Browsing Category
ଖେଳ
ଜାନୁୟାରୀରେ ମଇଦାନକୁ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା? ଷ୍ଟାର ଅଲରାଉଣ୍ଡରଙ୍କୁ ନେଇ ଜୟ ଶାହଙ୍କ ବଡ଼ ଅପଡେଟ
ନୂଆଦିଲ୍ଲୀ: ୨୦୨୩ ଦିନିକିଆ ବିଶ୍ୱକପରେ ଗୋଡ଼ରେ ଆଘାତ ପାଇ ବର୍ତ୍ତମାନ ଦଳରୁ ବାଦ୍ ପଡ଼ିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବାଂଳାଦେଶ ବିପକ୍ଷ ମ୍ୟାଚରେ ବଲକୁ ରୋକିବା ପାଇଁ ଚେଷ୍ଟା…
Captain ସୂର୍ଯ୍ୟକୁମାରଙ୍କ ଆଗରେ ବଡ଼ ପ୍ରଶ୍ନ? ଦକ୍ଷିଣ ଆଫ୍ରିକା ବିପକ୍ଷରେ କିଏ ହେବେ ସ୍ପିନ ସୂତ୍ରଧର
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ମାତ୍ ଦେବା ପରେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ପହଞ୍ଚିଛି ଟିମ ଇଣ୍ଡିଆ । ଆଜିଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଆରମ୍ଭ ହେବାକୁ ଯାଉଛି । ତେବେ ଟି-୨୦ ଅଧିନାୟକ…
ଆଜିଠାରୁ ଆରମ୍ଭ ‘ଖେଲୋ ଇଣ୍ଡିଆ ପାରା ଗେମ୍ସ’
ଭାରତରେ ପ୍ରଥମ ଥର ପାଇଁ ‘ଖେଲୋ ଇଣ୍ଡିଆ ପାରା ଗେମ୍ସ୍’ ଆୟୋଜିତ ହେବାକୁ ଯାଉଛି । ଦିଲ୍ଲୀରେ ଡିସେମ୍ବର ୧୦ରୁ ୧୭ ପର୍ଯ୍ୟନ୍ତ ଏହି ଖେଳ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ପାରା କ୍ରୀଡ଼ା କ୍ଷେତ୍ରରେ ‘ଗେମ୍ ଚେଞ୍ଜର’…
କେତେ ଦିନ ପର୍ଯ୍ୟନ୍ତ କୋଚ୍ ପଦରେ ରହିବେ ରାହୁଲ ଦ୍ରାବିଡ଼? ସାଉଥ ଆଫ୍ରିକା ସିରିଜ ପରେ ବଡ଼ ନିଷ୍ପତ୍ତି…
ନୂଆଦିଲ୍ଲୀ: ବିଶ୍ୱକପ ପରାଜୟର ଦୁଃଖକୁ ଭୁଲି ଦକ୍ଷିଣ ଆଫ୍ରିକା ଗସ୍ତରେ ପହଞ୍ଚିଛି ଟିମ ଇଣ୍ଡିଆ । ଆଜି ଉଭୟ ଦଳ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ତେବେ ଏହି ସିରିଜଭାରତୀୟ ଦଳ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ…
(Video) ସୁରେଶ ରୈନାଙ୍କୁ ମାତ୍ ଦେଇ ବାଜି ମାରିଲେ ହରଭଜନ: Legends League ଟ୍ରଫି ଉପରେ କବଜା
ନୂଆଦିଲ୍ଲୀ: ଲିଜେଣ୍ଡସ ଲିଗ୍ ଟି-୨୦ର ଫାଇନାଲ ମ୍ୟାଚରେ ବାଜି ମାରିଛନ୍ତି ହରଭଜନ ସିଂହ । ଲିଜେଣ୍ଡସ ଲିଗର ଏହି ସିଜନରେ ଚମ୍ପିଆନ୍ ର ମୁକୁଟ ପିନ୍ଧିଛି ହରଭଜନଙ୍କ ନେତୃତ୍ୱାଧୀନ ମଣିପାଲ ଟାଇଗର୍ସ । ଏହି ଫାଇନାଲ…
ସରିଲା WPLର ମିନି ଅକ୍ସନ: ଦେଖନ୍ତୁ କେଉଁ ଦଳରେ କେଉଁ ଖେଳାଳି ହେଲେ ସାମିଲ?
