Browsing Category
Top Stories
ସିଇଓଙ୍କ ଠାରୁ କମ ନୁହନ୍ତି ସଲମାନଙ୍କ ବଡିଗାର୍ଡ; ଜାଣନ୍ତୁ କେତେ ତାଙ୍କର ଦରମା
ନୂଆଦିଲ୍ଲୀ: ଅଧିକାଂଶ ସେଲିବ୍ରିଟି ବଡିଗାର୍ଡ ରଖିଥାନ୍ତି ଆଉ ଏହି କାମ ଏତେ ସହଜ ମଧ୍ୟ ନୁହେଁ । ସୁରକ୍ଷା ଦେବାଠାରୁ ଆରମ୍ଭ କରି ସର୍ବସାଧାରଣରେ ସ୍ଥାନରେ ସୁରକ୍ଷା ଦେବା ସହ ଫ୍ୟାନମାନଙ୍କ ଠାରୁ ଦୂରେଇ ରଖିବା…
ଆପଣଙ୍କୁ ଆସୁଛି କି ଏମିତି ମେସେଜ୍…..; ସତର୍କ କରାଇଲେ ଡିସିପି ଭୁବନେଶ୍ୱର
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ମାତିବାରେ ଲାଗିଛନ୍ତି ସାଇବର ଠକ । ସାଇବର ଠକ ମାନେ ନିୟମିତ ଭାବରେ ଠକିବାର ନୂଆ ନୂଆ ଉପାୟ ବାହାର କରିବାରେ ଲାଗିଛନ୍ତି । ପୂର୍ବରୁ ଆକାଉଣ୍ଟ ସୂଚନା ମାଗି…
ଦୁଇ ବର୍ଷ ପରେ ଥିଏଟରରେ କଙ୍ଗନା; ବନାଇଲେ ବୁମେରାଙ୍ଗ ଭିଡିଓ
ମୁମ୍ବାଇ: ସର୍ବଦା ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କଙ୍ଗନା ରଣାୱତ ଦୁଇ ବର୍ଷ ପରେ ଥିଏଟରରେ ନଜର ଆସିନାହାନ୍ତି । ହଙ୍ଗେରୀର ବୁଦାପେଷ୍ଟରେ ଥିବା କଙ୍ଗନା ଏକ ଥିଏଟରରେ ନଜର ଆସିଥିଲେ । ସ୍କାର୍ଲେଟ…
୩ ଆଇଟି କମ୍ପାନୀ ଦେବେ ୧ ଲକ୍ଷ ଚାକିରି; ପଢନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ: କରୋନା କାରଣରୁ ସମଗ୍ର ଦେଶରେ ଲକ୍ଷାଧିକ ଚାକିରି ଯାଉଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ୧ ଲକ୍ଷ ନୂତନ ନିଯୁକ୍ତି ଦେବା ପାଇଁ ଘୋଷଣା କରିଛନ୍ତି ୩ ଆଇଟି କମ୍ପାନୀ । ୩ ଭାରତୀୟ ଆଇଟି କମ୍ପାନୀ ଟିସିଏସ୍,…
କୋରାପୁଟିଆ ଛତୁ ‘ଶ୍ରାବଣ କଢ଼’ର ଚାହିଦା, କିଲୋ ୧୬୦୦ ଟଙ୍କା
କୋରାପୁଟ(ଓଡ଼ିଶା ଭାସ୍କର): ବର୍ଷା ଦିନ ଆସିଯାଇଛି । ଆଉ କୋରାପୁଟିଆ ଛତୁର ଚାହିଦା ବଢ଼ି ଚାଲିଛି । ଜିଲ୍ଲାର ଜୟପୁର ବଜାରରେ ସମ୍ପ୍ରତି ଲାଗିଛି ଭଳିକି ଭଳି କୋରାପୁଟିଆ ଛତୁର ପସରା । ପ୍ରାକୃତିକ ପରିବେଶ ମଧ୍ୟରେରେ…
