fbpx
Browsing Category

Top Stories

ଏମଡି ଏବଂ ସିଇଓ ସନ୍ଦୀପ ବକ୍ସିଙ୍କ ଇସ୍ତଫା ଦେବା ଖବରକୁ ଖଣ୍ଡନ କଲା ICICI ବ୍ୟାଙ୍କ

ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟରର ଦ୍ୱିତୀୟ ବଡ଼ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ନିଜ ଏମଡି ଏବଂ ସିଇଓ ସନ୍ଦିପ ବକ୍ସିଙ୍କ ଇସ୍ତଫାର ଖବରକୁ ଖଣ୍ଡନ କରିଛନ୍ତି । ବ୍ୟାଙ୍କ ଏହି ଖବରକୁ ସଂପୂର୍ଣ୍ଣ ଭାବେ ମିଥ୍ୟା ଏବଂ ମନଗଢା…

୪୦୦ ପାର୍ ମଜାକ୍‌, ୩୦୦ ପାର୍ ଅସମ୍ଭବ; ଶଶି ଥରୁର କହିଲେ ବିଜେପି ଜିତିବ କେତେ ସିଟ୍‌

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ମାହୋଲ ପୁରା ସରଗରମ ରହିଥିବା ବେଳେ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି ବିଜେପିର ୪୦୦ ପାର୍ ଦାବୀ ଏକ ମଜାକ୍ । ବିଜେପି ଏଥର ୩୦୦ ପାର୍ କରିବା ବି ଅସମ୍ଭବ । ଏପରିକି ୨୦୦…

Heeramandi ଦେଖି ନିରାଶ ହେଲେ ପ୍ରଶଂସକ, କମଜୋର କାହାଣୀ ପାଇଁ ଏପରି ଆସିଲା ଅଡିଏନ୍ସଙ୍କ ରିଆକ୍ସନ

ନୂଆଦିଲ୍ଲୀ: ସଞ୍ଜୟ ଲୀଲା ଭଂସାଲୀଙ୍କ ପ୍ରତ୍ୟେକ ପ୍ରୋଜେକ୍ଟକୁ ଲୋକମାନେ ବହୁ ଉତ୍ସାହର ସହ ଅପେକ୍ଷା ଥାଆନ୍ତି । ସଞ୍ଜୟ ନିଜ ଫିଲ୍ମମାନଙ୍କରେ ଚମତ୍କାର ଷ୍ଟା କାଷ୍ଟ, ଭବ୍ୟ ସେଟ୍ ଏବଂ ଦମଦାର କାହାଣୀ ପାଇଁ ଜଣାଶୁଣା ।…

ବିଧାନସଭା ନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ମାସ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିଲା । ଆଗକୁ ଆଉ ୫ଟି…

ନାମାଙ୍କନ ଦାଖଲ କଲେ ଅପରାଜିତା ଏବଂ ମନ୍ମଥ, ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ମୁହାଁମୁହିଁ ହେଲେ ବିଜେଡି- ବିଜେପି କର୍ମୀ

ଭୁବନେଶ୍ୱର: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଅନ୍ୟ ହେୱିୱେଟ୍ ନାମାଙ୍କନ ଦାଖଲ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଜେଡି ଭୁବନେଶ୍ୱର ସାଂସଦ…

(Video)ଏମିତି ବି ଆସେ ମୃତ୍ୟୁ, ନମାଜ ପଢୁଥିବା ବେଳେ ହଠାତ୍ ଟଳିପଡିଲେ ବ୍ୟକ୍ତି ଆଉ ତା’ପରେ ସବୁ ଶେଷ

ଗାଜିଆବାଦ:ଉତ୍ତରପ୍ରଦେଶ ଗାଜିଆବାଦରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ମୁରାଦନଗର ମସଜିଦ୍‌ରେ ନମାଜ ପଢୁଥିବା ସମୟରେ ଅଚାନକ ହୃଦଘାତ ହେବାରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା…

କଣ୍ଟାବାଞ୍ଜି ବିଧାନସଭା ଆସନରୁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଣ୍ଟାବାଞ୍ଜି: ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଆସନ ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିଟିଲାଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି…

ଇସ୍ରୋର ନୂଆ ଅଧ୍ୟୟନରେ ହେଲା ବଡ ଖୁଲାସା, ଚନ୍ଦ୍ରମାରେ ଆଶା ଠାରୁ ରହିଛି ୫ରୁ ୮ ଗୁଣ ଅଧିକ ପାଣି

ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ଆଶା ଠାରୁ ବହୁତ ଅଧିକ ପାଣିର ସନ୍ଧାନ ମିଳିଛି । ଇସ୍ରୋ ଓ ଅନ୍ୟ ବୈଜ୍ଞାନିକ ସଂସ୍ଥା ମିଳିତ ଭାବରେ ଏହି ସନ୍ଧାନ କରିଛନ୍ତି । ଚନ୍ଦ୍ରମାର ଉଭୟ ମେରୁରେ ପାଣିର ଭଣ୍ଡାର ରହିଛି । ଉତ୍ତର…

ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ଇସ୍ରୋ ଏବଂ ନାସାର ସାଟେଲାଇଟ NISAR, ସଫଳ ହେଲେ ବଞ୍ଚିଯିବ ଲକ୍ଷ ଲକ୍ଷ ଜୀବନ

ନୂଆଦିଲ୍ଲୀ: ଇସ୍ରୋ ଏବଂ ନାସାର ସାଟେଲାଇଟ NISAR ଚଳିତ ବର୍ଷ ଶୁବଶିଘ୍ର ଲଞ୍ଚ ହେବାକୁ ଯାଉଛି । ଏହି ସିଷ୍ଟମକୁ ଇସ୍ରୋ ଏବଂ ନାସା ଏକ ସାଙ୍ଗରେ ମିଶି ପ୍ରସ୍ତୁତ କରୁଛନ୍ତି । ଯାହା କ୍ଲାଇମେଟ ଚେଞ୍ଜ ପାଇଁ ଉତ୍ତମ…

ଟି-୨୦ ବିଶ୍ୱକପ ପାଇଁ ଦାବିଦାର ଥିବା ୫ ଜଣ ଖେଳାଳି ହତାଶ: କିଏ ରିଜର୍ଭରେ ରହିଲା ତ ଆଉ କାହାର ପତ୍ତା କଟିଲା

ନୂଆଦିଲ୍ଲୀ: ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଭାରତ ତା’ର ୧୫ ଜଣିଆ ସ୍କ୍ୱାଡ୍ ଘୋଷଣା କରିସାରିଥିବା ବେଳେ କିଛି ଖେଳାଳି ନିରାଶ ହୋଇଛନ୍ତି । ବିଶ୍ୱକପ ଖେଳିବାକୁ ଦାବିଦାର କୁହାଯାଉଥିବା କିଛି ଖେଳାଳିଙ୍କୁ ରିଜର୍ଭରେ…