Browsing Category

ଖେଳ

ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍: ଭାରତ ବିରୋଧରେ ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା

ସାଉଥମ୍ପଟନ : ନ୍ୟୁଜିଲାଣ୍ଡ ଦଳ ଭାରତ ବିପକ୍ଷ  ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଦଳରେ ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ  ଟେଷ୍ଟ ମ୍ୟାଚ୍ ଖେଳିନଥିବା ଅଧିନାୟକ କେନ…

ପୁରସ୍କାର ରାଶି ଘୋଷଣା କଲା ଆଇସିସି, ବିଶ୍ୱଟେଷ୍ଟ ଚାମ୍ପିଅନ୍ ଟିମ୍‌କୁ ମିଳିବ ୧.୬ ମିଲିୟନ ଡଲାର

ଦୁବାଇ (ଓଡ଼ିଶା ଭାସ୍କର): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍  ଫାଇନାଲ ମ୍ୟାଚର ବିଜେତାଙ୍କୁ ମିଳିବ ୧.୬ ମିଲିଅନ ଡଲାର ପୁରସ୍କାର ରାଶି ସହିତ ଟେଷ୍ଟ ଚାମ୍ପିଅନସିପ୍…

ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ପାଇଁ ପିଚ୍  ପ୍ରସ୍ତୁତ, ଅଡୁଆରେ ପଡିପାରନ୍ତି ଭାରତୀୟ ଦଳ ଓ ବିରାଟ କୋହଲି

ସାଉଥମ୍ପଟନ: ପ୍ରଥମ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ସାଉଥମ୍ପଟନରେ ଖେଳାଯିବ।  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଏହି ଫାଇନାଲ ମୁକାବିଲା ପାଇଁ ପିଚ୍ ପ୍ରସ୍ତୁତ।…

ଟି-୨୦ ୱାର୍ଲ୍ଡ କପ୍: ମୁମ୍ବାଇରେ ପହଞ୍ଚିଲେ ସୌରଭ ଗାଙ୍ଗୁଲି, ହୋଇପାରେ ବଡ଼ ନିଷ୍ପତ୍ତି

ମୁମ୍ବାଇ: ଅକ୍ଟୋବର-ନଭେମ୍ବରରେ ଭାରତରେ ଟି -୨୦ ବିଶ୍ୱକପ ପ୍ରସ୍ତାବ ଦିଆଯାଇଛି । କିନ୍ତୁ କରୋନା ଯୋଗୁଁ ଏହାର ଆୟୋଜନ ଉପରେ ସନ୍ଦେହ ରହିଛି। ଏଭଳି ସ୍ଥିତିରେ ବିସିସିଆଇ ଆଇପିଏଲର ଅବଶିଷ୍ଟ ୩୧ ଟି ମ୍ୟାଚ୍ ବ୍ୟତୀତ ଟି…

ଭାରତର ପୂର୍ବତନ ଅଲିମ୍ପିଆନ୍‌ ସୂରତ ସିଂ ମାଥୁରଙ୍କ ପରଲୋକ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ଭାରତର ପୂର୍ବତନ ଅଲିମ୍ପିଆନ୍‌ ସୂରତ ସିଂ ମାଥୁରଙ୍କ ରବିବାର କରୋନାରେ ପରଲୋକ ଘଟିଛି । ସେ ଭାରତ ପାଇଁ ୧୯୫୨ ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ପଦକ ହାସଲ କରିବା ସହ ୧୯୫୨ ଅଲିମ୍ପିକ୍‌ରେ…

