fbpx
Browsing Category

Top Stories

‘କରୋନା’ ଭାଇରସକୁ ନେଇ କଣ କହିଲେ ସ୍ୱାସ୍ଥ୍ୟ ସଚିବ ?

ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ଚୀନରେ ବ୍ୟାପୁଥିବା କରୋନା ଭାଇରସ୍ ପାଇଁ ସାରା ବିଶ୍ୱ ଚିନ୍ତିତ । କରୋନ ଭାଇରସରେ ମୁମ୍ବାଇର ଜଣେ ବ୍ୟକ୍ତି ଆକ୍ରାନ୍ତ ହେବା ପରେ ଓଡିଶା ସର୍ତକ ହୋଇଯାଇଛି । ଏନେଇ ଆୟୋଜିତ ଏକ…

ଦୁର୍ଘଟଣାରେ ୨ମୃତ, ଟାୟାର ଜାଳି ରାସ୍ତାରୋକ

କଟକ, ୨୭ା୧(ଓଡ଼ିଶା ଭାସ୍କର): କଟକ ଜଗତପୁର ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ପୀରବଜାର ନିକଟରେ ଦୁର୍ଘଟଣା ହୋଇ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଟ୍ରକ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ…

କରୋନା ଭାଇରସକୁ ନେଇ ରାଜ୍ୟ ସରକାରଙ୍କ ସତର୍କତା

ଭୁବନେଶ୍ୱର, ୨୭ା୧(ଓଡ଼ିଶା ଭାସ୍କର): କରୋନା ଭାଇରସକୁ ନେଇ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ବିଭାଗ ଏନେଇ ଆଲୋଚନା କରିଛନ୍ତି । ଭିଡ଼ିଓ କନଫରେନ୍ସିଂ ଜରିଆରେ…

ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ଉଡ଼ିବ ନୂଆ ବିମାନ

ଝାରସୁଗୁଡ଼ା, ୨୭ା୧(ଓଡ଼ିଶା ଭାସ୍କର): ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ଉଡ଼ିବ ନୂଆ ଏଲାଏନ୍ସ ଏୟାର ବିମାନ । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଏଲାଏନ୍ସ ଏୟାର ବିମାନ ଉଡ଼ିବ । କୋଲକାତାରୁ ଦିନ ୧୧.୪୫ରୁ ଛାଡ଼ି…

୨୯ ଓ ୩୦ରେ ରାଜ୍ୟରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୨୭ା୧(ଓଡ଼ିଶା ଭାସ୍କର): ଉତ୍ତରା ପବନ ପାଇଁ ରାଜ୍ୟରେ ସାମାନ୍ୟ ଶୀତ ବୃଦ୍ଧି ପାଇଛି । ଏହାସହ ଆସନ୍ତା ୨୯ ଓ ୩୦ ତାରିଖରେ ପାଗ କୋହଲା ସହ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ…

କଟକ ବଡ଼ ମେଡ଼ିକାଲକୁ ବିଶ୍ୱସ୍ତରୀୟ କରିବା ନେଇ ପ୍ରକ୍ରିୟା ଆରମ୍ଭ

କଟକ, ୨୭ା୧(ଓଡ଼ିଶା ଭାସ୍କର): କଟକ ବଡ଼ ମେଡ଼ିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠୁ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ସେନେଇ ବିସ୍ଥାପିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଓ…

ହସ୍ତତନ୍ତ ମେଳା-୨୦୨୦କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ ।୧(ଓଡିଶା ଭାସ୍କର): ଆଜି ସାଧାରଣତନ୍ତ୍ର ଦିିବସ ସନ୍ଧ୍ୟାରେ ସ୍ଥାନୀୟ ୟୁନିଟ-୩ ପ୍ରଦର୍ଶନୀ ପଡିଆରେ ଆଯୋଜିତ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା-୨୦୨୦କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ପୁରୀ ସତ୍ୟବାଦୀ ସୁଆଣ୍ଡୋରେ ୫ଟି ସଚିବ

ପୁରୀ,୨୬।୧(ଓଡିଶା ଭାସ୍କର): ପୁରୀ ସତ୍ୟବାଦୀ ସୁଆଣ୍ଡୋ କୁ ଯାଇଛନ୍ତି 5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ। ସେଠାରେ ଗୋପବନ୍ଧୁଙ୍କ ଜନ୍ମ ସ୍ଥାନର ବିକାଶ ନେଇ ସେ ଅନୁଧ୍ୟାନ କରିଛନ୍ତି।  ସେଠାରେ 5T ସଚିବଙ୍କ ସହ…

ଭାରତର ଦମଦାର ବିଜୟ

ଅକଲ୍ୟାଣ୍ଡ, ୨୬ା୧: ଅକଲ୍ୟାଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ ଜିତିଛି ଭାରତ । ୭ୱିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ବିଜୟୀ ହୋଇଛି । ଭାରତ ଆଗରେ ୧୩୩ ରନର ବିଜୟ ଲକ୍ଷ୍ୟ ରଖିଥିଲା ନ୍ୟୁଜିଲାଣ୍ଡ ।