
Browsing Category
Top Stories
ମନୀଷଙ୍କୁ ହତ୍ୟା କରି ପାଣିକୁ ଫୋପଡା ଯାଇଥିଲା; ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ଗୁମର!
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ତନାଘନା କରୁଛି କମିଶନରେଟ ପୋଲିସ । କମିଶନରେଟ ପୋଲିସକୁ ଏହି ମାମଲାରେ ଏକ ନୂତନ ସୁରାକ ମିଳିଥିବା ବେଳେ ତାଙ୍କୁ…
ଗ୍ୟାସ ସିଲିଣ୍ଡର୍ ବୁକ୍ କଲେ ମିଳିବ ୧୦ହଜାର ଟଙ୍କାର ସୁନା ଜିତିବାର ମଉକା, ଜାଣନ୍ତୁ କଣ ରହିଛି ଦୁର୍ଗା ପୂଜା ଅଫର୍
ନୂଆଦିଲ୍ଲୀ: ଗ୍ୟାସ ସିଲିଣ୍ଡରର ଦାମ୍ ବୃଦ୍ଧି ପାଉଥିବାରୁ ସାଧାରଣ ଲୋକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ୁଛି । ବର୍ତ୍ତମାନ ପେଟ୍ରୋଲ-ଡିଜେଲ୍ ଦର ମଧ୍ୟ ବଢ଼ିଚାଲିଛି । ତେଣୁ ବିଭିନ୍ନ ଜିନିଷର ଦରଦାମ୍ ବୃଦ୍ଧି…
ମନୀଷ ମୃତ୍ୟୁ ମାମଲାରେ ଖୋଲିଲା ଗୁମର, ସାମ୍ନାକୁ ଆସିଲା କାଳ ରାତିର ସତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଜାଣିବାକୁ ଲାଗିପଡିଛି ପୋଲିସ । ତଦନ୍ତ ଯେତେ ଆଗକୁ ଯାଉଛି, ସେତେ ଗୁମରର ଖୁଲାସା ହେଉଛି । ଏହାରି…
ଜାଣନ୍ତୁ ମହା ନବମୀର ମହାତ୍ମ୍ୟ
ଆଜି ମା'ଦୁର୍ଗାଙ୍କ ମହାନବମୀ ବା ନବରାତ୍ରୀର ଶେଷ ଦିନ । ୮ ଦିନ ଧରି ବିଭିନ୍ନ ରୂପରେ ପୂଜା ପାଇବା ପରେ ଆଜି ସିଦ୍ଧିଦାତ୍ରୀ ରୂପରେ ପୂଜା ପାଉଛନ୍ତି ଜଗତ ଜନନୀ ମା’ ଦୁର୍ଗା । ଦେବୀ ଦୁର୍ଗାଙ୍କ ନଅ ରୂପ ମଧ୍ୟରୁ…
ପାର୍ବଣ ସମୟରେ ରାଜ୍ୟରୁ ବାହାରିଲେ ୫୨୧ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ଏମ୍ସରେ ଚାଲିଛି ଚିକିତ୍ସା
ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ଡ. ମନମୋହନ ସିଂ ଅସୁସ୍ଥ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୨ ଦିନରୁ ହାଲକା ଜ୍ୱର ହେବା କାରଣରୁ ବୁଧବାର ସନ୍ଧ୍ୟା ୬ଟା ୧୫ ମିନିଟରେ ତାଙ୍କୁ…
ଏହି ତାରିଖରୁ ଆରମ୍ଭ ହୋଇପାରେ ସଂସଦ ଅଧିବେଶନ; ଜାଣନ୍ତୁ କଣ ରହିଛି ପ୍ରସ୍ତୁତି
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ନଭେମ୍ବର ମାସର ଚତୁର୍ଥ ସପ୍ତାହରେ ସଂସଦୀୟ ବୈଠକ ଆରମ୍ଭ ହେବାର ସମ୍ଭବନା ରହିଥିବା ଜଣାପଡିଛି । ନଭେମ୍ବର ୧୫ ପରେ ଶୀତକାଳୀନ…
୯୦ ବର୍ଷ ବୟସରେ ଅନ୍ତରୀକ୍ଷ ଯାତ୍ରା କଲେ ଏହି ଅଭିନେତା
ଟେକ୍ସାସ: ୯୦ ବର୍ଷ ବୟସରେ ଅନ୍ତରୀକ୍ଷ ଯାତ୍ରା କରି ଇତିହାସ ରଚିଛନ୍ତି ଅଭିନେତା ତଥା ନିର୍ଦ୍ଦେଶକ ୱିଲିୟମ୍ ସାଟନର୍ । ସେ ଜେଫ୍ ବେଜୋସ୍ ଙ୍କ କମ୍ପାନୀ ବ୍ଲୁ ଅରିଜିନ୍ ର ନୁତନ ଶେଫର୍ଡ ରକେଟ୍ ଜରିଆରେ ଅନ୍ତରିକ୍ଷ…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଓ…
୬ ମାସ ମଧ୍ୟରେ କରିହେବ ଗର୍ଭପାତ; ନିୟମ ସଂଶୋଧନ କଲେ ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ରହିଥିବା ଗର୍ଭପାତ ନିୟମକୁ ସଂଶୋଧନ କରାଯାଇଛି । ନୂତନ ନିୟମ ଅନୁଯାୟୀ ଏଣିକି ଗର୍ଭଧାରଣର ୬ ମାସ ବା ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଯାଇ ପାରିବ । ତେବେ କେବଳ…