Browsing Category
ଖେଳ
ବର୍ଷା କାରଣରୁ ଟିମ୍ ଇଣ୍ଡିଆ ସଙ୍କଟରେ ପଡ଼ିବ ନା ଫାଇଦାରେ ରହିବ
ନୂଆଦିଲ୍ଲୀ: ପୁଣି ଥରେ ଏସିଆ କପରେ ବର୍ଷା ସାଜିଛି ବାଧକ । ପୂର୍ବରୁ ଭାରତ-ପାକିସ୍ତାନ ଗ୍ରୁପ ମ୍ୟାଚରେ ବର୍ଷା ବାଧକ ସାଜିଥିବା ବେଳେ ସୁପର-୪ରେ ମଧ୍ୟ ବର୍ଷା ହୋଇଛି । ପାକିସ୍ତାନ ଟସ୍ ଜିତି ବୋଲିଂ ନିଷ୍ପତ୍ତି…
୧୫୦ ରନ୍ ପୂର୍ବରୁ ପାଭିଲିୟନ ଫେରିଲା ଟିମ ଇଣ୍ଡିଆ: ପ୍ରବଳ ବର୍ଷା ଯୋଗୁଁ ଅଧାରେ ଅଟକିଛି ମ୍ୟାଚ୍
ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ନିଜ ଦବଦବା ଜାହିର କରିଛି । ଦୁଇ ଓପନର ରୋହିତ ଶର୍ମା ଏବଂ ଶୁଭମନ ଗିଲ ଦମଦାର ଅର୍ଦ୍ଧଶତକ ହାସଲ କରିବା ପରେ ପାଭିଲିୟନ ଫେରିଥିବା ବେଳେ ଦଳର ମଙ୍ଗ ଧରିଛନ୍ତି ପୂର୍ବତନ…
ଆହତ ହୋଇ ଦଳରୁ ବାଦ୍ ପଡ଼ିଲେ ଶ୍ରେୟସ ଆୟର: ରାହୁଲ-ବୁମରାହଙ୍କୁ ମିଳିଲା ସୁଯୋଗ
ନୂଆଦିଲ୍ଲୀ: ସୁପର ଷ୍ଟେଜର ତୃତୀୟ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ପାକିସ୍ତାନ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛି ପାକିସ୍ତାନ କ୍ରିକେଟ ଟିମ୍ । ତେବେ ପାକିସ୍ତାନ…
ତୀରନ୍ଦାଜ ବିଶ୍ୱକପ୍ରେ ପ୍ରଥାମେଶ ଜାୱକର ଜିତିଲେ ରୌପ୍ୟ, ଦ୍ୱିତୀୟ ଭାରତୀୟ ଭାବେ ହାସଲ କଲେ ଏହି ସଫଳତା
ନୂଆଦିଲ୍ଲୀ: ତୀରନ୍ଦାଜ ବିଶ୍ୱକପ୍ରେ ଭାରତକୁ ପୁଣି ମିଳିଛି ସଫଳତା । ରବିବାର ମେକ୍ସିକୋରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ଭାରତର ପ୍ରଥାମେଶ ଜାୱକର(୨୦) ଡେନମାର୍କ ପ୍ରତିଯୋଗି ମାଥିସ୍ ଫୁଲରଟନ୍ ଙ୍କ ଠାରୁ…
US Open 2023: ମହିଳା ଏକକ ବର୍ଗରେ ପ୍ରଥମ ଥର ପାଇଁ ଚାମ୍ପିୟନ ହେଲେ ୧୯ ବର୍ଷୀୟ କୋକୋ ଗୌଫ୍, ମିଳିଲା ୧୫ କୋଟି ଟଙ୍କାର ପୁରସ୍କାର
ନୂଆଦିଲ୍ଲୀ: ୟୁଏସ୍ ଓପନ୍ ୨୦୨୩ର ନୂଆ ଚାମ୍ପିୟନ ହୋଇଛନ୍ତି ଆମେରିକାର ୧୯ ବର୍ଷୀୟ କୋକୋ ଗୌଫ୍ । ଗୌଫ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲେ ମଧ୍ୟ ବିଶ୍ୱ ନଂ-୧ ଖେଳାଳି ଆର୍ଯ୍ୟନା ସବାଲେଙ୍କାଙ୍କୁ ୨-୬, ୬-୩, ୬-୨…
Asia Cup 2023 Super Four: ଭାରତ-ପାକିସ୍ତାନ ମ୍ୟାଚ୍ରେ ଭିଲେନ ସାଜିପାରେ ବର୍ଷା, ଜାଣନ୍ତୁ କିପରି ରହିଛି କଲମ୍ବୋର ପାଣିପାଗ ପୁର୍ବାନୁମାନ
