Browsing Category

Top Stories

ଦୁଇ ବର୍ଷ ପରେ ଭାରତକୁ ଫେରିବ IPL: ଏହି ତାରିଖରେ ଆରମ୍ଭ ନେଇ ବିସିସିଆଇ ଆଶାବାଦୀ

ନୂଆଦିଲ୍ଳୀ: ଭାରତକୁ ଫେରିବ ଆଇପିଏଲର ଆସନ୍ତା ସଂସ୍କରଣ । ଆସନ୍ତା ମାର୍ଚ୍ଚ ମାସରେ ଟି-୨୦ କ୍ରିକେଟର ଏହି ମହାକୁମ୍ଭ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏହା ସହିତ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଆଇପିଏଲ ଭାରତକୁ…

‘ଶାନ୍ତିଲତା’ ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଜି ଅପରାହ୍ନ ରେ ବାଲେଶ୍ବର ର ସୋରୋ ଠାରେ ବସ୍ ଦୁର୍ଘଟଣାରେ 6 ଜଣ ପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା…

କୋଭିଡ୍ ପରେ କମ୍ ଖାଉଛି କି ଆପଣଙ୍କ ଶିଶୁ: ହୋଇଥାଇପାରେ ଏହି ରୋଗ, ଏମିତି କରନ୍ତୁ ଚିକିତ୍ସା

ନୂଆଦିଲ୍ଳୀ: କରୋନା ମହାମାରୀ ଦିନକୁ ଦିନ ଚିକିତ୍ସା ବିଜ୍ଞାନୀଙ୍କ ପାଇଁ ଜଟିଳ ହେବାରେ ଲାଗିଛି । ପ୍ରାରମ୍ଭରୁ ବୟସ୍କ ମାନେ ଏହାଦ୍ୱାରା ଅଧିକ ପ୍ରଭାବ ଶିଶୁଙ୍କ ଉପରେ ଅଧିକ ଦେଖା ଦେଉଛି । ଏହା ସହିତ କରୋନା…

ସଲମାନଙ୍କ ଫାର୍ମ ହାଉସରେ ପୋତା ହୋଇଛି ଫିଲ୍ମ ଷ୍ଟାରଙ୍କ ମୃତଦେହ: ଅଭିଯୋଗ ଆଣିଲେ ପଡ଼ୋଶୀ

ସଲମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପଡ଼ୋଶୀ । ଏକ ସାକ୍ଷାତକାରରେ ସଲମାନଙ୍କ ପଡ଼ୋଶୀ କହିଛନ୍ତି ଯେ ଫିଲ୍ମ ଷ୍ଟାର ମାନଙ୍କ ମୃତ ଦେହ ସଲମାନଙ୍କ ପନଭେଲ ଫାର୍ମ ହାଉସରେ ପୋତାଯାଇଛି ଏହା ସହ ସେ ସଲମାନଙ୍କ ଧର୍ମକୁ…

CISF ରେ ଦ୍ୱାଦଶ ପାସ୍ ଙ୍କୁ ନିଯୁକ୍ତି ସୁଯୋଗ, ୮୦୦୦୦ ରୁ ଅଧିକ ହେବ ଦରମା: ପଢ଼ନ୍ତୁ ଅଧିକ ବିବରଣୀ

ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋସ (ସିଆଇଏସଫ) ରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଭଲ ସୁଯୋଗ । କାରଣ ସିଆଇଏସଏଫ ସ୍ପୋର୍ଟ୍ସ କୋଟା ଅନୁଯାୟୀ ହେଡ୍ କନଷ୍ଟବଳ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି…

ସଚିନଙ୍କ ଡାଇ-ହାର୍ଡ ଫ୍ୟାନ ସୁଧୀରଙ୍କୁ ଥାନାରେ ମାଡ ମାରିଲା ବିହାର ପୋଲିସ: ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଡାଇ ହାର୍ଡ ଫ୍ୟାନ ସୁଧୀର କୁମାର ଚୌଧୁରୀଙ୍କୁ ଥାନାରେ ମାଡ ମାରିଛି ପୋଲିସ । ସଚିନ ତଥା ଭାରତୀୟ କ୍ରିକେଟର ଏହି ଜବରା ଫ୍ୟାନଙ୍କୁ ବିହାର ପୋଲିସ ଥାନା…

ପ୍ରଶାସନିକ ଅଧିକାରୀଙ୍କୁ ପଦୋନ୍ନତି: ଆଇଏଏସ ପାହ୍ୟାକୁ ଉନ୍ନୀତ ହେଲେ ୧୧ ଓଏଏସ୍ ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଓଡ଼ିଶା ପ୍ରଶାସନିକ ସେବାର ୧୧ଜଣ ବରିଷ୍ଠ ଅଧିକାରୀଙ୍କୁ କେନ୍ଦ୍ର ସରକାର ଆଇଏଏସ୍ ପଦବୀକୁ ପଦୋନ୍ନତି ଦେଇଛନ୍ତି। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି…

ଘରେ ଜଳୁଥିଲା ମାତ୍ର ଗୋଟିଏ ବଲବ୍: ତଥାପି ବିଲ୍ ଆସିଲା ୧୩ ହଜାରରୁ ଅଧିକ, ଏହା କେମିତି ସମ୍ଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଦ୍ୟୁତ ବିତରଣ କରୁଥିବା ଘରୋଇ କମ୍ପାନୀଗୁଡ଼ିକର ଅନେକ ରୋଚକଭରା କାହାଣୀ ପୂର୍ବରୁ ଅନେକଥର ଦେଖାଯାଇଛି । ବ୍ୟବହାର ନକରି ମଧ୍ୟ ଅନେକ ଲୋକଙ୍କର ପ୍ରକୃତ ମୂଲ୍ୟଠାରୁ ଅଧିକ ବିଲ୍…

ଟ୍ରକ୍ ଧକ୍କାରେ ଓଲଟି ପଡ଼ିଲା ବସ୍, ୩ ଯାତ୍ରୀ ମୃତ

ସୋର(ଓଡ଼ିଶା ଭାରସ୍କର): ସୋରର ବିଦୁ ଛକରେ ଟ୍ରକ ଧକ୍କାରେ ଓଲଟିପଡିଛି ବସ୍ । ବସ୍ ଓଲଟି ପଡ଼ିବାରୁ ୩ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହା ସହ ବସରେ ଥିବା ଅନ୍ୟ ଯାତ୍ରୀମାନେ ଗୁରୁତର ଆହତ ହୋଇଛନ୍ତି । କୋଇଲା ବୋଝେଇ ଟ୍ରକ…

୧ ଫେବ୍ରୁଆରୀରୁ ଆରମ୍ଭ ହେବ ସମସ୍ତ କଲେଜର ସେମିଷ୍ଟାର ପରୀକ୍ଷା, ରାଜ୍ୟ ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ମାଡ଼ିବାରେ ଲାଗିଛି । ମହାମାରୀକୁ ଦୃଷ୍ଟିରେ ରଖି ତାମିଲନାହୁ ସରକାର ସେମିଷ୍ଟାର ପରୀକ୍ଷା ଅନଲାଇନ ମୋଡରେ ଆୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଉଚ୍ଚଶିକ୍ଷା…