Browsing Category
Top Stories
‘ମୋ ଫୋନ୍ ଟ୍ୟାପ୍ କରାଯାଇଛି, ଅମିତ୍ ଶାହ ଇସ୍ତଫା ଦିଅନ୍ତୁ’: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୋର ଫୋନ୍ ଟ୍ୟାପ୍ ହୋଇଛି । ତେଣୁ ଏହା କେବଳ ମୋର ନିଜସ୍ୱ ମାମଲା ନୂହେଁ ବରଂ ଏହା…
ଦେଶରେ କମିଲା କରୋନା, ଆଜି ୪୮୩ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଦେଖିବାକୁ ମିଳୁଛି । କିଛିଦିନ ଧରି ଦୈନିକ ମୃତ୍ୟୁସଂଖ୍ୟା ହଜାରେ ତଳେ ରହିବା ପରେ ପୁଣି ଗୋଟିଏ ଦିନ ୪ ହଜାର ପାଖାପାଖି…
ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କୁ ମୃତ୍ୟୁ ମାମଲାରେ ଆଜି ଡିଏଫଓଙ୍କୁ ଜେରା କରାଯାଉଛି । ନିଜ କାର୍ଯ୍ୟାଳୟରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରାଯାଉଛି ।…
ଆଜାଦ ହିନ୍ଦ୍ ଫୌଜର ଶେଷ ସୈନିକ ଲକ୍ଷ୍ମୀ ସେହଗଲଙ୍କୁ ଶ୍ରାଦ୍ଧ ଦିବସରେ କୋଟି କୋଟି ପ୍ରଣାମ
ଆଜି ହେଉଛି ମହାନ୍ କ୍ରାନ୍ତିକାରୀ ପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ଫୌଜର ଶେଷ ସୈନିକ ଲକ୍ଷ୍ମୀ ସେହଗଲଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ଏହି ଚିର ବିପ୍ଲବୀଣି, ଅଗ୍ନିତେଜସ୍ୱିନୀ, ଭାରତ ନନ୍ଦିନୀ,…
ପିଇବା ଯୋଗ୍ୟ ନୂହେଁ ଏହି ସହର ଗୁଡ଼ିକର ପାଣି, ପ୍ଲାଷ୍ଟିକ୍ ଓ ମାଇକ୍ରୋପ୍ଲାଷ୍ଟିକ୍ ଦ୍ୱାରା ଦୂଷିତ ହେବାରେ ଲାଗିଛି ଗଙ୍ଗା ନଦୀର ଜଳ
ନୂଆଦିଲ୍ଲୀ: ଗଙ୍ଗାକୁ ପରିଷ୍କାର ଏବଂ ନିର୍ମଳ କରିବା ପାଇଁ ହେଉଥିବା ଦାବି ମଧ୍ୟରେ ଦିଲ୍ଲୀର ଏକ ଏନଜିଓ ଟକ୍ସିକ୍ ଲିଙ୍କ୍ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଗଙ୍ଗା ନଦୀ ପ୍ଲାଷ୍ଟିକରେ ପରିଣତ ହୋଇଛି ।…
ଆଜି ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସମୀକ୍ଷା କରିବେ । ତେବେ ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ…
ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ପିଟିବା ସମୟ ଆସିଯାଇଛି, ବରିଷ୍ଠ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ ଭାଇରାଲ୍, ଶୁଣନ୍ତୁ
ନୂଆଦିଲ୍ଲୀ: ବର୍ତ୍ତମାନ ପେଗାସସ୍ ମାମଲାକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ସରକାରଙ୍କୁ ସଂସଦରେ ଘେରିବାରେ ଲାଗିଛନ୍ତି । ତେବେ ଏହି ସମୟରେ ରାଜସ୍ଥାନର ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ବିବାଦୀୟ ଅଡିଓ…
ହତ୍ୟା ଅଭିଯୁକ୍ତଙ୍କ ରକ୍ଷା କବଚ ଜଣେ କ୍ଷମତାଶାଳୀ! ସୌମ୍ୟଙ୍କ ପରିବାର ନ୍ୟାୟ ପାଇବା ନେଇ ଉଠିଲାଣି ପ୍ରଶ୍ନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ପ୍ରହେଳିକା ରଚୁଛି । ତେବେ ଇତି ମଧ୍ୟରେ ପୋଲିସ ସୌମ୍ୟଙ୍କ ପରିବାର ଓ…
ରାଜ୍ୟରେ ଦୈନିକ ମୃତ୍ୟୁ ୬୦ ତଳକୁ ଖସୁନି: ଆଜି ପୁଣି ୬୯ ଜଣଙ୍କର ପ୍ରାଣହାନୀ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ…
RBI ଜାରି କରିବ ଡିଜିଟାଲ୍ କରେନ୍ସି, ସୂଚନା ଦେଲେ ଡେପୁଟି ଗଭର୍ଣ୍ଣର
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଡିଜିଟାଲ୍ କରେନ୍ସି ଜାରି କରାଯିବ । ଏନେଇ ସୂଚନା ଦେଇଛନ୍ତି ଆରବିଆଇର ଜଣେ ଡେପୁଟି ଗଭର୍ଣ୍ଣର । ତେବେ ଯୋଜନା ମୁତାବକ ପ୍ରଥମେ ଟ୍ରାଏଲ୍ ବେସିସରେ…