
Browsing Category
Top Stories
ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା ମହାମାରୀ । ସମ୍ପୃକ୍ତ ସାମ୍ବାଦିକ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲାର 'ଜି ଓଡ଼ିଶା' ପ୍ରତିନିଧି ରଘୁନାଥ ସାହୁ। ସେ ଶୁକ୍ରବାର ଦିନ…
ସ୍ଫୁଟନିକ୍ ଟିକା ନେବାକୁ ଡୋଜ୍ ପିଛା ଟଙ୍କା ଧାର୍ଯ୍ୟ କଲା ଆପୋଲୋ, ଜାଣନ୍ତୁ କେତେ?
ନୂଆଦିଲ୍ଲୀ : କରୋନା କାଳରେ ଏହାର ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ କୋଭିଡ ଟିକା ସ୍ଫୁଟନିକ୍-ଭି ନେବାକୁ ଡୋଜ ପିଛା ଦାମ୍ ୧୧୯୫ ଟଙ୍କା ଧାର୍ଯ୍ୟ କରାଯାଇଛି । ସ୍ଫୁଟନିକ୍-ଭିର ଡୋଜ…
ଓଡିଶାରେ କେବେ ଖୋଲିବ ସ୍କୁଲ ଓ କେବେ ଆରମ୍ଭ ହେବ ପାଠପଢା ? ଜାଣନ୍ତୁ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ସଂକ୍ରମଣ ଧିରେ ଧିରେ ହ୍ର୍ରାସ ପାଉଥିବା ବେଳେ ରାଜ୍ୟରେ କେବେ ସ୍କୁଲ ଖୋଲିବ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି । ଏହାରି ମଧ୍ୟରେ ରାଜ୍ୟରେ ପାଠପଢା ଓ ସ୍କୁଲ ଖୋଲିବା ନେଇ…
ଓଡିଶାରେ ଜୁନ୍ ପହିଲାରୁ ଖୋଲିବ କଲେଜ
ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା କାଳ ମଧ୍ୟରେ ସରିଛି ଖରାଦିନ ଛୁଟି । ଜୁନ୍ ପହିଲାରୁ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବାକୁ ଯାଉଛି । ତେବେ ମେ’ ୩୧ ତାରିଖ ଯାଏ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖରାଦିନ ଛୁଟି ଘୋଷଣା…
କରୋନା ପାଇଁ ଏହି ରାଜ୍ୟରେ ଲାଗୁ ହେଲା ଏସମା ଆଇନ୍, ୬ ମାସ ପର୍ଯ୍ୟନ୍ତ ଧର୍ମଘଟ କରିପାରିବେନି ସରକାରୀ କର୍ମଚାର
ଲକ୍ଷ୍ନୌ (ଓଡ଼ିଶା ଭାସ୍କର): କରୋନା ମହାମାରୀ ମଧ୍ୟରେ, ଉତ୍ତରପ୍ରଦେଶରେ ଥିବା କିଛି ସରକାରୀ କର୍ମଚାରୀଙ୍କ ୟୁନିୟନ ସେମାନଙ୍କ ଦାବି ଉପରେ ଧର୍ମଘଟ ପାଇଁ ପ୍ରସ୍ତୁତ ହେଉଛନ୍ତି । ଆଉ ଏ ବାବଦରେ ଜାଣିବାପଡିବା ପରେ…
ସରପଞ୍ଚ ଓ ପିଇଓଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ, ଜାଣନ୍ତୁ କାହିଁକି?
ବରଗଡ(ଓଡିଶା ଭାସ୍କର): ପଞ୍ଚାୟତ ପାଣ୍ଠିରୁ ଅର୍ଥ ଆତ୍ମସାତ ଓ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ବରଗଡ ଜିଲ୍ଲାର ଜଣେ ସରପଞ୍ଚ ଓ ଜଣେ ପିଇଓଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଗାଇସିଲେଟ ବ୍ଲକ ଗୁଦେରପାଲି ସରପଞ୍ଚ…
ଖୁସି ଖବର: ଓଡ଼ିଶାରୁ ଆଜି ୧୧, ୯୫୪ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୯୫୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ପ୍ରଦାନ କଲେ ରାଜ୍ୟ ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୭ ଜଣ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।…
ଭୁବନେଶ୍ୱରରୁ ଆଜି ୭୪୭ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଭୁବନେଶ୍ୱରରୁ ଆଜି ୭୪୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…
‘ରାହୁଲଙ୍କ ନୌଟଙ୍କିକୁ ଦେଶର ଜନତା କେବେଠୁ ବନ୍ଦ କରିଦେଇଛନ୍ତି’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୌଟଙ୍କି କରୁଥିବା ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟୁଇଟ୍ କରିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି । ଏହାର ଜବାବରେ ବିଜେପି…