Browsing Category

Top Stories

ଭୂମିର ପୃଥିବୀରେ କେବଳ କାଳିଆ, ସ୍ତୋତ୍ର ଓ ସଂସ୍କୃତି ଉଚ୍ଚାରଣରେ ଚମକାଇ ଦେଉଛନ୍ତି

ବ୍ରହ୍ମପୁର(ଓଡ଼ିଶା ଭାସ୍କର): କାଳିଆର ଭୂମି ଆଉ ଭୂମିର କାଳିଆ । ଏଭଳି ଏକ ବିରଳ ଶାଶ୍ୱତ ଭାବର ବନ୍ଧନ ଦେଖିବାକୁ ମିଳିଛି । କାଳିଆ କଥା ଉଚ୍ଚାରଣ ଓ ଗୀତଗୋବିନ୍ଦ ବୋଲିବାରେ ବେଶ୍ ଧୁରୀଣା ସେ । ଜଗନ୍ନାଥାଷ୍ଟକର…

କଟକରେ ହେବ ଗଣେଶ ପୂଜା, ମିଳିଲା ଅନୁମତି

କଟକ(ଓଡ଼ିଶା ଭାସ୍କର): ଚଳିତ ବର୍ଷ କଟକରେ ହେବ ଗଣେଶ ପୂଜା । ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । କିନ୍ତୁ ପୂଜା ସମୟରେ ଗହଳି ହେବ ନାହିଁ । ଅର୍ଥାତ୍ କୋଭିଡ୍ ନିୟମକୁ କଡାକଡ଼ି ପାଳନ କରାଯିବ । ଗଣେଶ ପୂଜାରୁ…

ନିଃଶ୍ୱାସ ନେଇପାରୁନି ତୁର୍କୀ, ଜଳୁଛି ୭୦ରୁ ଅଧିକ ଜଙ୍ଗଲ

ଇସ୍ତାନବୁଲ୍: କିଛି ଦିନ ହେବ ତୁର୍କୀର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି । ଯାହା କି ଲିଭିବାର ନାଁ ଧରୁନି । ଧୀରେ ଧୀରେ ଏହା ଏକାଧିକ ଜଙ୍ଗଲରେ ବ୍ୟାପିବାରେ ଲାଗିଛି । ଯଦ୍ୱାରା ତୁର୍କୀ ଏବେ ଧୂଆଁମୟ ହୋଇଯାଇଛି ।…

କୁବେର ପିଏସ୍ ବିରଞ୍ଚି ସାହୁ ସସପେଣ୍ଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏସଏସସି ସଦସ୍ୟ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ଆଜି ସସପେଣ୍ଡ କରିଦିଆଯାଇଛି । ତାଙ୍କୁ ଆଜି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ନିଲମ୍ବିତ କରିଛନ୍ତି । ନିଲମ୍ବନ ପରେ ତାଙ୍କ ବିରୋଧରେ…

SBI ସମେତ ଏହି ବ୍ୟାଙ୍କଗୁଡିକ ବନ୍ଦ କଲା ଲକ୍ଷାଧିକ ଗ୍ରାହକଙ୍କ ଆକାଉଣ୍ଟ, ଲିଷ୍ଟରେ ନାହିଁ ତ ଆପଣଙ୍କ…

ନୂଆଦିଲ୍ଲୀ: ବ୍ୟାଙ୍କରେ ଆକାଉଣ୍ଟ ଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଯଦି ଆପଣଙ୍କ ବି ଦେଶର ସରକାରୀ ବ୍ୟାଙ୍କ ଏସବିଆଇ ସମେତ ଅନ୍ୟ ଘରୋଇ ବ୍ୟାଙ୍କରେ ଆକାଉଣ୍ଟ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ…

