Browsing Category
Top Stories
୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଜାଣନ୍ତୁ କେଉଁ କେଉଁ ଜିଲ୍ଲା
ଭୁବନେଶ୍ୱର, (ଓଡିଶା ଭାସ୍କର): ବଜ୍ରପାତ ଓ ବର୍ଷାକୁ ଲକ୍ଷ୍ୟ ରଖି ରାଜ୍ୟର ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ପୁରୀ, ନୟାଗଡ଼, ଗଜପତି, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାକୁ ସତର୍କ ସୂଚନା…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୧୦ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୧୦ ହଜାର ୬୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୬୩ ଲକ୍ଷ ୮୫…
ଚୀନ ବୈଜ୍ଞାନିକ ବାଦୁଡିଙ୍କଠୁ ଠାବ କଲେ ୨୪ ନୂତନ ପ୍ରକାରର କରୋନା ଭାଇରସ୍, କୋଭିଡ୍-୧୯ ପରି ରହିଛି ମାରାତ୍ମକ
ଓ୍ଵାଶିଂଟନ : କରୋନା ଭାଇରସ୍ର ପ୍ରକୋପ ସଂପୂର୍ଣ୍ଣ ଭାବେ କେବେ ଥମିବ କହି ହେଉ ନାହିଁ। ପ୍ରଥମ ପରେ ଦ୍ଵିତୀୟ ଲହର ଏବଂ ଏହା ପରେ ତୃତୀୟ ଲହର ଆସିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଏହା ମଧ୍ୟରେ କରୋନା ଭାଇରସ୍…
ପୁଣି ଥରେ ବିଜେପିକୁ ଲାଗିବ ଝଟକା, ମୁକୁଲଙ୍କ ପରେ ଟିଏମସିକୁ ଫେରିବେ ରାଜୀବ ବାନାର୍ଜୀ
କୋଲକାତା: ନିର୍ବାଚନ ସରିଥିଲେ ମଧ୍ୟ ପଶ୍ଚିମବଙ୍ଗ ରାଜନୀତିରେ ଉଷ୍ମତା ଭରି ରହିଛି। ରାଜ୍ୟରେ ଏବେ ନେତାଙ୍କ ଘର ବାହୁଡା ପର୍ବ ଆରମ୍ଭ ହୋଇ ଯାଇଛି। ଯେଉଁ ନେତା ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ…
ଘୋଡ଼ା ସହ ରେସ କରୁଛନ୍ତି ମହେନ୍ଦ୍ର ସିଂହ ଧୋନୀ, ଭିଡିଓ ସେୟାର କଲେ ପତ୍ନୀ ସାକ୍ଷୀ
ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି) ରାଞ୍ଚିରେ ଥିବା ତାଙ୍କ ଫାର୍ମ ହାଉସରେ ପରିବାର ସହ ସମୟ ବିତାଉଛନ୍ତି। ସେ ହୁଏତ ସୋସିଆଲ ମିଡିଆରେ କମ୍ ସକ୍ରିୟ ହୋଇପାରନ୍ତି, କିନ୍ତୁ ତାଙ୍କ…
ପଡିଆରେ ଗୁଣ୍ଡାଗର୍ଦି ପଡିଲା ମହଙ୍ଗା, ଚାରୋଟି ମ୍ୟାଚରୁ ବାସନ୍ଦ ହେଲେ ସାକିବ ଅଲ ହାସନ
ଢାକା ୧୨।୦୬: ଢାକା ପ୍ରିମିୟର ଲିଗ୍ର ମ୍ୟାଚ୍ ବେଳେ ପଡିଆରେ ଅଶୋଭନୀୟ ଆଚରଣ କରିବା ସହ ଗୁଣ୍ଡାଗିରି କରିଥିବା ବାଂଲାଦେଶ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ସାକିବ ଅଲ ହାସନଙ୍କୁ ମହଙ୍ଗା ପଡିଛି। ଟୁର୍ଣ୍ଣାମେଣ୍ଟରୁ…
ଭୁବନେଶ୍ୱର ରାଜରାସ୍ତାରେ ଯୁବକଙ୍କୁ ପଥର ଛେଚି ହତ୍ୟା
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ । ରାଜରାସ୍ତାରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତ ପଥର ଛେଚି ହତ୍ୟା କରିଥିବା ସୂଚନା ମିଳିଛି । ରାଜମହଲ-ଶିଶୁଭବନ ରାସ୍ତାରେ ପଥରରେ…
ରାଜ୍ୟରୁ ଆଉ ୯ ପ୍ରକାର ନକଲି ଔଷଧ ଠାବ
ଭୁବନେଶ୍ୱର (ଓଡିଶା ଭାସ୍କର): କଟକର ଏକ ଫାର୍ମରୁ ନକଲି ଫାଭିପିରାଭିର ଜବତ ହେବା ଘଟଣାରେ ସମ୍ପୃକ୍ତ ସଂସ୍ଥା ଆଉ ୯ ପ୍ରକାର ବେନାମୀ ଔଷଧ ବିତରଣ କରିଥିବା ସୂଚନା ମିଳିଛି । ୯ ପ୍ରକାର ବେନାମୀ ଔଷଧ ବିତରଣ ସୁରାକ ପରେ…
୮୧୫ ଟଙ୍କାର ଏଲପିଜି ଗ୍ୟାସ ସିଲିଣ୍ଡର କେବଳ ୧୫ ଟଙ୍କାରେ, ଜାଣନ୍ତୁ କେଉଁଠି ମିଳିଛି ଏହି ଅଫର
ନୂଆଦିଲ୍ଲୀ: ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ ଗତ ୬ ମାସ ହେବ ବଢିଚାଲିଛି । ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ଏବେ ଦିଲ୍ଲୀରେ ୮୧୫ ଟଙ୍କା ରହିଥିବା ବେଳେ ଅନ୍ୟ ସହରରେ ଦାମ ଏହାର ପାଖାପାଖି…
ଘରେ ଟମାଟୋ ପିଆଜ ସରିଯାଇଛି କି? ଗ୍ରେଭି କେମିତି କରିବେ ଜାଣନ୍ତୁ…
ଭୁବନେଶ୍ୱର:(ଓଡିଶା ଭାସ୍କର):ବ୍ୟଞ୍ଜନ ପ୍ରସ୍ତୁତ ପାଇଁ ଆମେ ସାଧାରଣତଃ ପିଆଜ ଓ ଟମାଟୋ ଆବଶ୍ୟକ କରୁ । ପ୍ରାୟ ପ୍ରତିଘରେ ଏହି ଦୁଇଟି ନିହାତି ଥିବ । କିନ୍ତୁ କୌଣସି କାରଣରୁ ଆପଣ ବଜାର ଯାଇନପାରି ପରିବା ଆଣି ନାହାନ୍ତି…