Browsing Category
Top Stories
ପୌର ନିର୍ବାଚନ ପାଇଁ ମାମଲା ଦାଏର
ଭୁବନେଶ୍ୱର: ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାଏର । ୩ ଜଣଙ୍କ ପକ୍ଷରୁ ୩ଟି ପୃଥକ ପୃଥକ ରିଟ୍ ପିଟିସନ୍ ଦାଏର ହୋଇଛି । ଭୁବନେଶ୍ୱର ପାଇଁ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ରଙ୍କ ପିଟିସନ୍ ଦାଖଲ ।…
ଶୁକ୍ରବାର ନାଗପଞ୍ଚମୀ, ବିଧି ଜାଣନ୍ତୁ; ଏସବୁ ଖାଆନ୍ତୁ…
ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତ ଭଳି ଦେଶରେ ବ୍ରତ, ଉପବାସ, ପୂଜା, ଉତ୍ସବ ଆଦି ସ୍ୱତନ୍ତ୍ରତା ବହନ କରେ । ସ୍ଥାନାନୁସାରେ ପାରମ୍ପରିକ ଅନେକ ପର୍ବପର୍ବାଣି ପାଳନ କରାଯାଉଛି । ଏହା ମଧ୍ୟରେ ନାଗପଞ୍ଚମୀ ମଧ୍ୟ ଏକ ବିଶେଷ…
ଲଜ୍ଜା: ୭ ବର୍ଷର ଝିଅକୁ ଯୌନ ଶୋଷଣ, ଦାଦା-ମାମୁଁ-ଭାଇ ଉପରେ ଅଭିଯୋଗ, ସାହାଯ୍ୟ ଆଳରେ ଜଣଙ୍କ ପରେ ଜଣେ….
ଚେନ୍ନାଇ: ଦୁନିଆର ଏପରି ଯୌନ ଶୋଷଣ ମାମଲା ସାମ୍ନାକୁ ଆସୁଛି, ଯେଉଁଥିରେ ବାପା-ଭାଇ, ଦାଦା, ମାମୁଁ ଆଦି ନିଜ ସମ୍ପର୍କକୁ ବଳି ଦେଉଛନ୍ତି । ସେହିପରି ଚେନ୍ନାଇରେ ୭ ବର୍ଷର ନାବାଳିକା ସହ ଯୌନ ଶୋଷଣ ଘଟଣା ସାମ୍ନାକୁ…
ଭାରତୀୟ ରେଳବାଇ ପୁଣିଥରେ ଆରମ୍ଭ କଲା ଏହି ସେବା
ନୂଆଦିଲ୍ଲୀ: ଦେଶରେ ବଡ଼ ମାତ୍ରାରେ ଲୋକମାନେ ଟ୍ରେନରେ ଯାତ୍ରା କରିଥାନ୍ତି । କରୋନାର ଗଭୀର ପ୍ରଭାବ ପଡ଼ିଥିଲା ରେଳ ପରିଚାଳନା ଉପରେ । ଅବଶ୍ୟ ରେଳବାଇ କରୋନା ନିୟମ ପାଳନ କରିବା ସହ ସ୍ପେସାଲ ଟ୍ରେନ ଚଳାଇ କୋଟି କୋଟି…
‘ଚନ୍ଦ୍ରାୟନ-୨’ ମିଶନର ବଡ଼ ସଫଳତା, ଚନ୍ଦ୍ରପୃଷ୍ଠରେ ଜଳଅଣୁର ସନ୍ଧାନ
ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ 'ଚନ୍ଦ୍ରାୟନ-୨' ଚନ୍ଦ୍ରପୃଷ୍ଠରେ ଜଳଅଣୁର ସନ୍ଧାନ କରିଛି । ମିଶନ ସମୟରେ ମିଳିଥିବା ତଥ୍ୟରୁ ଏହା ପ୍ରକାଶ ପାଇଛି । ଚନ୍ଦ୍ରାୟନ-୨ ମିଶନର ଅର୍ବିଟର ବର୍ତ୍ତମାନ ବି ଚନ୍ଦ୍ରର…
