିଛି । ୨୬ ବର୍ଷୀୟା ମୀରାବାଇ…
ହକିରେ ଭାରତର ଦମଦାର ବିଜୟ, ପ୍ରଥମ ମ୍ୟାଚରେ ୩-୨ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଲା
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଏକ ଦମଦାର ଶୁଭାରମ୍ଭ କରିଛି । ଭାରତ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ହରାଇ ଅଭିଯାନ ଆରମ୍ଭ କରିଛି । ରୂପିନ୍ଦର ଗୋଟିଏ ଓ ମନପ୍ରୀତି ୨ଟି…
ବାଜିଲା ଟୋକିଓ ଅଲିମ୍ପିକ୍ସ ବିଗୁଲ, ବିନା ଦର୍ଶକରେ ହେଲା ରଙ୍ଗାରଙ୍ଗ୍ ଉଦ୍ଘାଟନ ଉତ୍ସବ; ଭାରତୀୟ ଦଳର ନେତୃତ୍ୱ ନେଲେ ମନପ୍ରୀତ ଓ ମେରୀକମ୍
ଟୋକିଓ (ଭାସ୍କର ନ୍ୟୁଜ୍): ବାଜିଲା ଟୋକିଓ ଅଲିମ୍ପିକ୍ସ ବିଗୁଲ୍ । ବିନା ଦର୍ଶକ ଓ ରଙ୍ଗାରଙ୍ଗ୍ ଉତ୍ସବ ସହ ଶୁକ୍ରବାର ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି ୩୨ତମ ଗ୍ରୀଷ୍ମକାଳୀନ ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ା । ଜାପାନ…
ଭାରତୀୟ କ୍ରୀଡ଼ାବିତଙ୍କୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ ମୋଦୀ, ବସିବା ସ୍ଥାନରୁ ଛିଡ଼ା ହୋଇ ଜଣାଇଲେ ସମ୍ମାନ
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର ବ୍ୟୁରୋ): ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ସ-୨୦୨୦ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ବିଭିନ୍ନ ଦେଶର କ୍ରୀଡ଼ାବିତ୍ଙ୍କ ଗହଣରେ ଉଦଘାଟନୀ ସମାରୋହ ବଡ଼ ଉତ୍ସାହର ସହ ପାଳିତ ହୋଇଯାଇଛି।…
ଟୋକିଓ ଅଲିମ୍ପିକ୍ ଉଦଘାଟନୀ ସମାରୋହ ଜାରି; ମେରିକମ୍ ଓ ମନପ୍ରୀତ୍ କଲେ ଭାରତୀୟ ଦଳର ନେତୃତ୍ୱ
ନୂଆଦିଲ୍ଲୀ: ଖେଳର ମହାକୁମ୍ଭ ଅଲିମ୍ପିକ ମହାସମର ଆରମ୍ଭ ହୋଇଯାଇଛି । ମହା ଉଦଘାଟନୀ ସମାରୋହରେ ଆଥଲେଟ ମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ବର୍ତମାନ କରୋନା ମହାମାରୀର କହର ଜାରି ରହିଥିବାରୁ ସତର୍କତା ପୂର୍ବକ ବହୁ…
ଜାପାନୀ ପତାକାକୁ ନେଇ ତେଜିଲା ବିବାଦ, ଚୀନ୍ ଓ କୋରିଆ କଲେ ପ୍ରତିବାଦ
ଓଡ଼ିଶା ଭାସ୍କର ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ଜାପାନର ଜାତୀୟ ପତାକାକୁ ନେଇ ସୃଷ୍ଟି ହୋଇଛି ଝଡ଼। ଜାପାନ ପ୍ରସ୍ତୁତ ପତାକାକୁ ଚୀନ୍ ସମେତ କେତେକ ଏସୀୟ ଦେଶ ବିରୋଧ କରିଛନ୍ତି। ଉଦୟକାଳୀନ ସୂର୍ଯ୍ୟଙ୍କୁ ଜାପାନ…
ଖେଳ ଗାଁରେ ୧୦୦ ପାର୍ କଲା ସଂକ୍ରମିତଙ୍କ ସଂଖ୍ୟା, ୧୯ ନୂଆ ମାମଲା ଚିହ୍ନଟ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ କରୋନା ସଂକ୍ରମଣ ମାମଲା ୧୦୦ ରୁ ଅଧିକ ହୋଇଯାଇଛି । ଇତି ମଧ୍ୟରେ ଶୁକ୍ରବାର ୧୯ଟି ନୂଆ ମାମଲା ସାମନାକୁ ଆସିଛି । ଏନେଇ ଆୟୋଜକ ମାନଙ୍କ ଦ୍ୱାରା ସୂଚନା ଦିଆଯାଇଛି । ରୋଡ୍…
ଆଜିଠୁ ଟୋକିଓ ଅଲିମ୍ପିକ୍ସ: ବିଶ୍ବ କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହରେ ଯୋଗ ଦେବେ ୨୬ ଭାରତୀୟ
ଟୋକିଓ,(ଭାସ୍କର ନ୍ୟୁଜ୍): ଆଜିଠୁ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ସ । ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହ ଅଲିମ୍ପିକ୍ସ ଷ୍ଟାଡ଼ିୟମ୍ରେ ହେବ ଏବଂ ଏହି ଉଦ୍ଘାଟନୀ ସମାରୋହରେ ଭାରତର ୨୬ ଜଣ ସଦସ୍ୟ ଭାଗ ନେବେ ।…