
Browsing Category
Top Stories
କଣ ଛୋଟ ଛୁଆଙ୍କ ଠାରୁ ବ୍ୟାପେ କରୋନା? ଅଧ୍ୟୟନରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା
ଓଡ଼ିଶା ଭାସ୍କର ବ୍ୟୁରୋ: କରୋନାର ନୁତନ ଭାରିଆଣ୍ଟକୁ ବିଶେଷଜ୍ଞମାନେ ତୃତୀୟ ଲହର ଭାବରେ ବିବେଚନା କରୁଛନ୍ତି । ଅନେକ ରିପୋର୍ଟରେ ଏହା ଦାବି କରାଯାଇଛି ଯେ, ଯେହେତୁ ପିଲାମାନଙ୍କ ଟିକାକରଣ କରାଯାଇ ନାହିଁ, ତେଣୁ…
ସୋମବାର ଠାରୁ ପୂର୍ବ ପରି ରାଜଧାନୀରେ ଖୋଲିବ ଦୋକାନ ବଜାର, ରାଜ୍ୟ ସରକାର ହଟାଇଲେ ସବୁ ପ୍ରତିବନ୍ଧକ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇଛି । ତେଣୁ ରାଜ୍ୟ ସରକାର ପୂର୍ବରୁ ପରି ୂବଜାର ଦୋକାନ ଆଦି ଖୋଲିବାକୁ ଅନୁମତି ନେଇ ସାରିଛନ୍ତି । ଏହି ପରିପ୍ରେକ୍ଷୀରେ ମୂଖ୍ୟମନ୍ତ୍ରୀ ଅରବିନ୍ଦ…
ସାଇବର୍ ଲୁଟର ଶିକାର ହୋଇଥିବା ଲୋକଙ୍କୁ ୨୪ ଘଣ୍ଟା ଭିତରେ ମିଳିବ କଟିଥିବା ଟଙ୍କା, ଏହା ହେଉଛି ପୂରା ଉପାୟ
ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ତ୍ତମାନର ଏହି ଟେକ୍ନୋଲୋଜି ଯୁଗରେ ଅନଲାଇନ୍ ଠକେଇ ଅଭିଯୋଗ ଅନେକ ଆସୁଛି । ବିଶେଷ କରି ଏହି କରୋନା ସମୟରେ ସାଇବର୍ ଲୁଟ୍ ଅନେକ ବୃଦ୍ଧି ପାଇଛି । ଲୋକମାନେ ନିଜ ପରିଶ୍ରମରେ ରୋଜଗାର କରିଥିବା…
ଇସାକ୍ ମୁଣ୍ଡା ପୁଣି ଚର୍ଚ୍ଚାରେ, ୟୁଟ୍ୟୁବ ରୋଜଗାରରୁ ଗାଁ ରାସ୍ତା ସଜାଡ଼ିଲେ
ଓଡ଼ିଶା ଭାସ୍କର ବ୍ୟୁରୋ: ଦିନମଜୁରିଆ ଭାବେ ଚଳୁଥିବା ଜଣେ ବ୍ୟକ୍ତି ଇଚ୍ଛାଶକ୍ତି ବଳରେ ସଫଳତାର ଶୀର୍ଷ ଛୁଇଁପାରେ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଓଡ଼ିଶାର ଯୁବ ୟୁଟ୍ୟୁବର୍ ଇସାକ ମୁଣ୍ଡା। ଅତି ସାଧାସିଧା ଜୀବନ…
ପତ୍ନୀର ଗୋଟିଏ ଫୋନ୍ କଲ୍ ଯୋଗୁଁ ସଙ୍କଟରୁ ବର୍ତ୍ତିଲେ ସ୍ୱାମୀ, ନଚେତ୍ ଆଜି ଆଫଗାନିସ୍ତାନରୁ ସାହାଯ୍ୟ ଭିକ୍ଷା କରୁଥାନ୍ତେ; ପଢ଼ନ୍ତୁ ପୂରା ଖବର
