Browsing Category
ଖେଳ
କୋହଲିଙ୍କ ପରେ କିଏ ସମ୍ଭାଳିବ ଟିମ୍ ଇଣ୍ଡିଆର ନେତୃତ୍ୱ ଦାୟିତ୍ୱ ? ତିନୋଟି ନାମ ଦେଲେ ଏହି ପୂର୍ବତନ ଖେଳାଳି
ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ପରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କିଏ ହେବ ? ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ବଟ୍ଟ କହିଛନ୍ତି ଭାରତକୁ ନିକଟ ଭବିଷ୍ୟତରେ ଅଧିନାୟକ ପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା…
ହାଇକୋର୍ଟର ଦ୍ୱାରସ୍ଥ ହେଲେ ସୁଶୀଲଙ୍କ ମା, କହିଲେ- ପୁଅ ବିରୋଧରେ ଚାଲିଛି ମିଡିଆ ଟ୍ରାଏଲ
ନୂଆଦିଲ୍ଲୀ : ଛତ୍ରସାଲ ଷ୍ଟାଡିୟମରେ ସାଗର ଧନକରଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ସଂପ୍ରତି ପୋଲିସର ଛଅ ଦିନିଆ ରିମାଣ୍ଡରେ ଅଛନ୍ତି । ଅନ୍ୟପଟେ ପହିଲମାନଙ୍କ ମା ଦିଲ୍ଲୀ…
ଆଜିର ଦିନରେ ଇତିହାସ ରଚିଥିଲେ ଗାଙ୍ଗୁଲି-ଦ୍ରାବିଡ, ପ୍ରଥମ ଥର ଦିନିକିଆରେ ହୋଇଥିଲା ୩୦୦ ରନର ଭାଗିଦାରୀ
ନୂଆଦିଲ୍ଲୀ: ଦିିନିକିଆ କ୍ରିକେଟରେ ୧୦ ହଜାରରୁ ଉର୍ଦ୍ଧ୍ୱ ରନ କରିଥିବା ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ ଅନେକ ଥର ବିରୋଧୀ ଦଳୁ ନାକେଦମ କରିଛନ୍ତି । ଆଜକୁ ଠିକ୍ ୨୨ ବର୍ଷ ପୂର୍ବେ ୧୯୯୯ ବିଶ୍ୱ କପରେ ଗାଙ୍ଗୁଲି ଓ…
ଆଇପିଏଲ୍ ଶେଷ ହେବାର ସପ୍ତାହ ପରେ ଟି-୨୦ ବିଶ୍ୱକପ, ଭାରତର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ବାତିଲ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଆଇପିଏଲ ଓ ଟି-୨୦ ବିଶ୍ୱକପ୍ ପରି ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ନେଇ ଦକ୍ଷିଣ ଆଫ୍ରିିକା ବିକ୍ଷ ଟି- ୨୦ ସିରିଜ ବାତିଲ କଲା ବିସିସିଆଇ।
କାରଣ ଆସନ୍ତା ସେପ୍ଟେମ୍ବର ମାସରେ ଏହି ସିରିଜ…
ୟୁଏଇରେ ଖେଳାଯିବ ଆଇପିଏଲ୍-୧୪ର ଅବଶିଷ୍ଟ ମ୍ୟାଚ : ଅକ୍ଟୋବର ୯ରେ ଫାଇନାଲ୍ ମ୍ୟାଚ୍, ଦିନକୁ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳାଯିବ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) କ୍ରିକେଟର ଦ୍ୱିତୀୟ ଭାଗ ଆସନ୍ତା ସେପ୍ଟେମ୍ବର ତୃତୀୟ ସପ୍ତାହରୁ ଅନୁଷ୍ଠିତ ହେବ ବୋଲି ମଙ୍ଗଳବାର ଦିନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ…
IPL-୧୪ର ଅବଶିଷ୍ଟ ମ୍ୟାଚ୍ ପାଇଁ ତାରିଖ ଘୋଷଣା! ୧୦ ଅକ୍ଟୋବରରେ ଫାଇନାଲ, ଜାଣନ୍ତୁ କେବେ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ?
