Browsing Category
Top Stories
ମାଟ୍ରିକ ଅଫଲାଇନ୍ ପରୀକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଥମଥର ପାଇଁ ଚଳିତବର୍ଷ ବିନା ପରୀକ୍ଷାରେ ମାଟ୍ରିକ ରେଜଲ୍ଟ ବାହାରିଥିଲା । ମୂଲ୍ୟାୟନ ହୋଇଥିଲା ଭିନ୍ନ ଉପାୟରେ ଓ ଏହି ବିକଳ୍ପ ଉପାୟରେ ଫଳ ପ୍ରକାଶ ପାଇବାରେ ବିଭିନ୍ନ ସ୍ଥାନରେ…
ଏଣିକି ଘରେ ବସି କରିପାରିବେ କରୋନା ଟେଷ୍ଟ, ଏହି କମ୍ପାନୀ ମାତ୍ର ୩୨୫ ଟଙ୍କାରେ ଲଞ୍ଚ କଲା କିଟ୍
ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି । ଲୋକମାନେ ଥଣ୍ଡା ବା ଜ୍ୱରରେ ଆକ୍ରାନ୍ତ ହେଲେ ବି କୋଭିଡ଼ ସେଣ୍ଟରକୁ ଯାଇ ଟେଷ୍ଟ କରିବାକୁ ଭୟ କରୁଛନ୍ତି । କିନ୍ତୁ…
ସପ୍ତାହରେ ଏହି ଦିନ ଚୁଟି କାଟନ୍ତୁ, ଦୂର ହୋଇଯିବ ଅର୍ଥ ସମସ୍ୟା
ଓଡ଼ିଶା ଭାସ୍କର ବ୍ୟୁରୋ: ଆର୍ଥିକ ସଙ୍କଟ ଆପଣଙ୍କୁ ଶାରିରୀକ ଏବଂ ମାନସିକ ସ୍ତରରେ ଦୁର୍ବଳ କରିଦିଏ । କିନ୍ତୁ ଜ୍ୟୋତିଷ ମାନଙ୍କ କହିବା କଥା ଯେ, ଆମେ ଦୈନାନ୍ଦିନ ଜୀବନରେ କରୁଥିବା କିଛି କାମ କାରଣରୁ ବି ଆର୍ଥିକ…
୧୫ ହଜାର ଫୁଟ ଉଚ୍ଚରୁ ଖସିଲେ ଯବାନ, କିନ୍ତୁ ହଠାତ୍ ହେଲା ଚମତ୍କାର
କାର୍ଲିଫର୍ଣ୍ଣିଆ: 'ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ' । ଏହି ପଂକ୍ତିଟି ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଯାହାଙ୍କର ସହିତ ଭଗବାନ ଥାଆନ୍ତି ତାର କେହି ବି ଖରାପ କରିପାରିବେ ନାହିଁ । ତେବେ ଏପରି କହିବାର…
ରାଜ୍ୟ ମନ୍ତ୍ରିମଣ୍ଡଳରୁ ବିଦା ହେବେ ୪ ମନ୍ତ୍ରୀ! ଏବେଠାରୁ ଆରମ୍ଭ ହେଲାଣି ବ୍ଲୁ ପ୍ରିଣ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ପରେ ଏବେ ରାଜ୍ୟର ପାଳି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ ମନ୍ତ୍ରିମଣ୍ଡଳର କିଛି ପୁରୁଣା…
ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ଲାଗୁ ହେଲା ୧୪୪ ଧାରା
ବାରିପଦା: ଆଜିଠାରୁ ବାରିପଦା ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି । ଆଜିଠାରୁ ଆରମ୍ଭ କରି ବାହୁଡ଼ା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେଠାକାର…
ନାବାଳିକ ପୁଅ-ଝିଅକୁ ଲିଭ-ଇନ ରିଲେସନସିପରେ ରହିବାର ଅଧିକାର ନାହିଁ: ହାଇକୋର୍ଟ
ନୂଆଦିଲ୍ଲୀ: ପ୍ରେମୀଯୁଗଳଙ୍କ ମଧ୍ୟରେ ଯଦି କେହି ନାବାଳିକା କିମ୍ବା ନାବାଳକ ହୋଇଥିବେ ତାହେଲେ ଲିଭ୍-ଇନ୍ ରିଲେସନ୍ କୁ ଅନୁମତି ଦିଆଯିବ ନାହିଁ । ତେବେ ଏହିଭଳି ଏକ ରାୟ ଶୁଣାଇଛନ୍ତି ପଞ୍ଜାବ-ହରିୟାଣା ହାଇକୋର୍ଟ ।…
୪୦ ବର୍ଷ ବୟସରେ ପେନସନ ଉପଲବ୍ଧ କରାଇବାକୁ LIC ଆଣିଛି ଜବରଦସ୍ତ ପ୍ଲାନ୍, ଜାଣନ୍ତୁ କିପରି ଉଠାଇବେ ଲାଭ
ନୂଆଦିଲ୍ଲୀ: ବର୍ତ୍ତମାନ ପେନସନ ପାଇବା ପାଇଁ ଆପଣଙ୍କୁ ୬୦ ବର୍ଷ ଯାଏ ଅପେକ୍ଷା କରିବାକୁ ପଡିବ ନାହିଁ । ନିକଟରେ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ (ଖଓଉ) ଏକ ନୂତନ ଯୋଜନା ଆରମ୍ଭ କରିଛି, ଯେଉଁଥିରେ ଏକଲକ୍ଷ ଟଙ୍କା ଜମା…
କାନ୍ସ ସମାରୋହରେ ଭାରତୀୟ ମହିଳାଙ୍କୁ ନେଇ ଚର୍ଚ୍ଚା, ମାତୃତ୍ୱ ଉପରେ ଦେଲେ ନୂଆ ସନ୍ଦେଶ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତୀୟ ମଡେଲ୍ ଦୀପା ଖୋସଲାଙ୍କୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି । କାନ୍ସ ସମାରୋହରେ ହଳଦିଆ ରଙ୍ଗର ଆକର୍ଷଣୀୟ ଡ୍ରେସ୍ ପିନ୍ଧିବା ସାଙ୍ଗକୁ ବ୍ରେଷ୍ଟ ପମ୍ପକୁ ନେଇ ଦୀପା…
NEET ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେଡିକାଲ ପ୍ରବେଶିକା ଏନଇଇଟି ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେବ ଅନଲାଇନ୍ ପ୍ରକ୍ରିୟା । ଏନଟିଏ ୱେବସାଇଟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଆଜି ଅପରାହ୍ନ ୫ଟାରୁ ଅନଲାଇନରେ…