ବିବାହ ପରେ ବରର ସାଙ୍ଗ ଖୋଲିବାକୁ ପଡ଼ିଲା କନ୍ୟାର ପୋଷାକ, ଜାଣନ୍ତୁ କ’ଣ ରହିଥିଲା କାରଣ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ରହିଛି । ତେବେ କିଛି ଦେଶରେ ଏପରି ମଜାଳିଆ ପରମ୍ପରା ରହିଥିବା ଦେଖିବାକୁ ମିଳିଥାଏ । ବିବାହ ପରେ ବରଙ୍କ ସାଙ୍ଗ ଖୋଲିଥାନ୍ତି କନ୍ୟାଙ୍କ ପୋଷାକ ।…

୫୦ ଗାଁକୁ ମାଡ଼ିଗଲା ସୁବର୍ଣ୍ଣରେଖା ନଦୀ ଜଳ, ପ୍ରବଳ ବର୍ଷା ପ୍ରଭାବ

ବାଲେଶ୍ୱର(ଓଡ଼ିଶା ଭାସ୍କର): ଉପର ମୁଣ୍ଡରେ ବର୍ଷା, ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି । ଏଭଳି ସ୍ଥିତି ଉପୁଜିଛି ବାଲେଶ୍ୱର ଜିଲ୍ଲାରେ । ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଉପର…

ବଳାତ୍କାର ଅଭିଯୁକ୍ତ ପାଦ୍ରୀଙ୍କୁ ବିବାହ କରିବାକୁ ଚାହାନ୍ତି ପୀଡ଼ିତା, ଏମିତି ଆଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯୌନ ନିର୍ୟାତନା ଦେଇଥିବା ଅଭିଯୁକ୍ତ ପୂର୍ବ ପାଦରୀଙ୍କୁ ବିବାହ କରିବା ପାଇଁ କେରଳ ବଳାତ୍କାର ପୀଡିତାଙ୍କ ଆବେଦନକୁ ଖାରଜ କରିଛି ସୁପ୍ରିମକୋର୍ଟ। ସୋମବାର ଏହି ମାମଲାର ଶୁଣାଣି କରି ବଳାତ୍କାର ପୀଡିତାଙ୍କୁ…

ଆସାମୀକୁ ଧରିବା ପାଇଁ ଲେଡି ଇନ୍ସପେକ୍ଟର ସୋସିଆଲ ମିଡିଆର ନେଲେ ସାହାରା, ବାନ୍ଧବୀ ସାଜି ଦୁଷ୍କର୍ମକାରୀକୁ କଲେ ଗିରଫ

ନୂଆଦିଲ୍ଲୀ: ଜଣେ ଦୁଷ୍କର୍ମକାରୀକୁ ଗିରଫ କରିବା ପରେ ଜଣେ ଲେଡି ଇନ୍ସପେକ୍ଟର ବେଶ ପ୍ରଶଂସା ପାଇଛନ୍ତି । ଲେଡି ଇନ୍ସପେକ୍ଟର ଆସାମୀକୁ ଧରିବା ପାଇଁ ତା’ ସହ ସୋସିଆଲ ମିଡିଆରେ ବନ୍ଧୁତା ସ୍ଥାପନ କରିଥିଲେ । ପରବର୍ତ୍ତୀ…

ହିନ୍ଦୁ-ମୁସଲମାନ ଭାଇଚାରାର ବାର୍ତ୍ତା ଦିଏ ଏହି ପୀଠ, ଜାଣନ୍ତୁ…

ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ପୀଠଟିଏ କିନ୍ତୁ ବାର୍ତ୍ତା ଦିଏ । ହିନ୍ଦୁ ଏବଂ ମୁସଲମାନଙ୍କ ପାଇଁ ଭାଇଚାରାର ଅପୂର୍ବ ନିଦର୍ଶନ ପାଲଟିଛି । ଭାତୃତ୍ୱର ବାର୍ତ୍ତା ବହନ କରୁଥିବା ଏହି ପୀଠକୁ ଦୈନିକ ଶହଶହ ଶ୍ରଦ୍ଧାଳୁ ଦର୍ଶନ…