ନୂଆଦିଲ୍ଲୀ: ୨୦୨୪ ମହିଳା ପ୍ରମିୟର ଲିଗ ପାଇଁ ଶେଷ ହୋଇଛି ମିନି ଅକ୍ସନ ଶେଷ ହୋଇଛି । ଏହି ନିଲାମୀ ପ୍ରକ୍ରିୟାରେ ଭାରତର ଅନ୍ କ୍ୟାପ୍ଡ ପ୍ଲେୟାର କାଶ୍ୱୀ ଗୌତମ ଇତିହାସ ସୃଷ୍ଟି କରିଛନ୍ତି । ଇତିହାସରେ ସବୁଠାରୁ ଦାମୀ…
ଅନ୍ତର୍ଜାତୀୟ ମ୍ୟାଚ ନ ଖେଳି କୋଟିପତି ବନିଗଲେ ଏହି ଖେଳାଳି: WPL ନିଲାମୀରେ କିଏ ସବୁଠୁ ମହଙ୍ଗା?
ନୂଆଦିଲ୍ଲୀ: ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମହିଳା ପ୍ରିମିୟର ଲିଗକୁ ନେଇ ଚାଲିଥିବା ଅଙ୍କକଷା । ପ୍ରତ୍ୟେକ ଦଳ ନିଜ ନିଜ ମନ ପସନ୍ଦର ଖେଳାଳିଙ୍କୁ ଦଳରେ ସାମିଲ କରିବା ପାଇଁ ଭରପୂର ପ୍ରୟାସ କରିଛନ୍ତି । କିଛି ଦଳ…
Video; IND vs SA ମ୍ୟାଚ ପୂର୍ବରୁ ବିପଦରେ ଷ୍ଟାର କ୍ରିକେଟର ରିଙ୍କୁ: ଫିନିଶରଙ୍କୁ ନେଇ ବଡ଼ ଖବର
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ଚକମା ଦେବା ପରେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିବ ଟିମ ଇଣ୍ଡିଆ । ଏଥିପାଇଁ ଭାରତର ଅନେକ ଖେଳାଳି ଆଫ୍ରିକାରେ ପହଞ୍ଚିସାରିଛନ୍ତି । ତେବେ ଆସନ୍ତାକାଲି ଭାରତ ସିରିଜର ପ୍ରଥମ…
ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରଙ୍କ ପରଲୋକ: କାନପୁର ସହିତ ରହିଥିଲା ଖାସ୍ ସମ୍ପର୍କ
ନୂଆଦିଲ୍ଲୀ: ନିକଟରେ ଦିନିକିଆ ବିଶ୍ୱକପ କ୍ରିକେଟ ସମାପ୍ତ ହୋଇଥିବା ବେଳେ ଏହା ମଧ୍ୟରେ କ୍ରୀଡ଼ା ଜଗତରୁ ଆସିଛି ଏକ ଦୁଃଖ ଖବର । ଜଣେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରଙ୍କ ବିୟୋଗ ଘଟିଛି । ଏହି ଖବର ବିଶ୍ୱର ବିଭିନ୍ନ…
RCB ଛାଡ଼ି ପଞ୍ଜାବ କିଙ୍ଗସକୁ ଫେରିଲେ କୋହଲିଙ୍କ ସାଥୀ: IPL-2024ରେ ମିଳିଲା ନୂଆ ଦାୟିତ୍ୱ
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ପ୍ରତ୍ୟେକ ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଗାମୀ ସପ୍ତାହରେ ନୂଆ ସିଜନ ପାଇଁ ମିନି ନିଲାମୀ ମଧ୍ୟ ଅନୁଷ୍ଠିତ ହେବ । ତେବେ ଏହା ପୂର୍ବରୁ ଆଇପିଏଲ ଦଳ ମାନଙ୍କ ମଧ୍ୟରେ ଟ୍ରେଡିଂ…