ଡେରାଡୁନ୍: ଭାରତ ସରକାର ଏପର୍ଯ୍ୟନ୍ତ ଆଫଗାନିସ୍ତାନରୁ ୩୦୦ରୁ ଅଧିକ ନାଗରିକଙ୍କୁ ଏୟାରଲିଫ୍ଟ କରି ଫେରାଇ ଆଣିଛନ୍ତି । ଏହା ଭିତରେ ଡେରାଡୁନ୍ ର ୪୯ ବର୍ଷିୟ ସଂଜୟ ଗୁରୁଙ୍ଗ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ବତନ…
ଚକୋଲେଟ୍ ଓ ଫୁଲ ରାଖୀ, ଏଥର ଭାଇ ହାତରେ ଭଉଣୀ ବାନ୍ଧିବ ନୂଆ ଡିଜାଇନ୍
ସୋର(ଓଡ଼ିଶା ଭାସ୍କର): ରାତି ପାହିଲେ ରକ୍ଷା ବନ୍ଧନ। ଏହି ଦିନରେ ଭଉଣୀଟିଏ ଭାଇ ହାତରେ ରାଖୀ ବାନ୍ଧି ତାର ଶୁଭ ମନାସି ଥାଏ। ଏଥିପାଇଁ ବିଭିନ୍ନ ସ୍ଥାନରେ ଭଳିକି ଭଳି ରାଖୀ ଦୋକାନ ଖୋଲିଛି। ବଜାରରେ ଫେନ୍ସି ଠାରୁ…
ATM ରୁ ଟଙ୍କା ନବାହାରିଲେ ଏମିତି କରନ୍ତୁ ଅଭିଯୋଗ; ବ୍ୟାଙ୍କ ଦେବ ୧୦ ହଜାର ଟଙ୍କା ଫାଇନ
ନୂଆଦିଲ୍ଲୀ: ଆପଣ ଏଟିଏମ୍ ରୁ ଟଙ୍କା ବାହାର କରୁଥିବା ବେଳେ ବହୁତ୍ ଥର ଟଙ୍କା ବାହାରି ନଥାଏ। ପୂର୍ବରୁ ଏହାକୁ ନେଇ କୌଣସି ଦଣ୍ଡ ରହିନଥିଲା ମାତ୍ର rbi ପକ୍ଷରୁ ନିୟମରେ ପରିବର୍ତ୍ତନ କରା ଯାଇଛି। ଏଣିକି atm ରୁ ଟଙ୍କା…
ହ୍ରଦ ଭିତରେ ATM ସ୍ଥାପନ କଲା SBI, ଜାଣନ୍ତୁ କେଉଁଠି…
ଓଡ଼ିଶା ଭାସ୍କର ବ୍ୟୁରୋ: ଏଣିକି ପାଣି ଭିତରେ ମିଳିବ ନଗଦ ଟଙ୍କା। ପର୍ଯ୍ୟଟକ ପାଇବେ ଆବଶ୍ୟକ ଅନୁସାରେ କ୍ୟାଶ୍। ଏହି ସୁବିଧା ପାଇଁ ହ୍ରଦରେ ଏଟିଏମ୍ ସ୍ଥାପନ କରାଯାଇଛି। ଏସିଆର ଅନ୍ୟତମ ଆକର୍ଷଣୀୟ ହ୍ରଦ ଶ୍ରୀନଗରରେ…
୫ ତାଲିବାନ ୱେବସାଇଟ୍ କଳାତାଲିକାଭୁକ୍ତ! ଜାଣନ୍ତୁ…
ଓଡ଼ିଶା ଭାସ୍କର ବ୍ୟୁରୋ: ତାଲିବାନୀ ଚଳାଇଥିଲେ ୱେବସାଇଟ୍। ଗୋଟିଏ ନୁହେଁ ୫ଟି ସାଇଟ୍ ଅପରେଟ୍ କରୁଥିଲା ସାରା ବିଶ୍ଵରେ। ଦୁଇଟି ଆଫଗାନୀ ଭାଷା ଓ ଅନ୍ୟ ୩ଟି ଅଲଗା ଭାଷାରେ ଚାଲୁଥିଲା ସାଇଟ୍। ତେବେ ସେସବୁକୁ…