Browsing Category

Top Stories

କର୍ଣ୍ଣଲଙ୍କ ମୃତ୍ୟୁର ପ୍ରତିଶୋଧ: ୩ ଉଗ୍ରବାଦୀଙ୍କୁ ନିପାତ କଲା ଆସାମ ରାଇଫଲ୍ସ

ନୂଆଦିଲ୍ଳୀ: କର୍ଣ୍ଣଲଙ୍କ ମୃତ୍ୟୁର ଦୁଇ ଦିନ ମଧ୍ୟରେ ଏହାର ପ୍ରତିଶୋଧ ନେଇଛି ଆସାମ ରାଇଫଲ୍ସ । ସ୍ତ୍ରୀ, ପୁଅ ଓ ୪ ଜଣ ଯବାନଙ୍କ ସହିତ ଯାଉଥିବା ବେଳେ ଉଗ୍ରବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ ଆସାମ ରାଇଫଲ୍ସର…

ବଡ଼ଓଷା-କାର୍ତ୍ତିକ ପୂର୍ଣ୍ଣିମା ପାଇଁ BMCର ଗାଇଡଲାଇନ

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମା ଏବଂ ବଡ଼ ଓଷା ପାଇଁ କଟକଣା ଜାରି କରିଛି ବିଏମସି । ବିଏମସି ଅଧୀନ ସମସ୍ତ ମନ୍ଦିରରେ ଉତ୍ସବ ପାଇଁ ଶ୍ରଦ୍ଧାଳୁଙ୍କୁ ମନା । ବିନ୍ଦୁ ସାଗର ଓ ନଦୀ ଘାଟ କିମ୍ବା ଜଳାଶୟରେରେ ଏକାଠି…

୨୪ ରେ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଶିଳାନ୍ୟାସ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ନେଇ ହେବ ଭୂମିପୂଜନ ଯଜ୍ଞ । ୨୧ରୁ ଆରମ୍ଭ ହୋଇ ୨୪ରେ ପୂର୍ଣ୍ଣାହୁତି ସରିବା ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ୨୪ରେ ପୂର୍ଣ୍ଣାହୁତିରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ…

Crypto Currency ଉପରେ ଲାଗିବନି ରୋକ୍: ଖୁବ୍ ଶୀଘ୍ର ଗାଇଡ ଲାଇନ ନେଇ ସଂସଦୀୟ କମିଟିର ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ କ୍ରିପ୍ଟୋ କରେନ୍ସିର ବ୍ୟବହାରକୁ ନେଇ ଆସିଛି ବଡ ନିଷ୍ପତ୍ତି । ଦେଶରେ ଏହି କ୍ରିପ୍ଟୋ କରେନ୍ସିକୁ ଅବୈଧ ବୋଲି ଘୋଷଣା କରାଯିବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଥିଲା । ତେବେ ସୋମବାରର ସଂସଦୀୟ କମିଟି…

ଭୁବନେଶ୍ୱରରେ ୨୫ ଲକ୍ଷ ଟପିଲା ଟିକାକରଣ

ଭୁବନେଶ୍ୱରରେ ମହାନଗରରେ ଟିକାକରଣ ୨୫ ଲକ୍ଷ ଟପିଲା । କାଲି ସୁଦ୍ଧା ମୋଟ ୨୬ ଲକ୍ଷ ୪୮ ହଜାର ଡୋଜ୍ ଟିକାକରଣ ରେକର୍ଡ । ୧୪ ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ୍ ଏବଂ ୧୨.୪୮ ଲକ୍ଷ ଲୋକଙ୍କୁ ଉଭୟ ଡୋଜ୍ ଦିଆସରିଛି । ସଂପ୍ରତି…

