Browsing Category

Top Stories

ଘରୋଇ ହିଂସାକୁ ସମର୍ଥନ କରନ୍ତି ୩୦ ପ୍ରତିଶତ ମହିଳା; ସର୍ଭେରୁ ମିଳିଲା ଅଜବ ତଥ୍ୟ

ନୂଆଦିଲ୍ଲୀ: ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ(ଏନଏଫଏଚଏସ)ର ଏକ ସର୍ଭେରୁ ଜଣା ପଡ଼ିଛି ନିଦ୍ଧିଷ୍ଟ ପରିସ୍ଥିତିରେ ସ୍ୱାମୀ ନିଜ ସ୍ତ୍ରୀଙ୍କ ବାଡ଼େଇବା ଠିକ୍ । ସର୍ଭେ ଅନୁଯାୟୀ, ଦେଶର ୧୪ଟି ରାଜ୍ୟ ଏବଂ…

କୃଷି ଆଇନ ପରି ରଦ୍ଦ ହେଉ ସିଏଏ, ଶୀତକାଳୀନ ଅଧିବେଶନ ପୂର୍ବରୁ ଦାବି କଲେ ଏନଡିଏ ସହଯୋଗୀ ଦଳ

ନୂଆଦିଲ୍ଲୀ ; ସର୍ବଦଳୀୟ ବୈଠକରେ ସରକାରଙ୍କ ଅଡୁଆ ବଢାଇଲେ ଏନଡିଏର ସହଯୋଗୀ ଦଳ। ନ୍ୟାସନାଲ ପିପୁଲ୍ସ ପାର୍ଟିର ନେତା ଅଗାଥା ସଙ୍ଗମା ରବିବାର ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଏନଡିଏର ସହଯୋଗୀଙ୍କ ବୈଠକରେ…

କୁଆଡେ ଯିବେ ତପସ୍ୱିନୀ: ଶାଶୁଘର ନା ସଖୀ ସେଣ୍ଟର; କୋର୍ଟଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ତପସ୍ୱିନୀ ଦାସଙ୍କ ଆନ୍ଦୋଳନକୁ ୭ଦିନ ପୁରି ଯାଇଛି । ଶ୍ୱଶୁର ଘର ସମ୍ମୁଖରେ ଆନ୍ଦୋଳନ କରୁଥିବା ତପସ୍ୱିନୀଙ୍କ ମାମଲା ବର୍ତ୍ତମାନ ସମଗ୍ର ରାଜ୍ୟର ମାମଲା ପାଲଟି ସାରିଛି । ଏପରି…

ସପ୍ତମ ଦିନରେ ତପସ୍ୱିନୀଙ୍କ ଆନ୍ଦୋଳନ: ୫ଟି ଭୁଲ ପାଇଁ ଅଡୁଆରେ ଡାକ୍ତର ସୁମିତ ସାହୁଙ୍କ ବାପା; ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସପ୍ତମ ଦିନରେ ପହଞ୍ଚିଛି ତପସ୍ୱିନୀଙ୍କ ଆନ୍ଦୋଳନ । ଶାଶୁ ଘର ସାମ୍ନାରେ ବସି ରହିଥିବା ବେଳେ ଭାଇରାଲ ଅଡିଓ ରେକର୍ଡିଂ ଶ୍ୱଶୁରଙ୍କ ମନ୍ଦ ଉଦ୍ଦେଶ୍ୟ ଆଡକୁ ଇଙ୍ଗିତ କରୁଛି । ଏହି ରେକର୍ଡି…

ସ୍କୁଲ ମଧ୍ୟରେ ରାସଲୀଳା ବେଳେ ଧରାପଡିଲେ ଶିକ୍ଷକ; କ୍ରୀଡ଼ା ଶିକ୍ଷୟିତ୍ରୀଙ୍କୁ ମିଳିଲା ହତ୍ୟା ଧମକ, ଥାନାରେ ମାମଲା

ବେଗୁନିଆପଡା(ଓଡ଼ିଶା ଭାସ୍କର): ବିଦ୍ୟାଳୟ ଭଳି ଏକ ପବିତ୍ର ଅନୁଷ୍ଠାନ ଭିତରେ ରଙ୍ଗିଲା ଶିକ୍ଷକଙ୍କ ରଙ୍ଗିଲା କର୍ମ। ରଙ୍ଗେ ହାତ ଧରାପଡିଲେ ଆଉ ଜଣେ ଶିକ୍ଷୟିତ୍ରୀଙ୍କ ହାତରେ। ଘଟଣାକୁ ପ୍ରଘଟ ନକରିବା ପାଇଁ ଉକ୍ତ ଶିକ୍ଷକ…

