
Browsing Category
Top Stories
ଆପଣ ନେଟବ୍ୟାଙ୍କିଂ କରୁଛନ୍ତି କି, ତେବେ ଜାଣି ନିଅନ୍ତୁ NEFT, RTGS ଓ IMPS ମଧ୍ୟରେ କ’ଣ ରହିଛି ତଫାତ୍
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡିଜିଟାଲ ଇଣ୍ଡିଆକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ଦେଶରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦିଆଯାଉଛି । ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ମନି ଟ୍ରାନ୍ସଫର କରିବା…
୬ ମାସ ହେଲା ପେଟରେ ରହିଥିଲା ମୋବାଇଲ୍, ଏକ୍ସରେ ଦେଖି ଡାକ୍ତର ମାନେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ହେଲେ ଯେତେବେଳେ ଡାକ୍ତର ଯାଞ୍ଚ କରିବା ପାଇଁ ଏକ୍ସରେ କଲେ ସେତେବେଳେ ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କଥା ହେଉଛି…
ଶପଥ ନେଲେ ହାଇକୋର୍ଟର ୩ ନୂଆ ବିଚାରପତି
କଟକ(ଓଡ଼ିଶା ଭାସ୍କର): ଓଡିଶା ହାଇକୋର୍ଟର ୩ ନୂଆ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ନବ ନିଯୁକ୍ତ ତିନି ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର । ଆଇନଜୀବୀ ମୃଗାଙ୍ଗ ଶେଖର…
ମା’-ବାପା କରୁଥିଲେ ଭେଦଭାବ, ରାଗରେ ଆସି ଖାଦ୍ୟରେ ବିଷ ମିଶାଇଦେଲା ଝିଅ; ୪ ମୃତ
ନୂଆଦିଲ୍ଲୀ: ମା'-ବାପା କରୁଥିଲେ ନିଜ ଝିଅ ସହିତ ଭେଦଭାବ । ତେଣୁ ଏଥିରେ ଅତିଷ୍ଠ ହୋଇ ପରିବାର ଲୋକଙ୍କ ଖାଦ୍ୟରେ ବିଷ ମିଶାଇଦେଲା ଝିଅ । ଯାହାଫଳରେ ପରିବାରର ସମସ୍ତଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ଅଭିଯୁକ୍ତ ଝିଅର…
ମଧୁମେହରୁ ବଞ୍ଚାଇବ ଏହି ୭ଟି ସିମ୍ପଲ୍ ଉପାୟ, ଜାଣନ୍ତୁ କଣ
ଓଡ଼ିଶା ଭାସ୍କର ବ୍ୟୁରୋ: ଗତ ଦୁଇ ବର୍ଷ ମଧ୍ୟରେ ମଧୁମେହ ଜନିତ ମାମଲାରେ ବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି । ତେବେ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଆଶଙ୍କା ମଧ୍ୟ କରାଯାଉଛି । ମଧୁମେହରେ ପୀଡ଼ିତ ହେବାର…
ମମିତା ନିଖୋଜ ମାମଲା: ସ୍କୁଲ ଭିତରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ!
ବଲାଙ୍ଗିର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ପୋଲିସର ଛାନଭିନ୍ ଜାରି ରହିଥିବା ବେଳେ ଏବେ ବି ଅନେକ ରହସ୍ୟ ପରଦା ପଛରେ ରହିଛି । ପୋଲିସ ବାରାକରୁ କେମିତି…
ଏଣିକି ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କଲେ ମିଳିବ ୫ ହଜାର ପୁରସ୍କାର, କାର୍ଯ୍ୟକାରୀ ହେଲା ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଯୋଜନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇଲେ ମିଳିବ ୫ ହଜାର ଟଙ୍କାର ପୁରସ୍କାର ରାଶି । ଅଧିକାଂଶ ସମୟରେ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ…
କରୋନା ନେଲା ୪ ଜଣଙ୍କ ଜୀବନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…
ରାଜ୍ୟରେ ବଢ଼ିଲା କରୋନା ସଂକ୍ରମଣ: ଆଜି ୫୫୬ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
Paytm ବ୍ୟବହାର କରୁଛନ୍ତି କି?ଯଦି ହଁ, ତେବେ ଆପଣ ଜିତିପାରିବେ ୧ ଲକ୍ଷ ଟଙ୍କା; ଜାଣନ୍ତୁ କିପରି
ନୂଆଦିଲ୍ଲୀ: ପେଟିଏମ୍ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ ଆସିଛି ଖୁସି ଖବର । ପାର୍ବଣ ସମୟରେ ଆପଣ ପେଟିଏମ ମାଧ୍ୟମରେ ୧ ଲକ୍ଷ ଟଙ୍କା ପଯ୍ୟନ୍ତ ପୁରସ୍କାର ଜିତିପାରିବେ । ଡିଜିଟାଲ ପେମେଣ୍ଟ ଓ ପେଟିଏମ ପକ୍ଷରୁ…