Browsing Category
Top Stories
ଖୋଲିବ ଆରଟିଓ
ଭୁବନେଶ୍ୱର,୧୪ ।୮(ଓଡିଶା ଭାସ୍କର): ଲୋକଙ୍କୁ ସେବା ଯୋଗାଇବାକୁ ସର୍ତ୍ତମୂଳକ ଭାବେ ଖୋଲିବ ଆରଟିଓ । ଏନେଇ ସମସ୍ତ ଆରଟିଓଙ୍କୁ ପରିବହନ କମିଶନର ନିର୍ଦ୍ଦେଶ ଦିଆଯାଇଛି । ଆରସି, ଫିଟନେସ ସାର୍ଟିଫିକେଟ ଓ ମାଲିକାନା…
ଓଡିଶାର ୧୪ଜଣଙ୍କୁ ପୋଲିସ ପଦକ
ନୂଆଦିଲ୍ଲୀ,୧୪ ।୮(ଓଡିଶା ଭାସ୍କର): ପୋଲିସ ପଦକ ତିଲିକା ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଓଡିଶାର ୧୪ ଜଣଙ୍କୁ ମିଳିବ ପୋଲିସ ପଦକ । ଏଥିରେ ବିଶିଷ୍ଟ ସେବା ପାଇଁ ୨ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ ।…
ଭିଜିଲାନ୍ସ କହି ଘରେ ବୁଲାଇଲେ କଳାକନା
ରାଉରକେଲା,୧୪ ।୮(ଓଡିଶା ଭାସ୍କର): ପୋଲିସ ଯେତେ ଚାଲାକ୍ ହେଲେ ଚୋର ତା’ଠାରୁ ଅଧିକ ଚାଲାକ୍ ହୋଇଥାଏ । ଏବେ ଚୋରି କରିବାକୁ ଦିନକୁ ଦିନ ସେମାନେ ଭିନ୍ନ ଭିନ୍ନ ଉପାୟ ଆପଣେଇବାରେ ଲାଗିଛନ୍ତି । ସେହିପରି ରାଉରକେଲା…
କରୋନା ସଂକ୍ରମିତ ୫୭ଜଣ ମାଆଙ୍କ ଠାରୁ ସୁସ୍ଥ ଶିଶୁ ଜନ୍ମ
ଭୁବନେଶ୍ୱର, ୧୪ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଏକ ନୂଆ ଖବର ସାମ୍ନାକୁ ଆସିଛି । କରୋନା ରେ ସଂକ୍ରମିତ ଥିବା ମାଆଙ୍କ ଠାରୁ ସୁସ୍ଥ…
କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ, ଜାଣନ୍ତୁ ନୂଆ ନିୟମ ସମ୍ପର୍କରେ
ଭୁବନେଶ୍ୱର, ୧୪ା୮(ଓଡ଼ିଶା ଭାସ୍କର): କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ ହୋଇଛି । ବହୁତଳ ଅଟ୍ଟାଳିକା ନିର୍ମାଣ ପାଇଁ ନିୟମ କୋହଳ କରିଛନ୍ତି ସରକାର । ଏବେ ୮ଟଇ ଘର ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ…
ରାଜ୍ୟରେ ଆଜି ୧୦ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୨୪କୁ ବୃଦ୍ଧି
ଭୁବନେଶ୍ୱର, ୧୪।୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୯୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୪, ପୁରୀରୁ ୩, କଟକ, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ…
ଜେଲ ଗଲେ ସ୍ୱତନ୍ତ୍ର ସଚିବ ଅଜୟ ଦାସ
ଭୁବନେଶ୍ୱର, ୧୪ା୮(ଓଡ଼ିଶା ଭାସ୍କର): ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ ହୋଇଥିଲେ । ଆଜି ତାଙ୍କର ଜାମିନ ନାମଞ୍ଜୁର ହେବା ପରେ…
ରାଜ୍ୟରେ ଆଜି ପୁଣି ୧୯୭୭ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?
ଭୁବନେଶ୍ୱର, ୧୪ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ୩୦ ଜିଲ୍ଲାରୁ ଆଜି ପୁଣି ୧୯୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୪୧ ଓ ସ୍ଥାନୀୟ ଅଞ୍ଚଳରୁ ୭୩୬…
ଗୋଟିଏ ଦିନରେ ୬୪,୫୩୩ ଆକ୍ରାନ୍ତ ଚିହ୍ନଟ ଓ ୧୦୦୭ ଜଣ ମୃତ
ନୂଆଦିଲ୍ଲୀ, ୧୪ା୮: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୬୪,୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୦୭ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା…
ସମ୍ବଲପୁର ପରେ ଝାରସୁଗୁଡାରେ ନୂଆଖାଇ ପାଇଁ ହଟିଲା ସଟଡାଉନ୍
ଝାରସୁଗୁଡା, ୧୪/୮ (ଓଡିଶା ଭାସ୍କର): ରାଜ୍ୟରେ ଏବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏନେଇ ଚାରିଆଡେ କଟକଣା ଲାଗୁ କରାଯାଇଛି। କିନ୍ତୁ ଏହାରି ମଧ୍ୟରେ ସମ୍ବଲପୁର ପରେ ଝାରସୁଗୁଡାରେ ନୂଆଖାଇ ପାଇଁ…