Browsing Category

Top Stories

ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟ ସିଲ୍

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନା କାଳରେ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏବେବି କଟକଣା ଜାରି ରଖିଛି ପ୍ରଶାସନ । କିନ୍ତୁ କିଛି ଲୋକଙ୍କ ଅମାନିଆ ମନୋବୃତ୍ତି ଯୋଗୁଁ କରୋନା ପୁଣି କଡ଼ ଲେଉଟିବାର ସମ୍ଭାବନା…

ରାଜ୍ୟରୁ ପୁଣି ୬୯ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ…

ଭିଜିଲାନ୍ସ ଜାଲରେ ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ

ନୂଆପଡ଼ା(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ବଢ଼ିବାରେ ଲାଗିଛି । ଏହାରେ ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧୀକାରୀ । ନୂଆପଡ଼ା ସିଡିଭିଓ ତ୍ରିଲୋଚନ ଧଳଙ୍କ ଘରେ ଆଜି ଚଢ଼ାଉ…

EMI Free Loan ଆପଣଙ୍କ ପାଇଁ ଉପଯୁକ୍ତ ହୋଇପାରେ, ଯଦି ଆପଣଙ୍କର ପ୍ରତ୍ୟେକ ମାସରେ ଦରମା ଆସୁନାହିଁ

ନୂଆଦିଲ୍ଲୀ: ସାଧାରଣତଃ ଯେତେବେଳେ ଆପଣ କୌଣସି ଲୋନ୍ ନେଇଥାନ୍ତି, ତେବେ ପ୍ରତ୍ୟେକ ମାସରେ ଇଏମଆଇ ଦେବାକୁ ପଡ଼ିଥାଏ । ଯଦି ଇଏମଆଇ ଦେଇ ନପାରନ୍ତି, ତେବେ ଆପଣ ବହୁ ଅସୁବିଧାରେ ପଡ଼ିଥାନ୍ତି । ତେବେ ଆପଣ ଜାଣନ୍ତି କି…

ଆଜି ରାଜ୍ୟରେ ୧୨୪୩ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ଗୋଲ୍ଡ ଜିତିବା ପରେ ନୀରଜଙ୍କ ଉପରେ ଟଙ୍କାବର୍ଷା, ଜାଣନ୍ତୁ କିଏ ଦେଲେ କେତେ ଟଙ୍କା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସଫଳତାର ପତାକା ଉତ୍ତୋଳନ କରିଥିବା ନୀରଜ ଚୋପ୍ରା ସମଗ୍ର ଦେଶକୁ ଖୁସି କରିଛନ୍ତି । ସଫଳତା ତାଙ୍କୁ ମିଳିଛି ସତ, କିନ୍ତୁ ସମଗ୍ର ଦେଶ ଓ ସରକାର ଏହାକୁ ପାଳନ କରୁଛନ୍ତି । ପିରଜଙ୍କୁ…

କାଠଯୋଡିରୁ ଆଉ ଜଣଙ୍କର ମୃତଦେହ ଉଦ୍ଧାର

କଟକ(ଓଡ଼ିଶା ଭାସ୍କର): କାଠଯୋଡ଼ି ନଦୀରେ ଭାସି ନିଖୋଜଙ୍କ ମଧ୍ୟରୁ ଆଉ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ବାରଙ୍ଗ ଥାନା ମୁଣ୍ଡମୁହାଣ ବାଲିଘାଟରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ମୃତଦେହ ଉଦ୍ଧାର ହୋଇଛି । ତେବେ ଗତକାଲି…

ହ୍ୱାଟ୍ସଆପରେ ମିଳିବ ଟିକାକରଣ ସାର୍ଟିଫିକେଟ; ଜାଣନ୍ତୁ କଣ ରହିଛି ପ୍ରକ୍ରିୟା

ନୂଆଦିଲ୍ଲୀ: କରୋନା ଟିକାର ପ୍ରତିଟି ଡୋଜ୍ ଲଗାଇବା ପରେ ଏହାର ସାର୍ଟିଫିକେଟ ଡାଉନଲୋଡ୍ କରିବାକୁ ପଡିଥାଏ । ତେବେ ଏହାକୁ ଡାଉନଲୋଡ କରିବା କିଛି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଏହାକୁ ଦୃଷ୍ଟିରେ ରଖି କୋ…

ଅଗଷ୍ଟ ୯ରେ ମିଳିବ ପିଏମ୍‌-କିଷାନର ପରବର୍ତ୍ତୀ କିସ୍ତି, ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚାଷୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅଗଷ୍ଟ ୯ ଅପରାହ୍ନ ୧୨.୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌- କିଷାନ) ଯୋଜନା ଅଧିନରେ ଆର୍ଥିକ ସୁବିଧାର…

ଥଣ୍ଡା କ୍ଷୀର ପିଇବା ଦ୍ୱାରା ଶରୀରକୁ ମିଳିଥାଏ ପ୍ରଚୁର ଶକ୍ତି

ସମସ୍ତେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ଏହାର ଲାଭ ଶୁଣିବା ପରେ ସମସ୍ତେ ଏହାକୁ ଔଷଧ ଭାବରେ ପିଇପାରିବେ । କ୍ଷୀରକୁ ଗରମ କିମ୍ବା ଥଣ୍ଡା ଭାବରେ ପିଇବାକୁ ଲୋକମାନେ ପସନ୍ଦ କରିଥାନ୍ତି । ଏଥିରେ ଅନେକ…