‘ବଚପନ୍ କା ରିପୋର୍ଟିଂ’ ଦେଖନ୍ତୁ, CM ମଧ୍ୟ ଦିବାନା ହୋଇଗଲେ…
ଓଡ଼ିଶା ଭାସ୍କର ବ୍ୟୁରୋ: ‘ବଚପନା କା ପ୍ୟାର୍’ ଗୀତ ଗାଇ ରାତାରାତି ଫେମସ୍ ହୋଇଥିବା ପିଲାକୁ ତ ଏବେ ସମସ୍ତେ ଜାଣିଥିବେ । ତେବେ ଠିକ୍ ସେହିପରି ଏକ ପିଲା ‘ବଚପନ୍ କା ରିପୋର୍ଟିଂ’ କରି ସୋସିଆଲ୍ ମିଡିଆରେ ଚର୍ଚ୍ଚାର…
ସ୍ୱାଧୀନତା ଆନ୍ଦୋଳନକୁ ତୀବ୍ର କରିଥିଲା ଜାଲିଆନାୱାଲାବାଗ ହତ୍ୟାକାଣ୍ଡ
ନୂଆଦିଲ୍ଲୀ: ସେହି ଦିନକୁ ଭାରତ କେବେବି ଭୁଲିପାରିବ ନାହିଁ, ଦିନଟି ହେଉଛି ୧୩ ଏପ୍ରିଲ୧୯୧୯ । ଶାନ୍ତିପୂର୍ଣ୍ଣ ସ୍ୱାଧୀନତା ଚାହୁଥିବା ଲୋକଙ୍କ ଉପରେ ଇଂରେଜ ସୈନ୍ୟମାନେ କରିଥିଲେ ଗୁଳିଚାଳନା । ଅତି ନିର୍ମମ ଭାବେ ମାରି…
ଇ-ସ୍କଲାରସିପରେ ହେରାଫେରି: ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ଅଣ୍ଡର ସେକ୍ରେଟେରୀ ଗିରଫ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗିରଫ ହେଲେ ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ଅଣ୍ଡର ସେକ୍ରେଟେରୀ । ଅବସରପ୍ରାପ୍ତ ଅଣ୍ଡର ସେକ୍ରେଟେରୀ ପ୍ରକାଶ ଚନ୍ଦ୍ର ରଥଙ୍କୁ ଗିରଫ କରିଛି ଇଓଡବ୍ଲୁ । ଇ-ମେଧାବୃତ୍ତି ସ୍କଲାରସିପରେ…
ଲକଡାଉନ୍ କେବେ ହେବ? ମୁଖ୍ୟମନ୍ତ୍ରୀ କହିଲେ ଏମିତି
ଓଡ଼ିଶା ଭାସ୍କର ବ୍ୟୁରୋ: ହଟିନି କରୋନା ଭୟ । ସମ୍ଭାବ୍ୟ ତୃତୀୟ ତରଙ୍ଗ ଆଶଙ୍କା ଦୂର ହୋଇନି । ମହାମାରୀ କରୋନା ଭାଇରସ୍ ପାଇଁ ନଆଯାଇଛି ଅନେକ କଡ଼ା ପଦକ୍ଷେପ । ସେହିପରି ଭାଇରସ୍ ଚେନ୍ ଭାଙ୍ଗିବା ପାଇଁ ବାଧ୍ୟ ହୋଇ ସରକାର…
ଉଠିଯିବ ଟୋଲ୍ ପ୍ଲାଜା ! ୩ ମାସ ମଧ୍ୟରେ ଜିପିଏସ ଟୋଲ ସିଷ୍ଟମ ପାଇଁ ହେବ ପଲିସି
ନୂଆଦିଲ୍ଲୀ: ଆଉ ରହିବନି ଟୋଲ୍ ପ୍ଲାଜା, ଖୁବଶୀଘ୍ର ଦେଶରେ ଟୋଲ୍ ପ୍ଲାଜା ଉଠାଇ ଦିଆଯିବ । ଏହା ବଦଳରେ ସାରା ଦେଶରେ ଜିପିପିଏସ ଆଧାରିତ ଟୋଲ ସିଷ୍ଟମର ବ୍ୟବସ୍ଥା କରାଯିବ । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।…