
Browsing Category
Top Stories
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୪୮ ଘଣ୍ଟାରେ ନେବ ଅବପାତର ରୂପ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୂର୍ବ କେନ୍ଦ୍ରୀୟ ଓ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ ଏବଂ…
ମହିଳା ରୋଗୀଙ୍କ ସହ ଦୁଷ୍କର୍ମ କରୁଥିଲା କମ୍ପାଉଣ୍ଡର, ସ୍ୱାମୀ ଦେଖିଦେବାରୁ…
ଆଜମଗଡ଼: ଉତ୍ତରପ୍ରଦେଶ ଆଜମଗଡ଼ରୁ ଏକ ଆଶ୍ଚର୍ଯ୍ୟଜନକର ଘଟଣା ସାମ୍ନାକୁ ଆସିଛି । ସେଠାରେ ଏକ ଘରୋଇ ହସ୍ପିିଟାଲରେ ଭତ୍ତି ହୋଇଥିବା ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଛି କମ୍ପାଉଣ୍ଡର । ଅଭିଯୋଗ ଆଧାରରେ ପୋଲିସ…
ମାଗଣାରେ ଦେଖନ୍ତୁ ଏହି ୧୩ଟି ଭୂତ ଫିଲ୍ମ, ଯାହା ବଦଳରେ କମ୍ପାନୀ ଦେବ ୧ ଲକ୍ଷ ଟଙ୍କାର ପୁରସ୍କାର
ସାଧାରଣତଃ ଲୋକମାନେ ଖାଲି ସମୟରେ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ଓ ଏଥିପାଇଁ ସେମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାରକୁ ମଧ୍ୟ ପଛାନ୍ତି ନାହିଁ । କିନ୍ତୁ ଆପଣ ଜାଣନ୍ତି କି, ଆପଣ ଭୂତ ଫିଲ୍ମ ଦେଖି ମଧ୍ୟ ଟଙ୍କା…
ଅଭିନେତା ସାଇ ଧରମ ତେଜ ସଡ଼କ ଦୁର୍ଘଟଣାରେ ଗୁରୁତର, ଏବେ ସୁଧୁରୁଛି ସ୍ଥିତି
ହାଇଦ୍ରାବାଦ: ଶୁକ୍ରବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ତେଲୁଗୁ ଚଳଚ୍ଚିତ୍ରର ଅଭିନେତା ସାଇ ଧରମ ତେଜ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ଖବର ମୁତାବକ, ସେ ଏକ ସ୍ପୋର୍ଟସ ବାଇକ୍ ଚଳାଉଥିବା ବେଳେ କାଦୁଅରେ…
ଟ୍ରକକୁ ପଛପଟୁ ପିଟିଲା ବାଇକ୍, ୨ ମୃତ
ଭଦ୍ରକ: ରାସ୍ତାରେ ଟ୍ରକକୁ ପଛପଟୁ ପିଟିଲା ବାଇକ୍ । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି । ଭଦ୍ରକ ଏନଏଚ-୧୬ ଭଣ୍ଡାରିପୋଖରୀ ଛକ ନିକଟରେ ହୋଇଛି ଏହି ଦୁର୍ଘଟଣା । ମିଳିଥିବା ସୂଚନା…
ରାଶିଫଳ (ଶନିବାର ,୧୧ ସେପ୍ଟେମ୍ବର,୨୦୨୧)
ମେଷ- ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ ।
ବୃଷ-…
ସୁନା ପୁଅ ପ୍ରମୋଦଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର(ଓଡ଼ିଶା ଭାସ୍କର): ଓଡ଼ିଶାର ସୁନା ପୁଅ ତଥା ପାରା ଅଲମ୍ପିଆନ ପ୍ରମୋଦ ଭଗତ ଆଜି ଓଡ଼ିଶା ଫେରିଛନ୍ତି। ଭଗତ ଓଡ଼ିଶା ଫେରିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ପ୍ରମୋଦଙ୍କୁ…
ବାହାଘରର ୧୬ ବର୍ଷ ପରେ ସ୍ୱାମୀ ଖୋଲିଲେ ଏପରି ରାଜ୍, ପତ୍ନୀ ହୋଇଗଲେ ଆଚମ୍ବିତ
ନୂଆଦିଲ୍ଲୀ: ବୈବାହିକ ଜୀବନରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏଭଳି ପରିସ୍ଥିତିରେ ଯଦି ବାହାଘରର ଅନେକ ବର୍ଷ ପରେ ସ୍ୱାମୀ ଏପରି କିଛି ସ୍ୱୀ ସାମ୍ନାରେ ଖୁଲାସା କରେ, ଯାହା ବିଷୟରେ…
ଏହି ତାରିଖରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା: ସରକାରଙ୍କ ନୂଆଖାଇ ଭେଟି
ଭୁବନେଶ୍ବର (ଓଡ଼ିଶା ଭାସ୍କର): ନୂଆଖାଇ ଅବସରରେ ଆସନ୍ତା ୧୧ ତାରିଖରେ ଚାଷୀମାନଙ୍କୁ ‘କାଳିଆ’ ଯୋଜନାରେ ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଟଙ୍କା ପ୍ରଦାନର ଶୁଭାରମ୍ଭ…
ଦୁନିଆର ଏପରି କିଛି ସ୍ଥାନ, ଯେଉଁଠି କେବେ ବି ହୋଇନଥାଏ ରାତି
ସୂର୍ଯ୍ୟ ଉଦୟ ଓ ଅସ୍ତ ହେବା ତ ପ୍ରାକୃତିକ ଘଟଣା । ପୂର୍ବ କାଳରେ ସୂର୍ଯ୍ୟଙ୍କ ଉଦୟ ଓ ଅସ୍ତ ହେବାରୁ ସମୟ ଜାଣୁଥିଲେ ଲୋକେ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ଏପରି କିଛି ସ୍ଥାନ ରହିଛି, ଯେଉଁଠାରେ କେବେ ବି ସୂର୍ଯ୍ୟ…