fbpx
Browsing Category

Top Stories

Video: ଦୂର୍ଘଟଣା ପାଇଁ ପୁରୀରେ ପହଞ୍ଚି ପାରିଲେ ନାହିଁ ମାମୁଁ, ମାଇଁ

ପୁରୀ ପାଇଁ ବାହାରିଥିଲେ ମାମୁଁ, ମାଇଁ ଏବଂ ୨ସାନ ଭାଇ । ବାଲେଶ୍ୱରରୁ ଭୂବନେଶ୍ୱର ଆସୁଥିଲେ ସମସ୍ତେ,ବାହାନଗା ଠାରେ ହୋଇଗଲା ଦୂର୍ଘଟଣା । ଭୂବନେଶ୍ୱରରେ ଓହ୍ଲାଇ ଯାଇଥାନ୍ତେ ପୁରୀ , ଆହାତ ହୋଇଥିବା ଯାତ୍ରୀଙ୍କ…

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ, ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତାବ

ଭୁବନେଶ୍ଵର: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣାରେ ପୁରା ଦେଶ ସ୍ତବ୍ଦ ହୋଇଯାଇଛି। ଗତକାଲିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ୍ଷ ଭାବେ ଘଟଣାର ଅନୁଧ୍ୟାନ କରୁଥିବା ବେଳେ ଆଜି ଘଟଣା ସ୍ଥଳ…

ପୂର୍ବ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀ କହିଲେ ଦୁର୍ଘଟଣା ପଛରେ କାହାର ଷଡଯନ୍ତ୍ର ରହିଛି, ଉଚ୍ଚ ଉଚ୍ଚସ୍ତରୀୟ ଯାଞ୍ଚ ହେଲେ ସତ ସାମ୍ନାକୁ ଆସିବ

ନୂଆଦିଲ୍ଲୀ:ଓଡିଶାର ବାଲେଶ୍ୱରରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟାନକ ଟ୍ରେନ୍ ଦୁର୍ଘଟଣାରେ ୨୮୮ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହା ସହିତ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ସଂଖ୍ୟା ଆଗକୁ ଆହୁରି…

Video: ପୁରୀ ଯାଇ ସ୍ନାନଯାତ୍ରା ଦେଖିଥାନ୍ତେ, ଅଧା ରହିଗଲା ଜଗାଦର୍ଶନ, ହେଲେ ଯାତ୍ରୀଙ୍କ ଜୀବନ ନେଇଗଲା କରମଣ୍ଡଳ

ବାଲେଶ୍ୱର: ସ୍ନାନଯାତ୍ରା ଦେଖିଥାନ୍ତେ ହେଲେ କରମଣ୍ଡଳ ମାରିଦେଲା । ପୁରୀରେ ପହଞ୍ଚିବା ପୂର୍ବରୁ ଟ୍ରେନ୍ ତଳେ ଚାପି ହୋଇଗଲେ ଶହ ଶହ ଯାତ୍ରୀ । ଆଖି ଆଗରେ ଚାଲି ୨୫୦ ଅଧିକ ଲୋକଙ୍କର ଜୀବନ। ଆଉ ଗୋଟିଏ ଦିନ ପରେ…

Video: ମୃତ ଦେହରୁ ନେଇଯାଉଛନ୍ତି ସୁନା ଗହଣା, ଚୋରୀ କରୁଛନ୍ତି ଟଙ୍କା ଏବଂ ଦାମିଦାମି ଜିନିଷ

ଭୁବନେଶ୍ୱର: ବାଲେଶ୍ୱରରେ ଘଟିଥିବା ଅଭାବନୀୟ ଟ୍ରେନ ଦୁର୍ଘଟଣାରେ ୨୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଟ୍ରେନରୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ କିଛି ଲୋକେ ମୃତ…

Video: ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନା ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ଘଟଣାସ୍ଥଳରେ ପହଂଚିଛନ୍ତି। ଦୁର୍ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ପାଇଁ…

ଆସିଲା ଯାଞ୍ଚ ରିପୋର୍ଟ: ସିଗନାଲ୍ ରେ ତ୍ରୁଟି କାରଣରୁ ଘଟିଗଲା ଏତେ ବଡ ଦୁର୍ଘଟଣା

ଭୁବନେଶ୍ୱର:ଓଡିଶାର ବାଲେଶ୍ୱରରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟାନକ ଟ୍ରେନ୍ ଦୁର୍ଘଟଣାରେ ୨୬୧ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହା ସହିତ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ସଂଖ୍ୟା ଆଗକୁ ଆହୁରି…

ବିଶ୍ୱର ସବୁଠୁ ବଡ଼ ଟ୍ରେନ୍ ଦୁର୍ଘଟଣା: ସୁନାମିରେ ଭାସି ଯାଇଥିଲା ଟ୍ରେନ୍ , ୧୭୦୦ ଲୋକ ପ୍ରାଣ ହରାଇଥିଲେ !

ନୂଆଦିଲ୍ଲୀ : ଓଡିଶା ବାଲେଶ୍ୱରର ଟ୍ରେନ୍ ଦୁର୍ଘଟଣା ଯେମିତି ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଏହା ଭାରତର ଦ୍ୱିତୀୟ ବୃହତ୍ତମ ରେଳ ଦୁର୍ଘଟଣା ବୋଲି କୁହାଯାଉଛି । ଏଥିରେ ଏପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ଘଟିଛି ବୋଲି…

ଗୀତିକାର ଜାଭେଦ୍ ଅଖତାର କଲେ ଭବିଷ୍ୟବାଣୀ, ଆମେରିକାର ପୂର୍ବତନ ଫାଷ୍ଟ ଲେଡି ହେବେ ଆଗାମୀ ରାଷ୍ଟ୍ରପତି

ୱାଶିଂଟନ୍:ଗୀତିକାର ଜାଭେଦ୍ ଅଖତାର ଏବେ ଆମେରିକା ଗସ୍ତରେ ଅଛନ୍ତି । ଶନିବାର ସେ କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବ ପ୍ରଥମ ମହିଳା ମିସେଲ୍ ଓବାମା ଏକମାତ୍ର ଡେମୋକ୍ରାଟ୍ ପ୍ରାର୍ଥୀ ଅଟନ୍ତି ଯିଏ କି ୨୦୨୪…

(Video) ମାଟି ତଳୁ ଶୁଭୁଛି ଭୟଙ୍କର ଶବ୍ଦ: ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି, ରହସ୍ୟ ଖୋଲିବାକୁ ଆରମ୍ଭ ହେବ ଗବେଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ବିଭିନ୍ନ ସ୍ଥାନରୁ କିଛି ଅଜବ ଧରଣର ଖବର ସାମ୍ନାକୁ ଆସିଥାଏ । ଏପରି ଘଟଣାକୁ କେହି ସହଜରେ ବିଶ୍ୱାସ କରନ୍ତି ନାହିଁ । ତେବେ ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି…