Browsing Category
Top Stories
ଆଜି ରାଜ୍ୟରେ ୬୮ ଜଣଙ୍କର କରୋନାରେ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ଆଠଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୯୩୦ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଗତ ୩ ମାସର ବ୍ୟବଧାନ ପରେ ପ୍ରଥମ ଥର ପାଇଁ ଗତକାଲି ୨ ହଜାର ତଳକୁ ଦୈନିକ ସଂକ୍ରମଣ ଖସିଥିଲା । ଗତ ଏପ୍ରିଲ ୧୨…
ନେପାଳର ନୂଆ ପ୍ରଧାନମନ୍ତ୍ରୀ ଶପଥ ନେବେ ଆଜି
ନୂଆଦିଲ୍ଲୀ: ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଆଜି ଶେର ବାହାଦୁର ଦେଓବା ଶପଥ ଗ୍ରହଣ କରିବେ । ୨୮ ଘଣ୍ଟା ମଧ୍ୟରେ ଦେଓବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।…
ଜୁଲାଇ ୪ରୁ ଆସିଲାଣି କରୋନାର ତୃତୀୟ ଲହର, ନିୟମ ଭାଙ୍ଗିଲେ ଉପୁଜିବ ଭୟଙ୍କର ସ୍ଥିତି: ବିଶେଷଜ୍ଞ
ହାଇଦ୍ରାବାଦ (ଓଡ଼ିଶା ଭାସ୍କର): କୋଭିଡର ତୃତୀୟ ଲହର ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଆସିବ ବୋଲି ଏସ୍ବିଆଇ ନିଜ ରିପୋର୍ଟରେ କହିଥିଲା । ହେଲେ ଜୁଲାଇ ୪ ତାରିଖରୁ କୋଭିଡର ତୃତୀୟ ଲହର ଆରମ୍ଭ ହୋଇଯାଇଛି ବୋଲି ୟୁନିଭର୍ସିଟି…
ଆଜି ଜନ୍ମବେଦିକୁ ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ, ସ୍ୱତନ୍ତ୍ର ଷ୍ଟଲରେ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା
ପୁରୀ (ଓଡ଼ିଶା ଭାସ୍କର) : ଶ୍ରୀଜିଉଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସୋମବାର ଅନୁଷ୍ଠିତ ହୋଇଛି । କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଷାଢ ମାସ ଶୁକ୍ଳକ୍ଷ…
ସୀମା ଟପିଲା ଡ୍ରାଗନ୍, ଲଦାଖରେ ପଶିଲା ଚୀନ୍ର ପିଏଲ୍ଏ ସେନା, ଦଲାଇଲାମାଙ୍କ ଜନ୍ମଦିନ ପାଳନକୁ ବିରୋଧ କରି ଫେରିଗଲେ..
ଲଦାଖ, (ଓଡ଼ିଶା ଭାସ୍କର): ଚୀନ୍ ସେନାର ଦାଦାଗିରି ପୁଣି ଥରେ ସାମ୍ନାକୁ ଆସିଛି । ସୀମା ଅତିକ୍ରମ କରି ଭାରତର ଲଦାଖ ସ୍ଥିତ ଦେମଚୁକ୍ରେ ପଶିଥିଲେ ଚୀନ୍ ସୈନିକ । ସେମାନଙ୍କ ସହ କେତେକ ଚୀନ୍ ଲୋକ ମଧ୍ୟ ଥିଲେ ।…
ଭାରତୀୟ ଏଜେନ୍ସି ଗୁଡିକୁ ଝଟକା, ପଳାତକ ମେହୁଲ୍ ଚୋକ୍ସିଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍
ରୋସେଉ, (ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଋଣ ଜାଲିଆତି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଭାରତରୁ ପଳାତକ ମେହୁଲ ଚୋକ୍ସିଙ୍କୁ ସୋମବାର ଡୋମିନିକାର ଏକ କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି…
ଆଜି ୮ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ବୈଠକ, କରୋନା ସଂକ୍ରମଣର ସ୍ଥତି ଓ ସାମ୍ଭାବ୍ୟ ତୃତୀୟ ଲହର ମୁକାବିଲା ନେଇ ହୋଇପାରେ ଆଲୋଚନା
ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସ୍ଥିତି ପ୍ରସଙ୍ଗରେ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଉତ୍ତର-ପୂର୍ବାଞ୍ଚଳର ୮ରାଜ୍ୟ ଯଥା ଆସାମ, ନାଗାଲାଣ୍ଡ, ତ୍ରିୁରା,ସିକିମ୍, ମଣିୁର,…
ଆପଣଙ୍କ ନଖ କହିଦେବ ଆପଣଙ୍କୁ ହେବ କେଉଁ ରୋଗ
ଓଡ଼ିଶା ଭାସ୍କର: ଶରୀର ସୁସ୍ଥ ରହିଥବା ସମୟରେ ଆମର ପାଦ ଆଙ୍ଗୁଠି ସୁନ୍ଦର ଏବଂ ସୁସ୍ଥ ରହିଥାଏ । ବୟସବୃଦ୍ଧି ସହିତ ବିଭିନ୍ନ ଶାରୀରିକ ସମସ୍ୟା ଦେଖା ଦେବା ସହିତ ଆଙ୍ଗୁଠି ଉପରେ ଏହାର ପ୍ରଭାବ ପଡିଥାଏ । ସମୟାନୁକ୍ରମେ…
ଜାଣନ୍ତୁ କିଏ ଏହି ଶେର ବାହାଦୂର ଦେବୁଆ;୫ମ ଥର ପାଇଁ ହେବେ ନେପାଳ ପ୍ରଧାନମନ୍ତ୍ରୀ
କାଠମାଣ୍ଡୁ: ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଶେର ବାହାଦୂର ଦେବୁଆ । ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେବୁଆଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା…