CHARIDHAM
Browsing Category

Top Stories

ଭାରତକୁ ଅଷ୍ଟମ SAFF କପ୍: ନେପାଳକୁ ୩-୦ରେ ହରାଇଲା

ନୂଆଦିଲ୍ଲୀ: ଭାରତ ଜିତି ନେଇଛି ଅଷ୍ଟମ ସାଫ୍ କପ୍ । ନେପାଳକୁ ୩-୦ରେ ପରାସ୍ତ କରିବା ସହିତ ଭାରତ ଅଷ୍ଟମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ଜିତିବାରେ ସଫଳ ହୋଇଛି । ମଲଡିଭସର ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା…

ବାହାରକୁ ଗଲେ ଗରିବଙ୍କୁ ସାହାଯ୍ୟ କରିବି: ଆର୍ୟନ ଖାନ

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଜେଲରେ ଅଛନ୍ତି । ଆର୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସଂରକ୍ଷିତ ରଖାଯାଇଛି, ଏଥିପାଇଁ ୨୦ ପର୍ଯ୍ୟନ୍ତ ତାଙ୍କୁ ଜେଲରେ ରହିବାକୁ ପଡ଼ିବ…

DIET କରୁଥିଲେ ଏହି ସବୁ ଫଳଠାରୁ ଦୂରେଇ ରୁହନ୍ତୁ

ଆଜିକାଲି ଅଧିକାଂଶ ଲୋକଙ୍କ ସବୁଠାରୁ ବଡ ମୁଣ୍ଡବିନ୍ଧାର କାରଣ ହେଉଛି ଓଜନ ବଢ଼ିଯିବା। ଓଜନ କମାଇବା ଏବଂ ପତଳା ହେବା ପାଇଁ ଲୋକେ ଅନେକ ଜିନିଷ ଖାଇବା ଛାଡି ଦିଅନ୍ତି, ଡାଏଟିଂ ମଧ୍ୟ କରନ୍ତି। ଡାଏଟିଂ କରିବା ବେଳେ ତେଲ…

OTTରେ ଡେବ୍ୟୁ କରିବେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ କ୍ୱିନ୍ କଙ୍ଗନା ରଣାୱତ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । କଙ୍ଗନା ଏକ ରିୟଲିଟି ସୋ ମାଧ୍ୟମରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଆମେରିକାନ ରିୟଲିଟି ସୋ ‘ଟେମ୍ପଟେସନ…

ସ୍ୱାମୀର ଥିଲା ଅବୈଧ ସମ୍ପର୍କ: ଗୁଳି ମାରିବା ପରେ ଶବକୁ ଛୋଟ ଛୋଟ ଖଣ୍ଡରେ କାଟିଲା

ନୂଆଦିଲ୍ଳୀ: ଅବୈଧ ସମ୍ପର୍କ ପଡିଲା ମହଙ୍ଗା । ନିଜ ସ୍ୱାମୀର ଅବୈଧ ସମ୍ପର୍କ ବିଷୟରେ ଜାଣିବା ପରେ ରାଗରେ ସ୍ୱାମୀକୁ ଗୁଳି ହତ୍ୟା କରିଛି ଏହି ପତ୍ନୀ । ରାଗ ଏତେ ଥିଲା କି ହତ୍ୟା ପରେ ମଧ୍ୟ ରାଗ ଶାନ୍ତ ହୋଇନଥିଲା ।…

୧୭ରୁ ବିଟେକ୍ କାଉନସେଲିଂ

ଭୁବନେଶ୍ୱର: ୧୭ରୁ ଆରମ୍ଭ ହେବ ଓଜେଇଇ ୱେବ୍-ବେସଡ ବିଟେକ କାଉନସେଲିଂ । ବି.ଆର୍କ, ବି.ପ୍ଲାନ, ବି.କ୍ୟାଟ, ଇଣ୍ଟିଗ୍ରେଟେଡ ଏମ.ଏସସି ପାଇଁ ହେବ କାଉନସେଲିଂ । ନଭେମ୍ବର ୨ ତାରିଖ ହେଉଛି ରେଜିଷ୍ଟ୍ରେସନ ଓ ଚଏସ ଲକିଂ…

Ipl ଫାଇନାଲରେ ଜୁଆଖେଳ: ୪ ଗିରଫ,୨୭ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲାରେ ଆଇ.ପି.ଏଲ୍ କ୍ରିକେଟ୍ ସମୟରେ ଅନଲାଇନ୍ ମାଧ୍ୟମରେ ଜୁଆ ବା ବ୍ୟାଂଟି କରୁଥିବା ଚାରି ଜଣ ଦଲାଲଙ୍କୁ ମାଲକାନଗିରି ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୯ ଲକ୍ଷ…

ଜମ୍ମୁ କଶ୍ମୀରରେ ଧାରା ୩୭୦ ହଟିବା ପରେ ସମସ୍ତଙ୍କ ପାଇଁ ବିକାଶର ରାସ୍ତା ଖୋଲିଛି: ମୋହନ ଭାଗବତ

ନୂଆଦିଲ୍ଲୀ: ଆରଏସଏସର ୯୬ତମ ପ୍ରତିଷ୍ଠା ଦିବସରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ନାଗପୁର ଠାରେ ଉଦବୋଧନ ଦେଇଛନ୍ତି । ସେ ତାଙ୍କ ଉଦବୋଧନରେ ହିନ୍ଦୁ ସଂସ୍କୃତି ସହ ଜମ୍ମୁ କଶ୍ମୀରର ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି…

ଦିନକରେ ଆୟ କଲେ ୪୪ ହଜାର କୋଟି: ଜାଣନ୍ତୁ କିଏ ଏହି ଶିଳ୍ପପତି

ନୂଆଦିଲ୍ଲୀ:ଇଲେକ୍ଟ୍ରିକ କାର କମ୍ପାନୀ ଟେସଲା ସିଇଓ ଏଲନ ମସ୍କ ଏବେ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ଗୋଟିଏ ଦିନରେ ସେ ୪୫୪୭୧ କୋଟି ଟଙ୍କା ଆୟ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଶୁକ୍ରବାର ଟେସଲାର…

IAS ସ୍ତରରେ ଅଦଳ ବଦଳ: OFDC ଅଧ୍ୟକ୍ଷ ହେଲେ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଓଏଫଡିସି ଅଧ୍ୟକ୍ଷ ପଦକୁ ବଦଳି । ପରାଗ ଗୁପ୍ତାଙ୍କୁ ମିଳିଲା ପବ୍ଲିକ…