Browsing Category

Top Stories

ଏକାସାଥୀରେ ଜନ୍ମ ନେଇଥିଲେ ୪ ଶିଶୁ; ଆଖି ବୁଜିଲେଣି ୩, ଜଣେ AIIMSରେ ସ୍ଥାନାନ୍ତର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଏସସିବିରେ ଏକାସାଙ୍ଗରେ ଜନ୍ମ ନେଇଥିବା ୪ ଶିଶୁଙ୍କ ମଧ୍ୟରୁ ୩ ଜଣଙ୍କର ପରଲୋକ ଘଟିଥିବା ବେଳେ ଆଜି ବାକି ଜଣକୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅଭିନେତା ସବ୍ୟସାଚୀଙ୍କ ପ୍ରଚେଷ୍ଟାରେ…

ଖୋଲିବ ଶ୍ରୀମନ୍ଦିର; ଜାରି ହେଲା ଏସଓପି

ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ଜାରି ହେଲା ଏସଓପି । ଭକ୍ତଙ୍କ ପାଇଁ ଆସନ୍ତା ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମେ ୧୨ ଓ ୧୩ ତାରିଖରେ ସେବାୟତ ପରିବାର କରିବେ ଦର୍ଶନ । ଭୋଟର ଓ ଆଧାର କାର୍ଡ ଦେଖାଇ ସେବାୟତ…

ରାଜ୍ୟସଭାରେ ପାସ ହେଲା OBC ସଂରକ୍ଷଣ ବିଲ୍; ରାଷ୍ଟ୍ରପତିଙ୍କ ମଞ୍ଜୁରୀକୁ ଅପେକ୍ଷା

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ପାରିତ ହୋଇଯାଇଛି ଓବିସି ସଂରକ୍ଷଣ ବିଲ୍ । ମଙ୍ଗଳବାର ଲୋକସଭାରେ ଏହି ବିଲଟି ପାରିତ ହୋଇଥିବା ବେଳେ ରାଜ୍ୟସଭାରେ ଆଜି ଏହି ବିଲଟି ପାରିତ ହୋଇଯାଇଛି । ସମ୍ବିଧାନର ୧୨୭ ତମ ସଂଶୋଧନ…

କରୋନାକୁ ମାତ୍ ଦେବ ନାଜାଲ ଭାକ୍ସିନ!

ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶ କରୋନା ମହାମାରୀକୁ ଶେଷ କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି । ଏହାରି ମଧ୍ୟରେ ଲଣ୍ଡନର ବୈଜ୍ଞାନିକମାନେ କହିଛନ୍ତି ଯେ, ନାକରେ ନିଆଯାଉଥିବା କୋଭିଡ-୧୯ ଟିକା ସଂକ୍ରମଣକୁ…

କପାଳରେ ଥାଏ ଭାଗ୍ୟରେଖା, ଜାଣନ୍ତୁ କେତେ ଲକି ଆପଣ

ଓଡ଼ିଶା ଭାସ୍କର ବ୍ୟୁରୋ: କଥାରେ ଅଛି କପାଳ ଲିଖନ କେ କରିବା ଆନ? ଅର୍ଥାତ୍ ଯାହା ପୂର୍ବ ନିର୍ଦ୍ଧାରିତ ତାହା ଘଟିବ ହିଁ ଘଟିବ ବୋଲି ସାଧାରଣରେ ବିଶ୍ୱାସ ରହିଛି । ଠିକ୍ ସେହିପରି ଆମର ରାଶି, ଜନ୍ମ ତାରିଖ, ନକ୍ଷତ୍ର ଭଳି…

ମୋଦୀଙ୍କୁ ଭେଟିଲେ ରିପୋର୍ଟ କାର୍ଡ ଦେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା…

ଭାରତରେ ୧୬୦୦ କୋଟି ନିବେଶ କରିବ PWC; ୧୦ ହଜାର ଲୋକଙ୍କୁ ମିଳିବ ଚାକିରି

ନୂଆଦିଲ୍ଲୀ: ବିଶ୍ୱରେ ପ୍ରସିଦ୍ଧି ହାସଲ କରିଥିବା କନସଲ୍ଟନ୍ସି ଫାର୍ମ ପ୍ରାଇସ ୱାଟରହାଉସ୍ କୁପରସ (ପିଡବ୍ଲ୍ୟୁସି) ଭାରତରେ ୧୬୦୦ କୋଟି ନିବେଶ କରିବ । ଆସନ୍ତା ୫ ବର୍ଷ ମଧ୍ୟରେ ପିଡବ୍ଲ୍ୟୁସି ଭାରତରେ ଏହି ଅର୍ଥ ନିବେଶ…

କ୍ରିକେଟର ଭଗବାନଙ୍କୁ ଭେଟିଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ: କ୍ରିକେଟର ଭଗବାନ ତଥା କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି ଭାରତୀୟ ଭାରୋତ୍ତଳିକା ମୀରାବାଇ ଚାନୁ । ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ଚାନୁ ବୁଧବାର ସଚିନ ତେନ୍ଦୁଲକରଙ୍କୁ ମୁମ୍ବାଇରେ…

ବୁହା ହେଲେ ରୋଗୀ, ରାସ୍ତା ପାଇଁ ହୀନସ୍ତାର ବାସ୍ତବ ଚିତ୍ର

କୋରାପୁଟ(ଓଡ଼ିଶା ଭାସ୍କର): ପୁଣି ଭାରରେ ବୁହାହେଲେ ରୋଗୀ । ରୋଗ ଯନ୍ତ୍ରଣାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ । ଡକାଇଲେ ଆମ୍ବୁଲାନ୍ସ, କିନ୍ତୁ ରାସ୍ତା ଅସୁବିଧା ଯୋଗୁଁ ଗାଁକୁ ପହଞ୍ଚି ପାରିଲାନି…

‘ଦୁଷ୍କର୍ମ କେବଳ ୧୧ ମିନିଟ’; ଏମିତି କହି ଦଣ୍ଡ କମାଇଲେ ମହିଳା ଜଜ୍, ଜାଣନ୍ତୁ ପୂରା ଘଟଣା

ଓଡ଼ିଶା ଭାସ୍କର ବ୍ୟୁରୋ: କୋର୍ଟରେ ଚାଲିଲା ଦୁଷ୍କର୍ମ ମାମଲାର ଶୁଣାଣି । ହେଲେ ପୀଡ଼ିତାଙ୍କ ପକ୍ଷରେ ଗଲାନି ରାୟ । ମାତ୍ର ୧୧ ମିନିଟ୍ ଦୁଷ୍କର୍ମ କରାଯାଇଛି ବୋଲି ଦର୍ଶାଇବା ସହ ଜଜ୍ କମାଇଦେଲେ ଦୋଷୀର ଦଣ୍ଡ । ଏପରିକି…