Browsing Category
Top Stories
ଛେପ ଲଗାଇ ହେୟାର୍ ଷ୍ଟାଇଲ୍ କରିବା ଜାଭେଦଙ୍କୁ ପଡ଼ିଲା ଭାରି, ଭିଡିଓ ଭାଇରାଲ୍ ପରେ ଅଭିଯୋଗ କଲେ ମହିଳା ଆୟୋଗ; ପହଞ୍ଚିବ ନୋଟିସ୍
ନୂଆଦିଲ୍ଲୀ: ଜଣାଶୁଣା ହେୟାର୍ ଷ୍ଟାଇଲିସ୍ ଜାଭେଦ୍ ହବୀବଙ୍କ ଅଡ଼ୁଆ ବଢ଼ିୁଯାଇଛି । ଛେପ ଲଗାଇ ମହିଳାଙ୍କ ହେୟାର୍ ଷ୍ଟାଇଲ୍ କରିବାର ଭିଡିଓ ସୋସିଆଲ୍ ମିଡିଆରେ ନିଆଁ ଭଳି ଭାଇରାଲ୍ ହେବା ପରେ ଜାତୀୟ ୍ରମହିଳା ଆୟୋଗ ସ୍ୱର…
(See Video) ତପସ୍ୱିନୀ-ସୁମିତ ବିବାଦରେ ନୂଆ ଟ୍ୱିଷ୍ଟ: ବୋହୂ ଘରେ ପାଦ ଦେଉ ଦେଉ ଶ୍ୱଶୁର ଘର ଛାଡ଼ିଲେ, ଏବେ କ’ଣ ହେବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ବ୍ରହ୍ମପୁରର ସୁମିତ ସାହୁ ଓ ତପସ୍ୱିନୀଙ୍କ ଦାମ୍ପତ୍ୟ ବିବାଦ ଭିନ୍ନ ମୋଡ଼ ନେଇଛି । ଦୁଇ ପକ୍ଷ ନିଜ ନିଜ ନିଷ୍ପତ୍ତିକୁ ନେଇ ଅଟଳ ରହିଥିବା ହେତୁ ଏହାର ସମାଧାନ ଆଜି…
ଆଜିଠାରୁ ୫୦% କର୍ମଚାରୀରେ ଚାଲିବ ସମସ୍ତ ଅଫିସ୍, ଗାଇଡଲାଇନରୁ ବାଦ୍ ମୁକ୍ତ ହେବେ ଜରୁରୀସେବା ପ୍ରଦାନକାରୀ ଦପ୍ତର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ମାମଲା ବଢ଼ିଚାଲିଥିବା ବେଳେ ଜାରି ହୋଇଥିବା ଜାନୁଆରୀ ମାସର ଗାଇଡଲାଇନ୍ ଆଜିଠାରୁ ଲାଗୁ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ଆଜି ଠାରୁ…
ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ମାମଲା: ଆଜି ହେବ ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ମାମଲା ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛି । ସର୍ବୋଚ୍ଚ ନ୍ୟାୟାଳୟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହେବ । ଏହାକୁ ଏକ ସାଂଘାତିକ…
ରାଶିଫଳ(ଶୁକ୍ରବାର,୦୭ ଜାନୁଆରୀ,୨୦୨୨)
ମେଷ - ଆଜି ସମସ୍ୟା ମଧ୍ୟରେ ପ୍ରତ୍ୟେକ କାମକୁ ସମ୍ପନ୍ନ କରିବେ । ସାମାଜିକ ସ୍ତରରେ ଯେଉଁ ଆଶା ନେଇ କାହା ପାଇଁ କିଛି କରିବେ, ପ୍ରତିବଦଳରେ କିଛି ପାଇବେ ନାହିଁ । ଆଜିର ଯାତ୍ରା ସମୟରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ…
‘ଏବେ ଯେତେ ଡେଇଁବା କଥା ଡିଅଁ’, ବାକି ଅଛି ଆଉ ଗୋଟିଏ ମ୍ୟାଚ୍’, ପରାଜୟ ପୂର୍ବରୁ ଦ.ଆଫ୍ରିକାକୁ ଚେତାବନୀ ଦେଲେ ବୁମରା
ଜୋହାନ୍ସବର୍ଗ : ଭାରତୀୟ ଦଳ ଜୋହାନ୍ସବର୍ଗରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ନିକଟରୁ ୭ ଓ୍ଵିକେଟ୍ରେ ପରାଜିତ ହୋଇଛି। ଏହି ସିରିଜ୍ର ଦ୍ଵିତୀୟ ଟେଷ୍ଟରେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ବାକ୍…
ମମିତା ମେହେର ହତ୍ୟା ମାମଲା: ହାଇକୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
ବହୁଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ମାମଲାରେ ମୁଖ୍ୟ ଅଭିଯୁକ୍ତର ଗୋବିନ୍ଦ ସାହୁର ଜାମିନ ଆବେଦନ । ହାଇକୋର୍ଟ ଜାମିନ ଆବେଦନ କରିଛି ଗୋବିନ୍ଦ ସାହୁ ।
ସୂଚନାଯୋଗ୍ୟ,…
୧୯ ବର୍ଷୀୟ ମହିଳା ଖେଳାଳି ନେଲେ ୭ ୱିକେଟ: ବିପକ୍ଷ ଟିମ୍ ୫୩ ରନରେ ସୀମିତ,ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ବୟସ ମାତ୍ର ୧୯ । ତେବେ ଗୋଟିଏ ମ୍ୟାଚରେ ୭ ୱିକେଟ ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଷ୍ଟେଲ୍ଲା କ୍ୟାମ୍ପବେଲ । କ୍ୟାମ୍ପବେଲ ମାତ୍ର ୮ ଓଭର ବୋଲିଂ କରି ୭ଟି ୱିକେଟ ଅକ୍ତିଆର କରିଥିଲେ । ଷ୍ଟେଲାଙ୍କ ଘାତକ…
ବିବାହର ୯ ବର୍ଷ ପରେ ଅଲଗା ହେଲେ ଷ୍ଟାର କପଲ; ମା’ କୁ ମିଳିଲା ଝିଅର ଦାୟିତ୍ୱ
ମୁମ୍ବାଇ: ଲୋକପ୍ରିୟ ଟିଭି କଳାକାର ଆମିର ଅଲ୍ଲୀ ଏବଂ ସଞ୍ଜୀଦା ଶେଖ୍ ଅଲଗା ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିବା ନେଇ କୁହାଯାଇଛି । ଉଭୟଙ୍କ ମଧ୍ୟରେ କିଛି ଠିକ୍ ନଥିବା ନେଇ ଅନେକ ସମୟରୁ ଚର୍ଚ୍ଚା ମଧ୍ୟ…
ଜିଏସଟି ବିଭାଗର ଚଢଉ: ତଦନ୍ତ ପ୍ରକ୍ରିୟା ଅନୁଯାୟୀ କରାଯାଉଛି ରେଡ୍
ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର ସଦର ମହକୁମାରେ ଆଜି ବିକ୍ରିକର (ଜିଏସଟି) ବିଭାଗ ପକ୍ଷରୁ ଦୁଇ ଗୋଟି ଦୋକାନରେ ଚଡାଉ କରାଯାଇଥିଲା । ସବିଶେଷ ଖବରରୁ ପ୍ରକାଶଯେ, ଓଡିଶା ସରକାରଙ୍କ ବିକ୍ରିକର (ଜିଏସଟି)…