Browsing Category
ଖେଳ
ବ୍ରୋଞ୍ଜ ପଦକ ଜିତି ଗୋଲ ପୋଷ୍ଟ ଉପରେ ଚଢ଼ିଗଲେ ଶ୍ରୀଜେସ୍; ଜାଣନ୍ତୁ କଣ ରହିଛି କାରଣ
ନୂଆଦିଲ୍ଲୀ: ୪୧ ବର୍ଷର ଅଲିମ୍ପିକ୍ସ ପଦକ ମରୁଡିର ଅନ୍ତ ଘଟାଇ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛି ଭାରତୀୟ ପୁରୁଷ ହକି ଦଳ । ଭାରତୀୟ ହକି ଦଳର ବିଜୟ ପରେ ଗୋଲ କିପର ପି ଆର ଶ୍ରୀଜେସଙ୍କ ଏକ ଫଟୋ ବେଶ ଭାଇରାଲ ହୋଇଛି ।…
ଐତିହାସିକ ବିଜୟ ପରେ ଏପରି ଶୁଭେଚ୍ଛା ଜଣାଇଲେ ମୋଦୀ ଓ ନବୀନ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଆଜି ଇତିହାସ ରଚିଛି ଭାରତ । ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିତିଛି ଭାରତ । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ ଜିତିଛି ପୁରୁଷ ହକି ଦଳ । ପଦକ ପାଇଁ ଲଢ଼େଇରେ…
ହକିରେ ଭାରତକୁ ମିଳିଲା ଐତିହାସିକ ବ୍ରୋଞ୍ଜ, ୪୧ ବର୍ଷ ପରେ ଜିତିଲା ପଦକ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ୧୪ତମ ଦିବସ । ଟୋକିଓ ଅଲିମ୍ପିକ୍ସରେ ଆଜି ଇତିହାସ ରଚିଛି ଭାରତ । ଅଲିମ୍ପିକ୍ସ ପୁରୁଷ ହକିରେ ଭାରତକୁ ମିଳିଛି ଐତିହାସିକ ବ୍ରୋଞ୍ଜ ପଦକ । ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ…
ଟୋକିଓ ମୁକାବିଲା: ଆଜି ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲ୍ ଫାଇଟ୍ କରିବେ ରେସ୍ଲର୍ ରବି କୁମାର
ଟୋକିଓ,(ଭାସ୍କର ନ୍ୟୁଜ୍) : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ରେସ୍ଲର୍ ରବି କୁମାର ଦାହିୟା ଦ୍ୱିତୀୟ ଇଣ୍ଡିଆନ ରେସଲର ଭାବେ ଫାଇନାଲ୍କୁ ଯିବା ସହ ଦେଶ ପାଇଁ ପଦକ ନିଶ୍ଚିତ କରିଛନ୍ତି । ସେ ରୌପ୍ୟ ପଦକ ହାସଲ କରିବା…
ଭାରତ ପାଇଁ ଏକାଧିକ ପଦକ ଆଶା: ଆଜି ମଇଦାନକୁ ଓହ୍ଲାଇବେ ଭିନେଶ, ଅଂଶୁ ଓ ଦୀପକ
ଟୋକିଓ,(ଭାସ୍କର ନ୍ୟୁଜ୍): ଟୋକିଓ ଅଲିମ୍ପିକ୍ସ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଭାରତ ହାତ ଗଣତିରେ କେବଳ ତିନି ପଦକ ହାସଲ କରି ଅଟକି ରହିଛି । ତେବେ ଗୁରୁବାର ଦିନ ଭାରତୀୟ ଆଥଲେଟଙ୍କ ପାଇଁ ସବୁଠାରୁ…
ପ୍ରଥମ ଦିନରେ ଚମକିଲେ ବୁମରା ଓ ଶାମି, ଇଂଲଣ୍ଡ ୧୮୩ ରେ ଅଲଆଉଟ୍, ଭାରତ ୨୧/୦
ନୂଆଦଲ୍ଲୀ : ବୋଲରଙ୍କ ଦମରେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତ ଦମଦାର ଆରମ୍ଭ କରିଛି। ନର୍ଟିଂହାମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ୧୮୩ ରନର ଅଲଆଉଟ୍ ହୋଇଛି।…
ଦୂତୀ ଖଣ୍ଡନ କଲେ ଅଭିଯୋଗ; ବଖାଣିଲେ ଅନ୍ତର କଥା…
ଓଡ଼ିଶା ଭାସ୍କର ବ୍ୟରୋ: ସ୍ପ୍ରିଣ୍ଟର୍ ତଥା ଅଲିମ୍ପିଆଡ୍ ଦୂତୀ ଚାନ୍ଦ ବଖାଣିଲେ ଅନ୍ତରର ବ୍ୟଥା। କହିଲେ ମନ କଥା। ନିଜ ଉପରକୁ ଆସୁଥିବା ଅଭିଯୋଗକୁ ଖଣ୍ଡନ କରିବା ସହ କହିଲେ ପ୍ରମାଣ ଆପଣମାନେ ପାଇପାରିବେ।
ଟୋକିଓ…
ମାଧୁରୀଙ୍କ ଗୀତରେ ଝୁମିଲେ ଇସ୍ରାଏଲୀ ଆଥଲେଟ୍, ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ: କୁହାଯାଏ ବଲିଉଡରେ ପ୍ରତି ଖାସ ମୁହୂର୍ତ୍ତକୁ ନେଇ କିଛି ନା କିଛି ଗୀତ ରହିଥାଏ । ଆଉ ଏହି ସବୁ ଗୀତର ପ୍ରଶଂସକ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଦେଖିବାକୁ ମିଳନ୍ତି । ନିକଟରେ ଏହିଭଳି ଏକ ଦୃଶ୍ୟ…
ପେସ୍ ବୋଲରଙ୍କ କମାଲ: ଡ୍ରାଇଭର ସିଟରେ ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଡ୍ରାଇଭର ସିଟରେ ଭାରତ । ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଘାତକ ବୋଲିଂ ଫଳରେ ଇଂଲଣ୍ଡ ୫୯ ଓଭର ଖେଳ ଶେଷ ସୁଦ୍ଧା ୮ ୱିକେଟ ହରାଇ ୧୫୫ ରନ୍ ସଂଗ୍ରହ କରିଛି । ଲଞ୍ଚ ସୁଦ୍ଧା…
ମହିଳା ହକି ଦଳ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଳୀ: ସେମି ଫାଇନାଲରେ ଭାରତୀୟ ମହିଳା ହକି ଦଳର ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ହକି ଦଳର ଅଧିନାୟିକା ଓ କୋଚଙ୍କ ସହିତ କଥା ହେଇଛନ୍ତି । ଭାରତୀୟ ଦଳର ଅଧିନାୟିକା ରାଣୀ ରାମପାଲ ଓ କୋଚ…