ଛୋଟ ଝିଅକୁ ମିଳିଲାନି ଆଇସକ୍ରିମ୍, ତାପରେ କଲା କିଛି ଏମିତି, ଦେଖିଲେ ହସି ହସି ଗଡ଼ିବେ…

ଯଦି ଆପଣ କୌଣସି ସପିଂ ମଲ୍ ଯାଇଥିବେ କିମ୍ବା କୌଣସି ଆଇସକ୍ରିମ ପାର୍ଲର ଦେଖିଥିବେ ଆଇସକ୍ରିମ ଦେଉଥିବା ବ୍ୟକ୍ତି ଲୋକଙ୍କ ସହ ମଜା କରିଥାନ୍ତି । ଯେତେବେଳେ କେହି ତାଙ୍କ ପାଖକୁ ଆଇସକ୍ରିମ ପାଇଁ ଯାଇଥାନ୍ତି ସେ ଗୋଟିଏ…

ତପସ୍ୱିନୀ ପରେ ଝୁନୁ: ନ୍ୟାୟ ପାଇଁ ପ୍ରେମିକର ଘର ସାମ୍ନାରେ ଧାରଣାରେ ପ୍ରେମିକା, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ତପସ୍ୱନୀଙ୍କ ପରେ ଝୁନୁ, ସେହି ସମାନ ପ୍ରସଙ୍ଗ ଓ ସମାନ୍ ଅଭିଯୋଗ । ଆଉ ସମାନ ଢ଼ଙ୍ଗରେ ନ୍ୟାୟ ପାଇଁ ଅଡିବସିଛନ୍ତି ପ୍ରେମିକଙ୍କ ଘର ବାରଣ୍ଡାରେ । ଗୋଟିଏ ପଟେ ରାଜ୍ୟରେ ତପସ୍ୱନୀ ଦାସଙ୍କୁ…

ତ୍ରିପୁରା ନଗର ନିଗମ ନିର୍ବାଚନରେ ବିଜେପିର ବାଜିମାତ୍, ମାଟି କାମୁଡିଲା ଟିଏମସି, ସିପିଆଇ ଓ ସିପିଏମ

ଅଗରତାଲା : ତ୍ରିପୁରା ନଗର ନିଗମ ନିର୍ବାଚନରେ ବାଜି ମାରିଲା ବିଜେପି। ଆଉ ସେପଟେ ମାଟି କାମୁଡିଛନ୍ତି ଟିଏମସି, ସିପିଆଇ ଓ ସିପିଏମ। ୫୧ ସଦସ୍ୟ ବିଶିଷ୍ଟ ଅଗରତାଲା ନଗର ନିଗମର ସମସ୍ତ ଆସନ ପୋଛି ନେଇଥିବା ବିଜେପି…

LICର ଏହି ପଲିସି ବହୁତ ଲାଭଦାୟକ, ବିନା ପ୍ରିମିୟମରେ ମିଳିବ ୧୦ ଲକ୍ଷ ପର୍ଯ୍ୟନ୍ତ କଭର ଏବଂ ପ୍ରତି ବର୍ଷ ବୋନସ

ନୂଆଦିଲ୍ଲୀ: ଜୀବନର କୌଣସି ଭରସା ନାହିଁ, ଆଜି ଜୀବନ ଅଛି ତ’ କାଲିକୁ ନାହିଁ । ଏମିତିରେ ପରିବାର ବିଷୟରେ ଭାବିବା ସମସ୍ତଙ୍କର ବଡ଼ ଦାୟିତ୍ୱ ପାଲଟିଯାଏ । ପରିବାରର ମୁଖିଆଙ୍କ ମୃତ୍ୟୁ ପରେ ପିଲାମାନେ କିପରି ଅସୁବିଧାର…

ନିୟମିତ ଗଞ୍ଜେଇ ଟାଣନ୍ତି ନୀତିଶ କୁମାର: ଆରଜେଡି ବିଧାୟକ ଆଣିଲେ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଳୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଆରଜେଡି ବିଧାୟକ ଯାହା ବିହାର ରାଜନୀତିକୁ ଉଷ୍ମତା ପ୍ରଦାନ କରିଛି । ନୀତିଶ ନିୟମିତ ଗଞ୍ଜେଇ ଟାଣନ୍ତି…