fbpx
Browsing Category

Top Stories

କୁମ୍ଭୀର ସହ ଲଢି ନିଜ ପିଲାକୁ ବଞ୍ଚାଇଲା ମା’, ଜାଣନ୍ତୁ କିପରି?

ଜଣେ ମା’ ନିଜ ପିଲାର ଜୀବନ ବଞ୍ଚାଇବା ପାଇଁ କୁମ୍ଭୀର ସହ ଲଢେଇ ପରିବାକୁ ମଧ୍ୟ ପଛାଇନାହାନ୍ତି । ଏହି ସାହସିକତା ଘଟଣା ଜିମ୍ବାୱେରେ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ, ୩୦ ବର୍ଷୀୟା ମୌରିନା ନିଜର ୨ ପିଲାଙ୍କୁ…

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା , କରୋନା ଚିକିତ୍ସା ସମୟରେ ମୃତ୍ୟୁ ହେଲେ ମିଳିବ ରାଷ୍ଟ୍ରୀୟ ମର୍ଯ୍ୟାଦା

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ବାର୍ତ୍ତା । ସେ ସ୍ୱାସ୍ଥ୍ୟକର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । କରୋନା ମୁକାବିଲାରେ ନିୟୋଜିତ ହୋଇଥିବା…

କରୋନା ପ୍ରଭାବ: ଆମେରିକାରେ ପାଣିଠାରୁ ପେଟ୍ରୋଲ ଶସ୍ତା

ୱାଶିଂଟନ, ୨୧ା୪: ଆମେରିକାରେ ଅଶୋଧିତ ତେଲ ଦରରେ ଅହେତୁକ ହ୍ରାସ ପାଇଛି । ବ୍ୟାରେଲ ପିଛା ଦର ଗୋଟିଏ ଡଲାରରୁ କମ ମୂଲ୍ୟକୁ ଖସିଛି । କରୋନା ଯୋଗୁଁ ଚାହିଦା ଅତ୍ୟଧିକ କମିବାରୁ ପ୍ରଭାବ ପଡ଼ୁଛି । ତେଲ ବିକ୍ରି…

କ୍ୱାରେଣ୍ଟାଇନରେ ଡାକ୍ତର ଓ ନର୍ସ

ଯାଜପୁର, ୨୧ା୪(ଓଡ଼ିଶା ଭାସ୍କର): ଯାଜପୁରରେ ୩ଡାକ୍ତରଙ୍କ ସହ ୧୯ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଗତକାଲି ଯାଜପୁରରେ ଚିହ୍ନଟ ହୋଇଥିବା କିଛି ଆକ୍ରାନ୍ତ ଯାଜପୁର ଜିଲ୍ଳା ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସିତ…

ଦେଶରେ ସଫଳ ହେଲା ପ୍ଲାଜମା ଥେରାପି, ସୁସ୍ଥ ହେଲେ କରୋନା ରୋଗୀ

ଭାରତ ସମେତ ବିଶ୍ୱର ଅନେକ ଦେଶରେ ମାଡିଚାଲିଥିବା କରୋନା ଭାଇରସର ବର୍ତ୍ତମାନ ସୁଦ୍ଧା କୌଣସି ଚିକିତ୍ସା ବା ଟୀକା ପ୍ରସ୍ତୁତ ହୋଇନାହିଁ । ଏହାରି ମଧ୍ୟରେ କରୋନାକୁ ହରାଇବାରେ ପ୍ଲାଜମା ଥେରାପି ସଫଳ ହୋଇଛି । ଦେଶରେ…

ଲାଇଭ ଟିଭି ଶୋରେ ଏଡ଼ିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆରୁ ଇସ୍ତଫା ଦେଲେ ଅର୍ଣ୍ଣବ ଗୋସ୍ୱାମୀ

ନୂଆଦିଲ୍ଲୀ, ୨୧ା୪: ରିପବ୍ଲିକ ଟିଭିର ସମ୍ପାଦକ ତଥା ବିଶିଷ୍ଟ ଆଙ୍କର ଅର୍ଣ୍ଣବ ଗୋସ୍ୱାମୀ ଲାଇଭ ଟିଭି ଶୋରେ ଏଡ଼ିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆରୁ ଇସ୍ତଫା ଘୋଷଣା କରିଛନ୍ତି । ଇସ୍ତଫା ଘୋଷଣା କରିଥିବା ଲାଇଭ ଟିଭିର ଭିଡ଼ିଓ…

ପୁରୀ ଯାତ୍ରା ପଡ଼ିଲା ମହଙ୍ଗା, ନିଲମ୍ବିତ ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ

ବଡ଼ଚଣା, ୨୧ା୪(ଓଡ଼ିଶା ଭାସ୍କର): ବଡ଼ଚଣା ଥାନା ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ବଡ଼ଚଣା ଥାନାରେ ମାମଲା ରୁଜୁ ହୋଇଛି । ସେ ଆଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ…