Browsing Category

ଖେଳ

World Cup-2023; ଇଂଲଣ୍ଡର ବୃହତ୍ ବିଜୟ: ବାଂଲାଦେଶ ବିପକ୍ଷରେ ୧୩୭ ରନରେ ଜିତିଲା ବଟଲର ସେନା

ନୂଆଦିଲ୍ଲୀ: ନିଜର ଦ୍ୱିତୀୟ ମ୍ୟାଚରେ ଲୟକୁ ପେରିଛି ପୂର୍ବତନ ଚମ୍ପିଆନ୍ ଇଂଲଣ୍ଡ । ବାଂଲାଦେଶ ବିପକ୍ଷରେ ଏକ ବିଶାଳ ବିଜୟ ହାସଲ କରିଛି ବଟଲର ସେନା । ଡାଭିଡ ମଲାନଙ୍କ ବିସ୍ଫୋରକ ଶତକ ଏବଂ ଟୋପଲେଙ୍କ ଦମଦାର ବୋଲିଂ…

(Video) ବିଶ୍ୱକପରେ ଆସୁଛି ‘ବିରାଟ’ ଝଡ଼! ଆଖିରେ ଅନ୍ଧପୁଟୁଳି ବାନ୍ଧି ଅଭ୍ୟାସ କରୁଛନ୍ତି କିଙ୍ଗ କୋହଲି

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଭାରତ ପ୍ରଥମ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଅଷ୍ଟ୍ରେଲିଆ ବିପକ୍ଷରେ କେ.ଏଲ ରାହୁଲ ଏବଂ ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ଭାରତକୁ ବିଜୟ ଭେଟି ଦେଇଛି । ତେବେ ରାହୁଲଙ୍କ ୯୭ ରନର…

ମିଳିଲା ଆଶ୍ୱସ୍ତି: ଶୁବମନଙ୍କୁ ନେଇ ଆସିଲା ବଡ଼ ଖୁସି ଖବର

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତର ନେତୃତ୍ୱରେ ଦେଶରେ ଦିନିକିଆ ବିଶ୍ୱକପ ଆୟୋଜିତ ହୋଇଥିବାରୁ ଏହା ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପାଇଁ ନିଶ୍ଚିତ ଭାବେ ଏକ ଉତ୍ସାହର ବିଷୟ । ମାତ୍ର ଟିମ୍ ଇଣ୍ଡିଆର ଷ୍ଟାର ଓପନର ଶୁବମନ…

ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ପ୍ରଥମ ଥର ବିଶ୍ୱରେ ଏକ ନମ୍ବର ସ୍ଥାନ ହାସଲ କଲା ଭାରତ

ନୂଆଦିଲ୍ଲୀ: ନିକଟରେ ଏସିଆନ ଗେମ୍ସରେ ଭାରତୀୟ କ୍ରୀଡ଼ାବିତମାନେ ଅଦ୍ଭୁତପୂର୍ବ ସଫଳତା ହାସଲ କରି ଚୀନର ହ୍ୱାଙ୍ଗଝୁରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ । ତେବେ ଏହା ମଧ୍ୟରେ କ୍ରୀଡ଼ା ଜଗତରୁ ଆସିଛି ପୁଣି ଏକ ଖୁସି ଖବର ।…

ବିଶ୍ୱକପ ମଧ୍ୟରେ ବଡ଼ ଖବର: ଭାରତରେ ଦୁଇ ଜଣ କ୍ରିକେଟରଙ୍କୁ ବ୍ୟାନ୍ ଘୋଷଣା

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩ ଉପରେ ଏବେ ସାରା ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ନଜର । ଅକ୍ଟୋବର ୫ ତାରିଖରେ ଉଦଘାଟନୀ ମ୍ୟାଚରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିଥିବ…

୧୨୮ ବର୍ଷ ପରେ ଫେରୁଛି କ୍ରିକେଟ! ଆସନ୍ତା ୨୦୨୮ ଲସ୍ ଏଞ୍ଜେଲସ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩ ଚାଲିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖୁସି ଖବର । ଆସନ୍ତା ୨୦୨୮ରେ ଆମେରିକାର ଲସ୍ ଏଞ୍ଜେଲସ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା…

ବଢ଼ିଲା ଟିମ୍ ଇଣ୍ଡିଆର ଟେନସନ୍: ମେଡିକାଲରେ ଭର୍ତ୍ତି ହେଲେ ଅସୁସ୍ଥ ଶୁଭମନ ଗିଲ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର । କାରଣ ଶୁଭମନ ଗିଲଙ୍କ ସ୍ୱାସ୍ଥ୍ୟ ଟିକେ ଖରାପ ହୋଇଯାଇଛି । ଖବର ମୁତାବକ, ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଭାରତୀୟ ଓପନରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ସାଣ୍ଟନରଙ୍କ ‘ପଞ୍ଝା’ରେ ଫସିଗଲା ନେଦରଲାଣ୍ଡ: ବିଶ୍ୱକପରେ ନ୍ୟୁଜିଲାଣ୍ଡର ଲଗାତାର ଦ୍ୱିତୀୟ ବିଜୟ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ଉଦଘାଟନୀ ମ୍ୟାଚରେ ପୂର୍ବ ଚମ୍ପିଆନ୍ ଇଂଲଣ୍ଡକୁ ମାତ୍ ଦେବା ପରେ ଆଜି ନେଦରଲାଣ୍ଡକୁ ଚକମା ଦେଇଛି କିୱି ସେନା । ଆଜିର ମ୍ୟାଚରେ ଦଳର…

World Cup-2023 ଭିତରେ ବଡ଼ ଘୋଷଣା କଲେ ରାଶିଦ ଖାନ୍: ବିଶ୍ୱକପ ପରେ ସବୁ ଟଙ୍କା…

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ପରାଜୟ ସହ ଅଭିଯାନ ଆରମ୍ଭ କରିଛି ଆଫଗାନିସ୍ତାନ । ଏହା ମଧ୍ୟରେ ଦଳର ଷ୍ୟାର ଲେଗ୍ ସ୍ପିନର ତଥା ଷ୍ଟାର ଅଲରାଉଣ୍ଡର ରାଶିଦ ଖାନ୍ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଶ୍ୱକପ ସରିବା…

ହିନ୍ଦୁ ଦେବା-ଦେବୀଙ୍କ ବିରୋଧରେ ବୟାନ: ପାକିସ୍ତାନୀ ଆଙ୍କର ଜେନବ ଅବାସଙ୍କୁ ଭାରତରୁ ବିଦା

ନୂଆଦିଲ୍ଲୀ: ଭାରତକୁ ଦେବା-ଦେବୀଙ୍କ ପବିତ୍ର ଭୂମି ବୋଲି କୁହାଯାଏ । ଏଠାରେ ବିଭିନ୍ନ ଯୁଗରେ ଗଭବାନ ନିଜେ ଅବତାର ନେଉଥିବା ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେଣୁ ପ୍ରତ୍ୟେକଟି ଭାରତୀୟ ହିନ୍ଦୁ ଦେବା-ଦେବୀଙ୍କୁ…