Browsing Category
ଖେଳ
କୋପା ଆମେରିକା ୨୦୨୪ ସେମିଫାଇନାଲରେ ପହଞ୍ଚିଲା କାନାଡ଼ା: ପେନାଲ୍ଟୀ ମୁକାବିଲାରେ ହାରିଲା ଭେନେଜୁଏଲା
ନୂଆଦିଲ୍ଲୀ: କୋପା ଆମେରିକା ୨୦୨୪ର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ମୁକାବିଲାରେ କାନାଡ଼ା ଓ ଭେନେଜୁଏଲର ପରସ୍ପର ସହ ମୁହାଁମୁହିଁ ହୋଇଥିଲେ । ନିର୍ଦ୍ଧାରିତ ସମୟ ଖେଳ ଶେଷ ସୁଦ୍ଧା ମ୍ୟାଚର ସ୍ଥିତି ୧-୧ରେ ପହଞ୍ଚିବା ଫଳରେ…
ପର୍ତ୍ତୁଗାଲକୁ ହରାଇ ୟୁରୋ କପ୍ ୨୦୨୪ ସେମିଫାଇନାଲରେ ପହଞ୍ଚିଲା ଫ୍ରାନ୍ସ
ନୂଆଦିଲ୍ଲୀ: ଜର୍ମାନୀରେ ଚାଲିଥିବା ୟୁରୋ କପ୍ ୨୦୨୪ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଗତକାଲି ଖେଳାଯାଇଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ମ୍ୟାଚରେ ଦେଖିବାକୁ ମିଳିଛି ଏକ ବଡ଼ଧରଣର ଓଲଟପାଲଟ । ଦୁଇ ଶକ୍ତିଶାଳୀ ଟିମ୍…
ୟୁରୋ କପ୍ ଫୁଟବଲ: ଜର୍ମାନୀକୁ ୨-୧ରେ ହରାଇ ସେମିରେ ପ୍ରବେଶ କଲା ସ୍ପେନ୍
ନୂଆଦିଲ୍ଲୀ: ୟୁରୋ କପ ଫୁଟବଲ ୨୦୨୪ ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଜର୍ମାନୀକୁ ଲାଗିଛି ଏକ ବଡ଼ ଝଟକା । କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ଖେଳାଯାଇଥିବା ମୁକାବିଲାରେ ସ୍ପେନ ନିକଟରୁ ୨-୧ ଗୋଲ ବ୍ୟବଧାନରେ ଜର୍ମାନୀ ପରାସ୍ତ…
Team India କେମିତି ବାଣ୍ଟିବ ୧୨୫ କୋଟି? କେଉଁ ଖେଳାଳି ପାଇବେ ଅଧିକ ଟଙ୍କା? Prize Moneyରୁ କେତେ କଟିବ Tax…..
ଓଡ଼ିଶା ଭାସ୍କର: ବିଶ୍ୱ ଚମ୍ପିଆନ୍ ହେବା ପରେ ବର୍ତ୍ତମାନ ଭାରତରେ ଏହି ବିଜୟକୁ ସେଲିବ୍ରେଟ କରୁଛି ଟିମ ଇଣ୍ଡିଆ । ଗତକାଲି ଭାରତରେ ପହଞ୍ଚିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟ କରିବା ସହ ପରେ ମୁମ୍ବାଇରେ…
କୋପା ଆମେରିକା ୨୦୨୪: ଇକ୍ୱେଡରକୁ ପେନାଲ୍ଟି ଶୁଟଆଉଟରେ ପରାସ୍ତ କରି ସେମିରେ ପହଞ୍ଚିଲା ଆର୍ଜେଣ୍ଟିନା
ନୂଆଦିଲ୍ଲୀ: କୋପା ଆମେରିକା ୨୦୨୪ର କ୍ୱାର୍ଟରଫାଇନାଲ ମୁକାବିଲାରେ ଇକ୍ୱେଡରକୁ ପରାସ୍ତ କରିଛି ଆର୍ଜେଣ୍ଟିନା । ଏହି ବିଜୟ ସହ କୋପା ଆମେରିକା ସେମିଫାଇନାଲରେ ପ୍ରବେଶ କରିଛି ଆର୍ଜେଣ୍ଟିନା । କୋପା ଆମେରିକା ଟାଇଟଲ…