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ ବା IPLର ପ୍ରଶଂସକମାନଙ୍କ ଆସିଛି ଖୁସି ଖବର । ଖବର ମିଳିଛି କି, କରୋନା ପାଇଁ ବନ୍ଦ ହୋଇଥିବା ଆଇପିଏଲ-୧୪ର ଅବଶିଷ୍ଟ ମ୍ୟାଚଗୁଡିକ ୟୁଏଇରେ ଖେଳାଯିବ । ପୂର୍ବରୁ ଖବର ମିଳିଥିଲା…
ସାଗର ହତ୍ୟାକାଣ୍ଡ: ସୁଶୀଲ କୁମାରଙ୍କୁ ଚାକିରିରୁ ସସପେଣ୍ଡ କଲା ରେଲୱେ
ନୂଆଦିଲ୍ଲୀ : ୨୦ ଦିନର ଲୁଚକାଳି ଖେଳ ପରେ ଦିଲ୍ଲୀ ପୋଲିସର ପଞ୍ଝାକୁ ଆସିବା ପରେ ପହିଲମା ସୁଶୀଲ କୁମାରଙ୍କ ମୁସ୍କିଲ ବଢିବାରେ ଲାଗିଛି । ଏବେ ସୁଶୀଲଙ୍କୁ ଉତର ରେଲୱେ ଚାକିରିରୁ ନିଲମ୍ବନ କରିଛି । ଉତର ରେଲୱେର…
୨୦୨୩ ପର୍ଯ୍ୟନ୍ତ ସ୍ଥଗିତ ହେଲା ଏସିଆ କପ୍
ନୂଆଦିଲ୍ଲୀ: ସାରା ବିଶ୍ୱରେ ଖେଳ ଠାରୁ ଆରମ୍ଭ କରି ଉଦ୍ୟୋଗ, ଶିକ୍ଷା, ବ୍ୟବସାୟ ଆଦି ବିଭିନ୍ନ କ୍ଷେତ୍ରରେ କରୋନା ମହାମାରୀ ଯୋଗୁଁ ବେଶ୍ ପ୍ରଭାବିତ ହୋଇଛି । ସଂକ୍ରମଣ ବଢ଼ିବା ଭୟରେ ବିଭିନ୍ନ ଆନ୍ତଜାର୍ତୀୟ ଖେଳକୁ ବନ୍ଦ…
ଇସିବି ବଢାଇଲା ବିସିସିଆଇର ଟେନସନ, ଆଇପିଏଲ ୨୦୨୧ର ବାକି ମ୍ୟାଚକୁ ନେଇ ଦୋଛକିରେ ଗାଙ୍ଗୁଲି ପ୍ରଶାସନ
ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଂଚ ମ୍ୟାଚ୍ ବିିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଅଗଷ୍ଟ ୪ରୁ ଆରମ୍ଭ ହେବ । ଅନ୍ୟପଟେ ବିସିସିଆଇ ଆଇପିଏଲର ବଳକା ମ୍ୟାଚର ଆୟୋଜନ ପାଇଁ ଯଥା ସମ୍ଭବ ଉଦ୍ୟମ ଜାରି ରଖିଛି । ଏଥିପାଇଁ…
୨୦୨୩କୁ ଘୁଞ୍ଚିଲା ଏସିଆ କପ୍ କ୍ରିକେଟ୍
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ୨୦୨୧ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତା ୨୦୨୩କୁ ଘୁଞ୍ଚାଇ ଦିଆ ଯାଇଛି । ପ୍ରତି ଦୁଇ ବର୍ଷରେ ହେଉଥିବା ଏହି ପ୍ରତିଯୋଗିତାକୁ ପାକିସ୍ତାନରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର…