Browsing Category
ଖେଳ
WPL Final: ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ, ନାଟଙ୍କ ଅର୍ଦ୍ଧଶତକୀୟ ଇନିଂସ
ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ପ୍ରଥମ ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ) ୨୦୨୩ର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଡବ୍ଲ୍ୟୁପିଏଲ ୨୦୨୩ର ଫାଇନାଲରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ…
WPL 2023 Final: ୧୩୧ ରନରେ ଅଟକିଲା ଦିଲ୍ଲୀ, କିଏ ପିନ୍ଧିବ ମୁକୁଟ
ନୂଆଦିଲ୍ଲୀ: ଆଜି ମହିଳା ପ୍ରିମିୟର ଲିଗ (ଡବ୍ଲ୍ୟୁପିଏଲ) ୨୦୨୩ର ଫାଇନାଲ ଚାଲିଛି । ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ବିଜୟ ପାଇଁ ଘମାଘୋଟ ଲଢ଼େଇ ଚାଲିଛି । ଟସ୍ ଜିତି ପ୍ରଥମ ବ୍ୟାଟିଂ କରି ଦିଲ୍ଲୀ…
WPL ରନର୍ସ ଅପ୍ ଟିମକୁ ମିଳିବ ୩ କୋଟି: ଚମ୍ପିଆନଙ୍କୁ କେତେ?
ମୁମ୍ବାଇ: ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ଆଜି ବାଜିବ ଫାଇନାଲ ବିଗୁଲ । ପ୍ରଥମ ଟୁର୍ଣ୍ଣାମେଣ୍ଟରେ ଟ୍ରଫି ହାତେଇବା ପାଇଁ ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ହେବ ଘମାଘୋଟ ଫାଇଟ । ସେଥିପାଇଁ ସଜେଇ ହୋଇସାରିଛି…
ଖୁବଶୀଘ୍ର ଫେରୁଛନ୍ତି ଋଷଭ: ପନ୍ତଙ୍କୁ ଭେଟିଲେ ରାଇନା, ହରଭଜନ ଓ ଶ୍ରୀସନ୍ଥ
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର ଋଷଭ ପନ୍ତ ଦୁର୍ଘଟଣାର ଶିକାର ହୋଇ ଏବେ ବି ଚିକିତ୍ସାରତ ଅଛନ୍ତି । ସର୍ଜରୀ ପରେ ବର୍ତ୍ତମାନ ସେ ଧିରେ ଧିରେ ସୁସ୍ଥ ହେଉଥିବା ବେଳେ ଖୁବଶୀଘ୍ର ଦଳକୁ କମବ୍ୟାକ କରିବେ ବୋଲି…
ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ଫାଇନାଲ୍: ପ୍ରଥମ ଟ୍ରଫି ଜିତି ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ଦୁଇ ଟିମ୍
ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୩ ର ଶେଷ ପର୍ଯ୍ୟାୟରେ ଉପନୀତ ହୋଇଛି। ପ୍ରଥମ ଥର ପାଇଁ ଆୟୋଜିତ ଏହି ଟୁର୍ନାମେଣ୍ଟର ଫାଇନାଲ ରବିବାର ଖେଳାଯିବ। ଟାଇଟଲ୍ ଯୁଦ୍ଧ ମେଗ୍ ଲାନିଙ୍ଗଙ୍କ ନେତୃତ୍ୱାଧୀନ ଦିଲ୍ଲୀ…
କ୍ରିଜ ବାହାରେ ଥିଲେ ବ୍ୟାଟ୍ସମ୍ୟାନ, ରନ ଆଉଟ ପରେ ବି ମାନିଲେନି ଅମ୍ପାୟାର: କାହିଁକି ଏମିତି ନିଷ୍ପତ୍ତି?
ନୂଆଦିଲ୍ଲୀ: କ୍ରିକେଟକୁ ଅନିଶ୍ଚିତତାର ଖେଳ ବୋଲି କୁହାଯାଏ । କାରଣ ଅଧିକାଂଶ ମ୍ୟାଚରେ କିଛି ନା କିଛି ଅଜବ ଘଟଣା ଘଟୁଥିବାର ଦେଖିବାକୁ ମିଳେ । ତେବେ ଏମିତି ଏକ ଅଜବ ଘଟଣା ଦେଖାଯାଇଛି ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା…
ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନଶିପ୍: ନୀତୁ, ସ୍ୱିଟି ବୋରାଙ୍କୁ ସ୍ୱର୍ଣ୍ଣ ପଦକ
ନୂଆଦିଲ୍ଲୀ: ଭାରତୀୟ ବକ୍ସର ନୀତୁ ଘାନହାସ ଓ ସ୍ୱିଟି ବୋରା ଏଠାରେ ଅନୁଷ୍ଠିତ ଆଇବିଏ ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନଶିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଶନିବାର ଅନୁଷ୍ଠିତ ୪୮ କେଜି ଫାଇନାଲ ଲଢ଼େଇରେ ୨୨ ବର୍ଷୀୟା…
ଆହତ ଖେଳାଳିଙ୍କୁ ନେଇ BCCIର ଚିନ୍ତା: ବିଶ୍ୱକପ ପୂର୍ବରୁ ନେଲା ଏହି କଠୋର ନିଷ୍ପତ୍ତି
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ଆରମ୍ଭ ହେବାକୁ ଯରାଉଛି ଦିନିକିଆ ବିଶ୍ୱକପ-୨୦୨୩ । ଏହାର ଆୟୋଜନ ଭାରତରେ ହେଉଥିବା ବେଳେ ଟିମ ଇଣ୍ଡିଆ ପାଇଁ ଚିନ୍ତା ଲଗାତାର ବଢିବାରେ ଲାଗିଛି । ଜଣକ ପରେ ଜଣେ ଭାରତୀୟ କ୍ରିକେଟ ଦଳର…
ଭାରତୀୟ ବକ୍ସର ନୀତୁ ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନ: ଫାଇନାଲରେ ମଙ୍ଗୋଲିଆ ବକ୍ସରଙ୍କୁ ହରାଇ ଜିତିଲେ ସ୍ୱର୍ଣ୍ଣ ପଦକ
ନୂଆଦିଲ୍ଲୀ: ଆଜି ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପରେ ଭାରତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି । ଭାରତୀୟ ବକ୍ସର ନୀତୁ ଘାଙ୍ଘାସ ୪୮ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ନୀତୁ ଫାଇନାଲରେ ମଙ୍ଗୋଲିଆର…
ଧୋନୀ ଅସଲି ‘Sixer King’: ଛକା ମାରିବାରେ ହାସଲ କରିଛନ୍ତି ମହାରେକର୍ଡ
ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠୁ ବଡ କ୍ରିକେଟ ଲିଗ ଆଇପିଏଲ-୨୦୨୩ । ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇ ସାରିଥିବା ଧୋନୀଙ୍କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା । ଏହା ତାଙ୍କର…