ସମାନ ଗୋତ୍ରରେ ବିବାହ କଲେ ଦେଖାଦିଏ ଏହି ସବୁ ସମସ୍ୟା

ହିନ୍ଦୁ ଧର୍ମ ଶାସ୍ତ୍ରରେ ଗୋତ୍ରର ବହୁତ ବଡ ମହତ୍ତ୍ବ ରହିଛି। ସେଭଳି ପୂଜାପାଠ ଓ ବିବାହ ସମୟରେ ଗୋତ୍ରର ସୂଚନା ହେବା ଖୁବ୍ ଜରୁରୀ ବୋଲି ମନେକରାଯାଏ। ହିନ୍ଦୁ ଧର୍ମ ଅନୁସାରେ ଯଦି କେହି ବିବାହ କରୁଛନ୍ତି, ତେ​‌ବେ…

କ୍ଷୀର ଦେଲାନି ମଇଁଷି, ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ମାଲିକ; ଦେଖନ୍ତୁ ଭିଡିଓ…

ମଧ୍ୟପ୍ରଦେଶ: ସାଧାରଣତଃ ଗାଈ କିମ୍ବା ମଇଁଷି କ୍ଷୀର ନଦେଲେ ସେମାନଙ୍କର ଚିକିତ୍ସା କରାଯାଇଥାଏ । କିନ୍ତୁ କେବେ କ୍ଷୀର ନଦେଲେ ପୋଲିସ ଥାନାକୁ ଯାଇ ଅଭିଯୋଗ କରିବା କଥା ଶୁଣିଛନ୍ତି କି? ଏଭଳି ଏକ ଘଟଣା ଦେଖିବାକୁ…

ଆଇସିସି ଟି-୨୦ ବିଶ୍ୱକପ ଦଳରେ ବାବର ଅଧିନାୟକ; ନାହାନ୍ତି ଜଣେ ବି ଭାରତୀୟ

ନୂଆଦିଲ୍ଳୀ: ଟି-୨୦ ବିଶ୍ୱକପ ସମାପ୍ତ ହେବା ପରେ ଆଇସିସି ପକ୍ଷରୁ ବିଶ୍ୱକପର ଶ୍ରେଷ୍ଠ ଦଳ ଘୋଷଣା କରାଯାଇଛି । ୧୨ ଜଣିଆ ଦଳରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଅଧିନାୟକ ଘୋଷଣା କରାଯାଇଛି । ତେବେ ଭାରତର ଜଣେ ହେଲେ…

୫୧,୩୪୮ କୋଟିର ଟେସଲା ଶେୟାର ବିକିଲେ ଏଲନ ମସ୍କ

ନୂଆଦିଲ୍ଲୀ: ଆମେରିକାର ଇଲେକ୍ଟ୍ରିକ ବାହାନ ନିର୍ମାତା ଟେସଲାର ସିଇଓ ଏଲନ ମସ୍କ କିଛି ସମୟ ପୂର୍ବେ ସୋସିଆଲ ମିଡିଆରେ ଟେସଲାର ସେୟାର ବିକିବା ନେଇ ଏକ ପୋଲ୍ ଜାରି କରିଥିଲେ । ଯେଉଁଥିରେ ସେ କହିଥିଲେ ଯଦି ଲୋକେ ହଁ…

ଏଣିକି ରାତିରେ ବି ହୋଇପାରିବ ପୋଷ୍ଟମର୍ଟମ, କେନ୍ଦ୍ର ଆଣିଲା ଗାଇଡଲାଇନ

ନୂଆଦିଲ୍ଲୀ: ଶବ ବ୍ୟବଚ୍ଛେଦ ଗାଇଡଲାଇନରେ ସଂଶୋଧନ କଲା କେନ୍ଦ୍ର । ଏଣିକି ରାତିରେ ବି ହୋଇପାରିବ ଶବ ବ୍ୟବଚ୍ଛେଦ । ରାତି ଦିନ ଯେକୌଣସି ସମୟରେ ହୋଇପାରିବ ପୋଷ୍ଟମର୍ଟମ । ଏନେଇ ଟ୍ୱିଟ କରି ଜଣାଇଛନ୍ତି କେନ୍ଦ୍ର…