ନୂଆଦିଲ୍ଲୀ: ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦି ଭାରତ-ପାକିସ୍ତାନ ଚଳିତ ଏସିଆ କପ୍ରେ ଦ୍ୱିତୀୟ ଥର ରବିବାର ମୁହାଁ ମୁହିଁ ହେବେ । ଲିଗ୍ ପର୍ଯ୍ୟାୟ ଉଭୟ ଟିମ୍ ମୁହାଁମୁହିଁ ହୋଇଥିଲେ ମଧ୍ୟ ବର୍ଷା କାରଣରୁ ମ୍ୟାଚ୍…
ପାକିସ୍ତାନ ବିପକ୍ଷରେ ଜିତିଲେ ବି ସହଜ ହୋଇ ନପାରେ ଭାରତର ଫାଇନାଲ୍ ଏଣ୍ଟ୍ରି: ବୁଝନ୍ତୁ ପଏଣ୍ଟ ଟେବୁଲ ହିସାବ
ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୧୦ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପର ସୁପର-୪ରେ ମୁକାବିଲା ହେବ । ସୁପର-୪ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ପାକିସ୍ତାନ ବାଂଲାଦେଶ ବିପକ୍ଷରେ ୭ ୱିକେଟରେ ବିଜୟ…
ଭାରତ ପାଇଁ ପାକିସ୍ତାନର ସୁପର ପ୍ଲାନ୍: ଦମଦାର ବୋଲିଂ ଆଟାକ ସହ ଘୋଷଣା କଲା Playing-11
ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ଏବେ ଦମଦାର ସ୍ଥିତିରେ ପହଞ୍ଚିଛି । ସୁପର-୪ ଷ୍ଟେଜରେ ଆସନ୍ତାକାଲି ମୁହାଁମୁହିଁ ହେବେ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ତେବେ ଉଭୟ ଦଳ ମଧ୍ୟରେ ପ୍ରଥମ ମ୍ୟାଚକୁ ବର୍ଷା ଧୋଇ…
ଭାରତ-ପାକିସ୍ତାନ ସୁପର ଫୋର ମ୍ୟାଚ ପାଇଁ ଘୋଷଣା ହେଲା ରିଜର୍ଭ ଡେ, ମ୍ୟାଚ ବାତିଲ ହେବା ନେଇ ବି ରହିଛି ଆଶଙ୍କା
କଲମ୍ବୋ; ଏସିଆ କପ୍ର ସୁପର ୪ ରେ ଭାରତ ସ୍ଥାନ ପାଇବା ସହ ପାକିସ୍ତାନ ବିପକ୍ଷରେ ଆଉ ଏକ ବ୍ଲକବଷ୍ଟର ମୁକାବିଲା କରିବାକୁ ଯାଉଛି । ଆସନ୍ତା କାଲି ପୁଣି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମୁହାଁମୁହିଁ…
ଜି-୨୦ ବୈଠକରେ ‘Global BioFuels Alliences’ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ: ବିଶ୍ୱବାସୀଙ୍କୁ ବଡ଼ ଉପହାର, ଜାଣନ୍ତୁ ଉପକାରିତା
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମ୍ ରେ ଜି-୨୦ ବୈଠକର ଆଲୋଚନା ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ସେଶନ ଶେଷ ହୋଇଥିବା ବେଳେ ଏଥିରେ ବିଶ୍ୱ ପାଇଁ କିଛି ପ୍ରସ୍ତାବ…