Browsing Category
Top Stories
ରାଶିଫଳ(ଗୁରୁବାର,୧୩ ଜାନୁଆରୀ,୨୦୨୨)
ମେଷ - ଦିନର ପ୍ରତ୍ୟେକ ପରିବେଷରେ ଖୁସି ମିଳିବ, ଚାକିରି କ୍ଷେତ୍ରରେ ସୁଯୋଗ ସୁବିଧା ବଢିବ, ଲବଙ୍ଗଟିଏ ପାଟିରେ ରଖି ଦିନ କାଟନ୍ତୁ, କର୍ମ କ୍ଷେତ୍ର ସ୍ଥିତି ଦୃଢ ରହିବ, କୌଣସି ସରକାରି ସହାୟତା ମିଳିବ ଏବଂ ଆଜି ଭଗବାନ…
ଭାଇଜାନଙ୍କ ସହିତ ରୋମାନ୍ସ କରିବେ ଡେଜି ଶାହ, ଫିଲ୍ମରେ ରହିବେ ୯ ହିରୋଇନ୍
ମୁମ୍ବାଇ: ଦର୍ଶକଙ୍କ ମନ ଜିଣିଥିବା ‘ଜୟ ହୋ’ ର ଲୋକପ୍ରିୟ ଯୋଡ଼ି ବଲିଉଡ଼ ସୁପରଷ୍ଟାର ସଲମାନ ଓ ଡେ଼ଜି ଙ୍କ କେମେଷ୍ଟ୍ରି ଫ୍ୟାନ୍ସଙ୍କ ଗହଣରେ ବେଶ ପ୍ରସଂଶା ସାଉଁଟିଥିଲା। ବଲିଉଡ଼ର ଦବଙ୍ଗ ଖାନ ନିଜ ଜନ୍ମଦିନରେ…
ନିର୍ବାଚନ ମଇଦାନକୁ ଓହ୍ଲାଇବେନି ପୂର୍ବତନ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କଣ ରହିଛି କାରଣ
ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ବିଏସପିର ସାଂସଦ ସତୀଶ ଚନ୍ଦ୍ର ମିଶ୍ର…
ଇସ୍ରୋ ଚେୟାରମ୍ୟାନ ହେଲେ ଏସ ସୋମନାଥ: କେ ଶିବନଙ୍କ ସ୍ଥାନରେ ନେବେ ଦାୟିତ୍ୱ
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ନୂତନ ଚେୟାରମ୍ୟାନ ଭାବରେ ଡ. ଏସ ସୋମନାଥଙ୍କୁ ନିଯୁକ୍ତ କରାଯାଇଛି। ପୂର୍ବତନ ଚେୟାରମ୍ୟାନ କେ ଶିବନଙ୍କ କାର୍ଯ୍ୟକାଳ ଆସନ୍ତା ୧୪ ତାରିଖରେ ଶେଷ ହେଉଥିବା…
ତୃତୀୟ ଟେଷ୍ଟ: ବୁମରାଙ୍କୁ ୫ ୱିକେଟ୍ ସଫଳତା, ୧୪ ରନରେ ଅଗ୍ରଣୀ ଭାରତ
ନୂଆଦିଲ୍ଲୀ: କେପଟାଉନରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଜସପ୍ରୀତ ବୁମରା। ବୁମରାଙ୍କ ୫ ୱିକେଟ୍ ସଫଳତା ବଳରେ ଭାରତ ୧୪ ରନର ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି। ଅଧିନାୟକ ବିରାଟ…
ବଦଳିଲା ବିଜେଡ଼ିର ସାଙ୍ଗଠନିକ ରୂପରେଖ: ଜାଣନ୍ତୁ କାହାକୁ ମିଳିଲା କେଉଁ ପଦଵୀ
ଭୁବନେଶ୍ବର (ଓଡ଼ିଶା ଭାସ୍କର): ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡ଼ି ପକ୍ଷରୁ ଏହାର ସାଙ୍ଗଠନିକ ରୂପରେଖ ପରିବର୍ତ୍ତନ କରାଯାଇଛି। ବିଜେଡିର ୩ ବରିଷ୍ଠ ସାଧାରଣ ସମ୍ପାଦକ, ୪ ସାଧାରଣ ସମ୍ପାଦକ, ୭ ସମ୍ପାଦକ…
ପ୍ରଥମଥର ପାଇଁ ବିଶାଳକାୟ ତାରାର ଲାଇଭ୍ ମୃତ୍ୟୁ ଦେଖିଲେ ବୈଜ୍ଞାନିକ, ଦେଖନ୍ତୁ ଭିଡ଼ିଓ
ୱାଶିଂଟନ୍: ବ୍ରହ୍ମାଣ୍ଡ ତଥା ସୌରମଣ୍ଡଳରେ ହେଉଥିବା ଗତିବିଧି ଉପରେ ବୈଜ୍ଞାନିକମାନେ ସର୍ବଦା ନଜର ରଖିଥାନ୍ତି । ଏହାରି ମଧ୍ୟରେ ପ୍ରଥମଥର ପାଇଁ ଜ୍ୟୋତିର୍ବିଜ୍ଞାନୀମାନେ ରିୟଲ ଟାଇମରେ ଗୋଟିଏ ରେଡ୍ ସୁପରଜିଆଣ୍ଟ ତାରାର…
ପଞ୍ଚାୟତ ଭୋଟ୍: ନିର୍ବାଚନ ପ୍ରଚାରକୁ ନେଇ ଆସିଲା ଗାଇଡ଼ଲାଇନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଛି ବିଗୁଲ୍ । ଏହାରି ମଧ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଆଜି ଗାଇଡ଼ଲାଇନ୍ ଜାରି କରିଛନ୍ତି ଏସଆରସି । ଜାନୁଆରୀ ୫ରେ ଜାରି ହୋଇଥିବା…
ଦିନିକିଆ ସିରିଜ୍ ପୂର୍ବରୁ ଭାରତକୁ ଝଟକା: ଷ୍ଟାର ଅଲ୍ ରାଉଣ୍ଡର କୋଭିଡ୍ ପଜିଟିଭ, ଦଳକୁ ଫେରିଲେ ଜୟନ୍ତ ଓ ସାଇନି
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଘୋଷିତ ଭାରତୀୟ ଦଳକୁ ଫେରିଛନ୍ତି ଜୟନ୍ତ ଯାଦବ ଓ ନବଦୀପ ସାଇନି। ଭାରତୀୟ ଷ୍ଟାର ଖେଳାଳି ୱାଶିଁଟନ ସୁନ୍ଦର କୋଭିଡ୍ ପଜିଟିଭ ହେବା ପରେ…
ସରକାରୀ ଅଫିସରୁ ହଟିବ ପୋଷ୍ଟର ଓ ବ୍ୟାନର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଛି ବିଗୁଲ୍ । ଏହାକୁ ନେଇ ରାଜ୍ୟରେ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି । ଏହାରି ମଧ୍ୟରେ ସରକାରୀ ଅଫିସରୁ ନେତା, ମନ୍ତ୍ରୀ ଓ ସରକାରୀ ଯୋଜନାର ପୋଷ୍ଟର…