fbpx
Browsing Category

Top Stories

’ମୋ ସହିତ ରୁହ, ଆଉ ପିଲା ଜନ୍ମ କର’, ମୁଦି ପିନ୍ଧାଇ ଯୁବତୀଙ୍କୁ ଏପରି ପ୍ରପୋଜ୍ କରିଥିଲେ ହମାସ୍ ଆତଙ୍କବାଦୀ

ନୂଆଦିଲ୍ଲୀ: ଇସ୍ରାଏଲ୍‌-ହମାସ ଯୁଦ୍ଧ ମଧ୍ୟରେ ଜଣେ ଇସ୍ରାଏଲ୍ ମହିଳା ତାଙ୍କ ସହ ଘଟିଥିବା ଏପରି କିଛି ଘଟଣା ସେୟାର କରିଛନ୍ତ ଯାହା ଶୁଣିଲେ ଆପଣଙ୍କ ଛାତି ଥରିି ଉଠିବ । ଟାଇମ୍ସ ଅଫ୍ ଇସ୍ରାଏଲ୍ ଅନୁଯାୟୀ ୧୮ ବର୍ଷୀୟା…

IPLରେ ଆଜି ମୁମ୍ବାଇ-ଦିଲ୍ଲୀ ଟକ୍କର: ପ୍ରତିଶୋଧ ଲକ୍ଷ୍ୟରେ ରିଷଭ ପନ୍ତ, ଏମିତି ରହିପାରେ Playing-11

ନୂଆଦିଲ୍ଲୀ: ଆଜି ଆଇପିଏଲ ମହାଲଢେଇରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଆଇପିଏଲ ଟୁର୍ଣ୍ଣାମେଣ୍ଟର ଦୁଇ ବଡ଼ ଫିନିସରଙ୍କ ମଧ୍ୟରେ ଆଜି ହେବ କଡ଼ା ଟକ୍କର । ଏଥିପାଇଁ ଉଭୟ…

ଜେଲ୍‌ରୁ ବାହାରି ଏକାନ୍ତବାସରେ ଗଲେ ଫଳହାରୀ ବାବା, ବଳାତ୍କାର ଅଭିଯୋଗରେ ହୋଇଥିଲେ ଦୋଷୀ ସାବ୍ୟସ୍ତ

ଅଲୱର: ବଳାତ୍କାର କେସ୍‌ରେ ଜେଲ୍‌ଦଣ୍ଡ ଭୋଗୁଥିବା ଅଲୱରର ଫଳାହାରୀ ବାବାଙ୍କୁ ହାଇକୋର୍ଟରୁ ୨୦ ଦିନ ପାଇଁ ପାରୋଲ ମିଳିଯାଇଛି । ବାବାଙ୍କ ଆଶ୍ରମର ମହାରାଜ ସୁଦର୍ଶନାଚାର୍ଯ୍ୟ କହିଛନ୍ତି ଫଳାହାରୀ ମହାରାଜ ସୁସ୍ଥ ଅଛନ୍ତି…

ମନି ଲଣ୍ଡରିଂ ମାମଲାରେ ଆପ୍ ବିଧାୟକଙ୍କୁ କୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲାହ ଖାନ୍ ଆଜି କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ ୱାକଫ୍ ବୋର୍ଡ ମନି ଲଣ୍ଡରିଂ ମାମଲାରେ ସେ ଅଭିଯୁକ୍ତ ଥିଲେ । ଆଜି ରାଉଜ୍ ଆଭେନ୍ୟୁ କୋର୍ଟରେ ତାଙ୍କର…

(Video) ସାବଧାନ୍! ଆହୁରି ୪ ଦିନ ବର୍ଷିବ ନିଆଁ, ଘରୁ ନ ବାହାରିବାକୁ ପାଣିପାଗ ବିଭାଗର ସତର୍କବାଣୀ

ଭୁବନେଶ୍ୱର: ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ । ପ୍ରବଳ ଖରାକୁ ଅସହ୍ୟ ଗୁଳୁଗୁଳିରେ ସାରା ରାଜ୍ୟ କଲବଲ ହୋଇଉଠିବ । ଘରୁ ବାହାରିବା ତ ଦୂରର କଥା, ଘରେ ରହିବା ମଧ୍ୟ କଷ୍ଟକର ହୋଇପଡ଼ିଛି ।…

ପୁରୀରେ ବ୍ୟାପୁଛି ଝାଡ଼ାବାନ୍ତି, ୩୦ ଜଣ ମେଡିକାଲରେ ଭର୍ତ୍ତି

ପୁରୀ: ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି । ବାଲିସାହି, ରେଡ଼କ୍ରସ୍ ରୋଡ୍ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଥିବା ଖବର ସାମ୍ନାକୁ ଆସିଛି । ଏହି ଝାଡ଼ାବାନ୍ତିରେ ୩୦ ଜଣ ମେଡିକାଲରେ ଭର୍ତ୍ତି…

ଜେଇଇ ଆଡଭାନ୍ସଡ ପରୀକ୍ଷା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା ମଇ ମାସ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ଆଡଭାନ୍ସଡ ପରୀକ୍ଷା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହେବ । ଦେଶରେ ୨ ଲକ୍ଷ ୫୦ ହଜାର ୨୮୪ ଜଣ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ ପାଇଁ ଯୋଗ୍ୟ…

Vampire Facial କରାଇବା ୩ ମହିଳାଙ୍କୁ ପଡିଲା ମହଙ୍ଗା: ହୋଇଗଲେ ଏଚ.ଆଇ.ଭି.ର ଶିକାର

ସୁନ୍ଦର ଏବଂ ଯୁବା ଦେଖାଯିବା ପାଇଁ ସମସ୍ତେ ନୂଆ ଜିନିଷ ଚେଷ୍ଟା କରନ୍ତି । ଚେହେରାକୁ ସୁନ୍ଦର ଓ ଚମକାଇବା ପାଇଁ ଅନେକ ଲୋକ ନିଜ ଜୀବନକୁ ବିପଦରେ ପକାଇବାକୁ ଭୟ କରନ୍ତି ନାହିଁ । ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ…

T-20 ବିଶ୍ୱକପ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସି ଖବର: ନୂଆ ଅତିଥିଙ୍କ ସହ ହେବ ଭେଟ

ନୂଆଦିଲ୍ଲୀ: ବର୍ତ୍ତମାନ ଆଇପିଏଲ ନୂଆ ରୋମାଞ୍ଚରେ ପହଞ୍ଚିଥିବା ବେଳେ ଆଗକୁ ଟି-୨୦ ବିଶ୍ୱକପ ରହିଛି । ତେବେ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଖୁସି ଖବର ମିଳିଛି । ତେବେ…

ହୋଟେଲରେ ୭୦ ରୁ ଅଧିକ ପାକିସ୍ତାନୀ ରହିଥିବାର ସୂଚନା ମିଳିବା ପରେ ହଇଚଇ: ପାରାମିଲିଟାରୀ ଫୋର୍ସ ନିୟୋଜିତ

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଦିଲ୍ଲୀ ପୋଲିସ ସମେତ ଦେଶର ସୁରକ୍ଷା ଏଜେନ୍ସିରେ ଆତଙ୍କ ଖେଳିଯାଇଥିଲା, ଯେତେବେଳେ ପାହାରଗଞ୍ଜ ସ୍ଥିତ ଟୁଡେ ଇଣ୍ଟରନ୍ୟାସନାଲ ହୋଟେଲରେ ୬୦ରୁ ୭୦ ଜଣ ପାକିସ୍ତାନୀ ରହିଛନ୍ତି ବୋଲି…