ଚାରି ଦିନିଆ ନବରଙ୍ଗପୁର ଗସ୍ତରେ ତୁଷାରକାନ୍ତି ବେହେରା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବରଙ୍ଗପୁର ଜିଲ୍ଲାରେ ଚାରି ଦିନିଆ ଗସ୍ତରେ ରାଜ୍ୟ ସରକାରଙ୍କ କ୍ରୀଡା, ଯୁବ ବ୍ୟାପାର ବୈଦ୍ୟୁତିକ ଓ ବୈଷୟିକ ମନ୍ତ୍ରୀ ତଥା ବିଜେଡ଼ିର ନବରଙ୍ଗପୁର ଜିଲ୍ଲା ପର୍ୟ୍ୟବେକ୍ଷକ ତୁଷାର କାନ୍ତି…
ଭୋଗିଲେ ୫ ବର୍ଷ, ତାପରେ ପ୍ରେମିକାକୁ ଛାଡ଼ି ଛୁ
କବିସୂର୍ଯ୍ୟନଗର(ଓଡ଼ିଶା ଭାସ୍କର): ଗୁଜରାଟରେ ପ୍ରେମ ହେଲା, ହେଲେ ପରିସ୍ଥିତି ଏଭଳି ହେଲା ଯେ ଗଞ୍ଜାମରେ ମାମଲା ପହଞ୍ଚିଲା । ଏଭଳି ଏକ ଘଟଣା କବିସୂର୍ଯ୍ୟନଗର ଥାନାରେ ପହଞ୍ଚିଛି । ଦୀର୍ଘ ୫ ବର୍ଷ ଧରି ଶାରୀରିକ…
ୱାଲମାର୍ଟ ଦେବ ୯୩୨ କୋଟି ଫାଇନ୍; ଦିବ୍ୟାଙ୍ଗଙ୍କୁ ଚାକିରିରୁ ବାହାର କରିଥିଲା
ନୂଆଦିଲ୍ଲୀ: କରୋନା ସମୟର ଦ୍ୱାହି ଦେଇ ଏକାଧିକ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି । ତେବେ ଆମେରିକୀୟ କମ୍ପାନୀ ୱାଲମାର୍ଟକୁ ଜଣେ କର୍ମଚାରୀଙ୍କ ଛଟେଇ ମହଙ୍ଗା ପଡିଛି । ଜଣେ ଦିବ୍ୟାଙ୍ଗ କର୍ମଚାରୀଙ୍କୁ କାଢିବା…
ରାସ୍ତାକଡ଼ ଗଛରେ ପିଟିହେଲା କାର୍, ୨ ଜଣଙ୍କ ଜୀବନ ଚାଲିଗଲା
କଟକ(ଓଡ଼ିଶା ଭାସ୍କର): କଟକ-ପାରାଦୀପ ରାସ୍ତାର ତାଳଦଣ୍ଡା ନିକଟ ଚୌଧୁରୀଗଡ଼ା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ ଗଛରେ ପିଟି ହେଲା କାର୍ । ଫଳରେ ଘଟଣାସ୍ଥଳରେ କାର୍ ଡ୍ରାଇଭର ସହ ଦୁଇ ଜଣଙ୍କ ଶୋଚନୀୟ…
ଆଫଗାନିସ୍ତାନର ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ଅପହରଣ ପରେ ନିର୍ଯାତନା, ମୁକ୍ତ କରିବା ପରେ ହସ୍ପିଟାଲରେ ଭର୍ତ୍ତି
ଇସଲାମାବାଦ: ଆଫଗାନିସ୍ତାନର ରାଷ୍ଟ୍ରଦୂତଙ୍କ ଝିଅଙ୍କୁ କରାଯାଇଛି ଅପହରଣ । କିନ୍ତୁ ଅପହରଣକାରୀ ମାନେ ଅପହରଣର କିଛି ସମୟ ପରେ ମୁକ୍ତ କରିଦେଇଛନ୍ତି ସତ କିନ୍ତୁ ତାଙ୍କୁ ଅନେକ ନିର୍ଯାତନା ଦିଆଯାଇଛି । ସୂଚନା ଅନୁସାରେ,…