Browsing Category
Top Stories
ଭାରତରେ ଲଞ୍ଚ୍ ହେଲା କରୋନା ଆଣ୍ଟିବଡି କକଟେଲ୍, ଦର ଜାଣିଲେ ଘୂରି ଯାଉଛି ମଥା…
ନୂଆଦିଲ୍ଲୀ: ଦେଶରେ କରୋନା ବଡ଼ ସଂକଟମୟ ସ୍ଥିତି ସୃଷ୍ଟି କରିଛି । ଏଥିସହ ଟିକାକରଣ ପ୍ରକ୍ରିୟା ମଧ୍ୟ ଚାଲୁରହିଛି । ଏଇ ନିକଟରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଆଣ୍ଟି କୋଭିଡ୍ ମେଡିସିନ୍…
ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ କରିବ ୟଶ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟଶ୍ । ତେବେ ଏହା ବର୍ତ୍ତମାନର ସୂଚନା ଅନୁସାରେ ବାତ୍ୟା ବାଲେଶ୍ୱର ପାଖରେ ଳ୍ୟାଣ୍ଡଫଲ୍ କରିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି…
କାଟ୍ରିନାଙ୍କୁ ଡରୁଛନ୍ତି ପରିଣୀତି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ୨୦୧୧ରେ ବଲିଉଡ୍ ରେ "ଲେଡିସ୍ ଭର୍ସେସ୍ ରିକି ବହଲ" ଫିଲ୍ମ ଜରିଆରେ ଏଣ୍ଟ୍ରି କରିଥିଲେ । ଏଥିରେ ତାଙ୍କ ସହିତ ନଜର ଆସିଥିଲେ ରଣବୀର ସିଂ ଏବଂ ଅନୁଷ୍କା ଶର୍ମା । ଏହି…
ପତ୍ନୀଙ୍କ ସହ ଅବୈଧ ସମ୍ପର୍କ ସନ୍ଦେହ: କ୍ରୋଧରେ ପଡ଼ୋଶୀଙ୍କ ୯ ବର୍ଷର ପୁତ୍ରକୁ କେନାଲକୁ ଫିଙ୍ଗି ହତ୍ୟାକଲେ ପତି
ହିସାର: କଥାରେ ଅଛି କ୍ରୋଧ ପରମ ଚଣ୍ଡାଳ । ନିଜ ପତ୍ନୀଙ୍କ ସହ ପଡ଼ୋଶୀଙ୍କର ଅବୈଧ ସମ୍ପର୍କକୁ ସନ୍ଦେହ କରି ପତି ରାଗରେ ଏକ ୯ ବର୍ଷର ବାଳକଙ୍କୁ ହତ୍ୟା କରିଛନ୍ତି । ଯୁବକ ଜଣକ ପ୍ରତିଶୋଧପରାୟଣ ହୋଇ ପଡ଼ୋଶୀଙ୍କ ପୁତ୍ରକୁ…
ବିହାରରେ ପୁଣି ବଢ଼ିଲା ଲକଡାଉନ୍: ମୁଖ୍ୟମନ୍ତ୍ରୀ କଲେ ଘୋଷଣା
ପାଟନା: ରାଜ୍ୟରେ ପୂର୍ବରୁ ଲାଗୁ ହୋଇଥିବା କଟକଣା ଦ୍ୱାରା କୋଭିଡ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ତେଣୁ ବିହାରରେ ଲକଡାଉନ ବୃଦ୍ଧି କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଘୋଷଣା କରିଛନ୍ତି । ଆସନ୍ତା…
ଗୃହମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା
ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି 'ୟଶ୍' । ବାତ୍ୟା ୟଶ୍ ଗଭୀରତାକୁ ନଜରରେ ରଖି ଅଧିକ ପ୍ରଭାବିତ ହେବାକୁ ଥିବା ରାଜ୍ୟ ଗୁଡିକ ଅର୍ଥାତ୍ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର…
ଗୋଟିଏ ପଟେ ‘ୟଶ୍’, ଅନ୍ୟ ପଟେ କରୋନା: ବାତ୍ୟା ପାଇଁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବ?
ଭୁବନେଶ୍ୱର, (ଓଡିଶା ଭାସ୍କର): କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟଶ୍’ଙ୍କୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ଓ ଆଶଙ୍କା ଲାଗି ରହିଛି । ‘ୟଶ’ର ଚର୍ଚ୍ଚା ଆରମ୍ଭ ହେବା ପରଠାରୁ ଲୋକମାନେ…
ବାତ୍ୟା ‘ୟଶ୍’ରେ ଥରହର ହେବ ଓଡ଼ିଶା!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିପତ୍ତି ପରେ ବିପତ୍ତି ମାଡ଼ି ଆସୁଛି । ଗୋଟିଏପଟେ ମହାମାରୀ କରୋନାରେ କଲବଲ ହେଉଛି ଦେଶ । ସେ ଭିତରେ ଆମ ରାଜ୍ୟ ଓଡ଼ିଶା ମଧ୍ୟ ନୟାନ୍ତ ହୋଇଗଲାଣି । ଠିକ୍ ଏହି ସମୟରେ ବ୍ଲାକ୍ ଫଙ୍ଗସ୍ ଭଳି…
ବ୍ଲାକ୍, ହ୍ୱାଇଟ୍ ପରେ ଏବେ ୟେଲୋ ଫଙ୍ଗସ୍, ଚିହ୍ନଟ ହେଲା ପ୍ରଥମ ମାମଲା
ଭୁବନେଶ୍ୱର: ଦେଶରେ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତା ପଛକୁ ଆହୁରି ଦୁଇଟି ମହାମାରୀ ଦେଖାଯାଇଥିଲା । ଯାହାକି ବ୍ଲାକ୍ ଫଙ୍ଗସ୍ ଏବଂ ହ୍ୱାଇଟ୍ ଫଙ୍ଗସ୍ । ଏହି ବ୍ଲାକ୍ ଫଙ୍ଗସ୍ ଦେଶର ବିଭିନ୍ନ…
ପୁଅର ହସ ହସ ମୁହଁ ଥରେ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଥିଲେ: ଏକ ମାସ ପରେ ଉଲଫା ଆତଙ୍କବାଦୀଙ୍କ କବଳରୁ ମୁକ୍ତ ହେଲେ ଓଏନଜିସି ଇଞ୍ଜିନିୟର
ନୂଆଦିଲ୍ଲୀ: ଦୀର୍ଘ ଏକ ମାସ ପରେ ୟୁନାଇଟେଡ୍ ଲିବରେସନ୍ ଫଣ୍ଟ ଅଫ୍ ଆସାମ (ଉଲଫା) ଆତଙ୍କବାଦୀଙ୍କ କବଳରୁ ମୁକ୍ତ ହୋଇଛନ୍ତି ଓଏନଜିସିର ପ୍ରଡକ୍ସନ ଇଞ୍ଜିନିୟର ରିଟୁଲ ସାଇକିଆ । ଗତ ଏପ୍ରିଲ ମାସ ୨୦ ତାରିଖରେ ସେ ଉଲଫା…