EURO 2024: ଏ ଲଢେଇ କ୍ରିଷ୍ଟିଆନ ରୋନାଲଡୋ ସହ ଏମ୍ ବାପେଙ୍କର, କିଏ ଜିତିବ କ୍ୱାଟରଫାଇନାଲ, ଫ୍ରାନ୍ସକୁ ଭେଟୁଛି ପର୍ତ୍ତୁଗାଲ
ଓଡିଶା ଭାସ୍କର : ୟୁରୋକପ ୨୦୨୪ ଏବେ ରୋମାଞ୍ଚକର ସ୍ଥିତିରେ ପାଦ ଦେଇ ସାରିଛି। ଏହି ମହାସମରକୁ ନେଇ ଅନେକ ଗଣନା, କଳ୍ପନା ଜଳ୍ପନା, ବିଶ୍ଲେଷଣ ସାଙ୍ଗକୁ ଭବିଷ୍ୟବାଣୀ କାରଯାଉଛି । ଇତିମଧ୍ୟରେ ୟୁରୋ ୨୦୨୪ ରେ ବହୁତ କିଛି…
ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ୨୮ ଜଣିଆ ଆଥଲେଟିକ୍ସ ଟିମ୍ ଘୋଷଣା କଲା ଭାରତୀୟ ଆଥଲେଟିକ୍ସ ମହାସଂଘ
ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ପାଇଁ ୨୮ ଜଣିଆ ଆଥଲେଟିକ୍ସ ଟିମ୍ ଘୋଷଣା କରିଛି ଭାରତୀୟ ଦୌଡ଼କୁଦ ମହାସଂଘ । ଅଲିମ୍ପିକ୍ସ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ଏହି ଟିମର ନେତୃତ୍ୱ ନେବେ । ଏହି ଟିମରେ ୧୭ ଜଣ…
‘ୱୋ ରୋ ରହା ଥା ଔର ମୈ ଭି’… ବିରାଟ ଶୁଣାଇଲେ ରୋହିତ ଓ ନିଜର ସ୍ପେଶାଲ ଷ୍ଟୋରୀ
ଓଡିଶା ଭାସ୍କର: ବିରାଟ କୋହଲି ବିଜୟ ଉତ୍ସବ ପରେ ମୁମ୍ବାଇ ୱାନଖେଡେ ଷ୍ଟାଡିୟମରେ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଭିଭାଷଣ ରଖିଥିଲେ । ବାରବାଡୋସ ବିଜୟ ପରେ ସେମାନେ ଚାମ୍ପିୟନ ହେଲା ପରେ କେମିତି ସେ ଓ ରୋହିତ…
(Video) ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲା ବିଶ୍ୱ ଚାମ୍ପିୟନ ଭାରତୀୟ ଟିମ୍: ସଂଘର୍ଷମୟ ଯାତ୍ରା ବିଷୟରେ ବର୍ଣ୍ଣନା କରୁଛନ୍ତି ସମସ୍ତ…
ନୂଆଦିଲ୍ଲୀ: ଗତ ମାସ ୨୯ ତାରିଖରେ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଭାରତ ୧୭ ବର୍ଷ ପରେ ବିଶ୍ୱ ଚାମ୍ପିୟନ ହୋଇଥିଲା । ୨୦୦୭ରେ ଟିମ୍ ଇଣ୍ଡିଆ ପ୍ରଥମ ଥର ଟି-୨୦ ବିଶ୍ୱକପରେ…
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବିଶ୍ୱ ବିଜୟୀ ରୋହିତ ସେନା, ସନ୍ଧ୍ୟାରେ ଗ୍ରାଣ୍ଡ ସେଲିବ୍ରେସନ
ଓଡିଶା ଭାସ୍କର: ଦିଲ୍ଲୀ ବିମାନ ବନ୍ଦରରେ ସକାଳେ ପହଞ୍ଚି ସାରିବା ପରେ ଏବେ ଟିମ୍ ଇଣ୍ଡିଆ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବା ପାଇଁ ଯାଇଛି । ତା’ ପୂର୍ବରୁ ହୋଟେଲ ITC…