Browsing Category
Top Stories
ରାଜଧାନୀରେ ‘ମଦ’ର ହେବ ହୋମ ଡେଲିଭରୀ: ଓମିକ୍ରନ ଭୟ ମଧ୍ୟରେ ସରକାର ଆଣିଲେ ନୂଆ ନିୟମ
ନୂଆଦିଲ୍ଳୀ: ରାଜଧାନୀରେ ମଦ ହେବ ହୋମ ଡେଲିଭରୀ । ଘରେ ବସି ବସି ଅନଲାଇନରେ ମଦ ଅର୍ଡର କରି ପାରିବେ । ପୂର୍ବରୁ କରୋନାର ଦ୍ୱିତୀୟ ଲହର ସମୟରେ ଏମିତି କିଛି ନିଷ୍ପତ୍ତି ନେଇଥିଲେ । ଜାତୀୟ ରାଜଧାନୀ ଦିଲ୍ଲୀରେ ଏମିତି…
ହୃଦଘାତରେ ବିଜେଡି ବିଧାୟକ ଓ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ । ହୃଦଘାତ କାରଣରୁ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କର ଗୁରୁବାର ପରଲୋକ ଘଟିଛି । ହୃଦଘାତ କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ୬୦ ବର୍ଷ…
ମୁମ୍ବାଇ ରଣଜୀ ଟ୍ରଫି ଟିମରେ ସଚିନଙ୍କ ପୁଅ ଅର୍ଜୁନ, ଦେଖନ୍ତୁ ଭିଡ଼ିଓ
ମୁମ୍ବାଇ: ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ମିଳିଛି ବଡ଼ ସୁଯୋଗ । ପ୍ରଥମଥର ପାଇଁ ମୁମ୍ବାଇର ରଣଜୀ ଟ୍ରଫି ଦଳରେ ସାମିଲ କରାଯାଇଛି । ଆଗାମୀ ରଣଜୀ ସିଜନର ପ୍ରଥମ ୨ଟି ମ୍ୟାଚ୍ ପାଇଁ…
କଟକରେ ବି ୩ ଦିନ ଧର୍ମାନୁଷ୍ଠାନ ବନ୍ଦ
କଟକ(ଓଡ଼ିଶା ଭାସ୍କର): କରୋନା ପାଇଁ ଏବର୍ଷ ମଧ୍ୟ ନୂଆବର୍ଷ ଫିକା ପଡ଼ିବ । ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନକୁ ମନା ହୋଇଥିବା ବେଳେ କାଲିଠାରୁ ୨ ତାରିଖ ପର୍ଯ୍ୟନ୍ତ କଟକରେ ସବୁ ଧର୍ମାନୁଷ୍ଠାନ ବନ୍ଦ ରହିବ ।…
PF ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର; ଏଣିକି ୩୧ ଡିସେମ୍ବର ପରେ ବି କରିପାରିବେ E-Nomination, ଜାଣନ୍ତୁ ପ୍ରୋସେସ୍
ନୂଆଦିଲ୍ଲୀ: ପ୍ରୋଭିଡେଣ୍ଟ ଫଣ୍ଡ ବା ପିଏଫ୍ ଆକାଉଣ୍ଟ ଥିବା ଚାକିରିଆଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର । ଇପିଏଫଓ ନିଜ କର୍ମଚାରୀମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆଣିଛିି । ଇ-ନୋମିନେସନ୍ ମାଧ୍ୟମରେ ନୋମିନୀ…
୫ ବର୍ଷରେ ବାଲ୍ୟବିବାହ ମୁକ୍ତ ପାଲଟିଲା ଓଡ଼ିଶାର ଏହି ଗାଁ: UNICEF ଯୋଗାଇ ଦେଉଛି ବୈଷୟିକ କୌଶଳ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକୃତିର କୋଳରେ ନିଜର ମନୋରମ ଦୃଶ୍ୟ ପାଇଁ ପରିଚିତ ଦେବଗଡ ଜିଲ୍ଲା । ଏହି ଜିଲ୍ଲାରେ ପ୍ରବାହିତ ହିଞ୍ଜୁଳି ନଦୀ କୂଳରେ ଥିବା ଏକ ଗ୍ରାମ ଠିଆନାଳ ଆଜି ସମଗ୍ର ଦେଶରେ ପରିଚିତ । ଜିଲ୍ଲା…
ଆଜି ଚିହ୍ନଟ ୫ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରୁ ଆଜି ପୁଣି ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ…
ପ୍ରଥମ ଟେଷ୍ଟ: ବୁମରା ଓ ଶାମିଙ୍କୁ ୩-୩ ୱିକେଟ, ସହଜ ବିଜୟ ସହିତ ୧-୦ରେ ଆଗୁଆ ଭାରତ
ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟକୁ ୧୧୩ ରନରେ ଜିତି ନେଇଛି ଭାରତ । ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲାକୁ ଜିତିନେବା ସହିତ ଭାରତ ୧-୦ରେ ଆଗୁଆ ରହିଛି ।…
ଅହିରାଜ ସାପର ପିଞ୍ଜରା ହାଡ ଭାଙ୍ଗିଲା: OUATରେ ହେଲା ପ୍ଲାଷ୍ଟର,ଦେଖନ୍ତୁ Video
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲୁଗାଁରୁ ଇଟା ମାଡ଼ ଖାଇ ୪ଟି ପିଞ୍ଜରା ହାଡ଼ ଭାଙ୍ଗିଥିବା ଅହିରାଜ ସାପର ଆଜି ପ୍ଲାଷ୍ଟର୍ କରାଯାଇଛି । ହାଡ଼କୁ ଯୋଡିବା ପାଇଁ ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜର ସର୍ଜରୀ ବିଭାଗର…
କେଉଁଠି ଶ୍ମଶାନରେ ଶୋଇ ତ’ ଆଉ କେଉଁଠି ପ୍ଲେଟ ଭାଙ୍ଗି; ଏହି ଦେଶଗୁଡ଼ିକ ଏପରି ପାଳୁଛି ନୂଆବର୍ଷ
ନୂଆଦିଲ୍ଲୀ: ସମୟ କେବେ ଅଟକି ନାହିଁ, ଏହା ଆପଣ ବି ଜାଣନ୍ତି । ସେହିପରି ଆଉ ଗୋଟିଏ ଦିନ ପରେ ୨୦୨୧ ମସିହା ମଧ୍ୟ ସରିଯିବ । ଲୋକମାନେ ୨୦୨୨କୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନୂଆବର୍ଷ ସାରା ବିଶ୍ୱରେ…