ମିଲଖା ସିଂଙ୍କ ପତ୍ନୀ ନିର୍ମଲ କୌରଙ୍କ ଜୀବନ ନେଲା କରୋନା , ମାତ୍ର ୮୫ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କଲେ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀ କିମ୍ବଦନ୍ତୀ ଆଥଲେଟ୍‌ ମିଲଖା ସିଂ କରୋନାରେ ଆକ୍ରାନ୍ତ ହୋଇ ଧୀରେ ଧୀରେ ସୁସ୍ଥ ଅବସ୍ଥାକୁ ଫେରୁଥିବା ବେଳେ ପତ୍ନୀ ନିର୍ମଲ କୌରଙ୍କର ମୃତ୍ୟୁ ହୋଇ ଯାଇଛି । ମୃତ୍ୟୁ ବେଳକୁ…

ଫ୍ରେଞ୍ଚ୍ ଓପନ୍ ୨୦୨୧: ନୋଭାକ୍‌ ଜୋକୋଭିକ୍ ଜିତିଲେ ୧୯ତମ ଗ୍ରାଣ୍ଡ ସ୍ଲାମ୍, ରଚିଲେ ଇତିହାସ

ନୂଆଦିଲ୍ଲୀ: ପୁଣି ବାଜି ମାରିନେଲେ ନୋଭାକ୍‌। ବିଶ୍ଵରେ ରଚିଲେ ଇତିହାସ। ୧୯ ଥର ପାଇଁ ସେ ଜିତିଲେ ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡ୍‌ ସ୍ଲାମ୍‌। ଷ୍ଟେଫାନସ୍‌ ସିତ୍‌ସିପାସଙ୍କୁ ହରାଇ ନୋଭାକ୍‌ ଏହି ରେକର୍ଡ ହାସଲ…

ଫିନଲାଣ୍ଡ ବିପକ୍ଷ ମ୍ୟାଚ ବେଳେ ଆହତ ହେଲେ କ୍ରିଷ୍ଟିଆନ ଏରିକସନ୍

କୋପେନହାଗନ୍: ଫିନଲାଣ୍ଡ ବିପକ୍ଷରେ ଅନୁଷ୍ଠିତ ଉଫା ୟୁରୋ ୨୦୨୦ ମ୍ୟାଚ ସମୟରେ ଡେନମାର୍କର ମିଡଫିଲ୍ଡର କ୍ରିଷ୍ଟିଆନ ଏରିକସନ ଆହତ ହୋଇଛନ୍ତି । ମ୍ୟାଚ ଚାଲିଥିବା ବେଳେ ଏରିକସନ ପଡ଼ିଆରେ ତଳେ ପଡ଼ିଯାଇଥିଲେ । ତେବେ…

ମୁମ୍ବାଇରେ ୧୪ ଦିନ କ୍ୱାରେଣ୍ଟାିନରେ ରହିବ ଭାରତୀୟ ଟିମ୍, ଜୁଲାଇରେ ଶ୍ରୀଲଙ୍କା ଗସ୍ତ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଯିବା ପାଇଁ ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ୱରେ ଗଠିତ ଭାରତୀୟ କ୍ରିକେଟ ଦଳ ମୁମ୍ବାଇରେ ୧୪ ଦିନ କ୍ୱାରେଣ୍ଟାିନରେ ରହିବେ । ଆସନ୍ତା ୧୪ରୁ…

ପଡିଆରେ ଗୁଣ୍ଡାଗର୍ଦି ପଡିଲା ମହଙ୍ଗା, ଚାରୋଟି ମ୍ୟାଚରୁ ବାସନ୍ଦ ହେଲେ ସାକିବ ଅଲ ହାସନ

ଢାକା ୧୨।୦୬: ଢାକା ପ୍ରିମିୟର ଲିଗ୍ର ମ୍ୟାଚ୍ ବେଳେ ପଡିଆରେ ଅଶୋଭନୀୟ ଆଚରଣ କରିବା ସହ ଗୁଣ୍ଡାଗିରି କରିଥିବା ବାଂଲାଦେଶ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ସାକିବ ଅଲ ହାସନଙ୍କୁ ମହଙ୍ଗା ପଡିଛି। ଟୁର୍ଣ୍ଣାମେଣ୍ଟରୁ…