Browsing Category
Top Stories
ଓଡ଼ିଶା ଇତିହାସରେ ପ୍ରଥମ: ଅଭୟଙ୍କ ବାଧ୍ୟତାମୂଳକ ଅବସର ପାଇଁ ସିଏମଙ୍କ ସୁପାରିଶ
ଭୁବନେଶ୍ୱର, ୧୭ା୧୨ (ଓଡିଶା ଭାସ୍କର): ଆୟବହିର୍ଭୁତ ସମ୍ପତି ଠୁଳ ଓ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତଙ୍କ ମାମଲାରେ ଆଉ ଏକ ମୋଡ଼ ଆସିଛି ।…
ଅନୁଭବ-ବର୍ଷା ବିବାଦ: ସାମ୍ନାକୁ ଆସିଲା ନୂଆ ଭିଡିଓ
ଭୁବନେଶ୍ୱର,୧୭ ।୧୨(ଓଡିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ହୋଇଥିବା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି, କିନ୍ତୁ କମିବାରେ ନାଁ ନେଉନାହିଁ । ଏହାରି ମଧ୍ୟରେ…
ଭୟାନକ ସତ୍ୟ: ମାଟିତଳୁ ମିଳିଲା ୬ ହଜାର ଲୋକଙ୍କ କଙ୍କାଳ, ହଜାରେ ଗୁଳି
ମାଟି ଖୋଳୁ ଖୋଳୁ ୬ ହଜାରରୁ ଅଧିକ ଲୋକଙ୍କ କଙ୍କାଳ ଜବତ ହୋଇଛି । ଏହି ଘଟଣା ପୂର୍ବ ଆଫ୍ରିକା ଦେଶର ବୁରୁଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି । ସରକାରଙ୍କ ଦ୍ୱାରା ସମଗ୍ର ଦେଶରେ ଖୋଳା ଅଭିଯାନ ଆରମ୍ଭ ହେବ ପରେ ଏହି…
କୋର୍ଟରେ ହାଜର ହେଲେ ପ୍ରଦୀପ
ଭୁବନେଶ୍ୱର, ୧୭ା୧୨ (ଓଡିଶା ଭାସ୍କର): ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କୋର୍ଟରେ ହାଜର ହୋଇଛନ୍ତି । ତେବେ ଖୋର୍ଦ୍ଧା ଏସଡିଜେଏମ କୋର୍ଟରେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ହାଜର…
ରାଜ୍ୟରେ ଆଜି ୩୫୧ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୭।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୫୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୩ ଜଣ ଓ ସ୍ଥାନୀୟ…
ଲଜ୍ୟା :ନୟାଗଡ଼ ଟାଉନ ଥାନା ଅଞ୍ଚଳରେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ
ନୟାଗଡ : ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ନୟାଗଡ଼ ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମେଡିଆ ରେ ଭାଇରାଲ ହେବାରେ ଲାଗିଛି । ହ୍ବାଟ୍ସଆପ୍ ଓ ଫେସବୁକ୍ରେ ଘୁରି ବୁଲୁଛି…
୫୦୦ ବର୍ଷର ପୁରୁଣା ‘ମୃତ୍ୟୁର ଗଛ’ ବିଷୟରେ ଜାଣିଛନ୍ତି କି ?
ପଞ୍ଜାବର ଏକ ଗାଁରେ ଏମିତି ଏକ ବିଶାଳକାୟ ବରଗଛ ରହିଛି, ଯାହାର ବୟସ ୫୦୦ ବର୍ଷ ଟପିଗଲାଣି । ତେବେ ଗ୍ରାମବାସୀ କୁହନ୍ତି, ଏହି ବରଗଛଟିର ଚେର ଯେଉଁ ଜମିକୁ ଯାଇଥାଏ, ସେ ଜମିରେ କେହି ଚାଷ କାର୍ଯ୍ୟ କରନ୍ତି ନାହିଁ ।…
ରାସ୍ତା ନିର୍ମାଣକୁ ବିରୋଧ: ରାସ୍ତା କାମରେ ନିୟୋଜିତ ୯ଟି ଗାଡ଼ି ଜାଳିଦେଲେ ନକ୍ସଲ
ମାଲକାନଗିରି,୧୭ା୧୨ (ଓଡିଶା ଭାସ୍କର):: ସୀମାନ୍ତ ଛତିଶଗଡରେ ନକ୍ସଲ ହିଂସା ବଢିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଛୋଟ ବଡ ଘଟଣା ଘଟାଇ ନକ୍ସଲ ନିଜର ପତିଆରା ଜାହିର କରିଚାଲିଛନ୍ତି। କେତେବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ…
ପୁଣି ଶିଶୁ ନିଖୋଜ: ୭ ବର୍ଷର ଶିଶୁପୁତ୍ରର ପତ୍ତା ମିଳୁନି
ଗଜପତି, ୧୭ା୧୨ (ଓଡିଶା ଭାସ୍କର): ନୟାଗଡ଼ ପରେ ଏବେ ଗଜପତିରୁ ଜଣେ ଶିଶୁପୁତ୍ର ନିଖୋଜ ହୋଇଥିବା ଜଣାପଡ଼ିଛି । ତେବେ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ ପରେ ପୋଲିସ ଘଟଣାର ତନାଘନା ଜାରି ରଖିଥିବା ଜଣାପଡ଼ିଛି ।
ସୂଚନା…
କରୋନା ନେଲା ୩୫୫ ଜଣଙ୍କ ଜୀବନ
ନୂଆଦିଲ୍ଲୀ, ୧୭ା୧୨: ୨୪ ଘଣ୍ଟା ମଧ୍ୟରେ କରୋନା ୩୫୫ ଜଣଙ୍କ ଜୀବନ ନେଇଛି । ଫଳରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୪ ହଜାର ୪୫୧ରେ ପହଞ୍ଚିଛି । ଦିନକରେ ୨୪ ହଜାର ୧୦ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ମୋଟ…